ରଗଡିଦେଲା କୁନି ପୁଷ୍ପା ! ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଲା ଏହି କନି ପିଲାଟିର Puspa Dance, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖଣ୍ଟ Video

ବନ୍ଧୁଗଣ ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଧମାଲ କରିବାକୁ ଲାଗିଛି ଏହି ଫିଲ୍ମଟି । ସାଉଥ ଫିଲ୍ମ ‘ପୁଷ୍ପା’ଟି ସମସ୍ତ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ଛାଡି ଦେଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଆସିଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର ଅଭିନୟର ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ନେଇଛନ୍ତି ।

ଏହି ଫିଲ୍ମର ଡାଇଲଗ ହେଉ ବା ଗୀତ ସମସ୍ତେ ଏହି ଫିଲ୍ମରେ ଝୁମୁ ଛନ୍ତି । ସାରା ଯୁବପିଢୀ ପୁଷ୍ପା କ୍ରେଜରେ ବିଭର ହୋଇ ଉଠୁ ଥିବା ବେଳେ ‘ଶ୍ରୀଭଲି’ ଗୀତରେ ନାଚୁ ଥିବା ଏକ ଛୋଟ ପିଲାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଶ୍ରୀଭଲି ଗୀତରେ କେବଳ ଯୁବପିଢି ନୁହେଁ ଅନେକ ସେଲିବ୍ରେଟି ମାନେ ମଧ୍ୟ ଏହି ଗୀତକୁ ଉପଭୋଗ କରି ରିଲ୍ସ ଭିଡିଓ କରିଛନ୍ତି ।

ହେଲେ ବର୍ତ୍ତମାନ ଏକ ଛୋଟ ପିଲାର ଭିଡିଓଟି ସମସ୍ତଙ୍କ ମନ ଜିତି ନେଇଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଖୁସି ହୋଇଯିବେ । ଆଜି ଆମେ ଆପଣ ମାନଙ୍କୁ ଏହି କୁନି ପିଲାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଏକ କୁନି ପିଲାଟି ଶ୍ରୀଭଲି ଗୀତରେ ନାଚୁ ଥିବାର ନଜର ଆସୁଛି । ଟିଭିରେ ଲାଗିଛି ଶ୍ରୀଭଲି ଗୀତ ଓ କୁନି ପିଲାଟି ହଗିସ ପିନ୍ଧି ଟିଭି ଆଗରେ ନାଚୁଛି । ଅଲ୍ଲୁ ଅର୍ଜୁନଙ୍କ ଭଳି ଛୁଆଟି ନିଜ ଗୋଟେ ଗୋଡ ଘୋଷାଡ଼ି ନାଚୁ ଥିବାର ନଜର ଆସୁଛି । ଛୁଆଟି ନାଚିବା ସମୟରେ ବେଳେବେଳେ ଟିଭିକୁ ମଧ୍ୟ ଦେଖୁଛି ଓ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ନାଚୁଛି ।

ତେବେ ଏହି ଭିଡିଓଟି ଆନ୍ଧ୍ର ପ୍ରଦେଶର ବୋଲି ଜଣା ପଡୁଛି । ଏହି କୁନି ପିଲାର ଭିଡିଓଟି ମୋବାଇଲ ରୁ ମୋବାଇଲକୁ ଘୂରିବାରେ ଲାଗିଛି । ଏହି ଭିଡିଓକୁ ଭାରତର ସମସ୍ତ ଲୋକ ଦେଖିବା ସହ କୁନି ଛୁଆଟିର ଡ୍ୟାନ୍ସକୁ ଲୋକମାନେ ବେସ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *