କୁନି ମାନି ଏବେ ବଡ଼ ହୋଇ କେମିତି ଦିଶୁଛନ୍ତି ? ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କେତେକ ଶିଶୁ କଳାକାର ମାନେ ମଧ୍ୟ ଅଭିନୟ କରୁଛନ୍ତି । ଯେଉଁ ମାନଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଧାରାବାହିକ ‘ମାନିନୀ’ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଏହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣ ମାନେ ଏହି ସିରିଏଲରେ କୁନି ମାନି ନାମକ  ଶିଶୁ କଳାକାରଙ୍କ ଅଭିନୟକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣ ଶିଶୁ କଳାକାରଙ୍କ ପରିବାର ଲୋକ ଓ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାରଙ୍କ ବିଷୟରେ ।

ବନ୍ଧୁଗଣ ‘ମାନିନୀ’ ସିରିଏଲରେ କୁନି  ମାନି ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଏହି କିଛି ଦିନ ହେବ ମାନିନୀ ସିରିଏଲଟି ଶେଷ ହୋଇଛି । ଏହି ସିରିଏଲ ପରେ ସେମାନେ ଅନ୍ୟ କୌଣସି ସିରିଏଲରେ ନଜର ଆସିନାହାନ୍ତି । କାରଣ ସେ ବର୍ତ୍ତମାନ ନିଜ ପାଠ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।


ବନ୍ଧୁଗଣ ବର୍ତ୍ତମାନ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି ଓ ନିଜ ପାଠ ପଢାକୁ ଜାରି ରଖିଛନ୍ତି । ହେଲେ ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ କୁନି ମାନି ବହୁତ ଶୀଘ୍ର ନିଜ ଅଭିନୟ କାରିୟରକୁ ଏଣ୍ଟ୍ରି କରିବେ । ତାଙ୍କ ଘରେ ତାଙ୍କ ବାପା ଓ ମା ଅଛନ୍ତି ଯେଉଁ ମାନଙ୍କ ସହ ସେ ବହୁତ ଖୁସିରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୁନି  ମାନି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ପୋସ୍ଟଟି ଭଲ ଲାଗିଥିଲେ ଲାଇକ ଓ ଶେୟାର ଅବଶ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *