କୁନି ଝିଅଟି ସହ ମାଙ୍କଡ ଛୁଆଟି କରୁଛି ଏମିତି ମସ୍ତି ଦେଖିଲେ ଆପଣ ସବୁ ଦୁଃଖ କଷ୍ଟ ଭୁଲିଯିବେ…ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଙ୍କଡ ଦେଖିଥିବେ । ମାଙ୍କଡ ମାନଙ୍କ ସ୍ଵଭାବ ମଧ୍ୟ କିଛି ମାତ୍ରାରେ ମଣିଷଙ୍କ ଭଳି ଥାଏ ।

ସେମାନେ ମଣିଷଙ୍କ ଭଳି ବସି ଭୋଜନ କରିଥାନ୍ତି ଓ ରାଗି ଗଲେ ଚାଆପୁଡା ମାଆରି ଥାନ୍ତି । ଅନେକ ଲୋକ ନିଜ ଘରେ ମାଙ୍କଡ ପାଳି ଥାନ୍ତି ଓ ସେମାନଙ୍କୁ ବହୁତ ଯତ୍ନର ସହ ରଖିଥାନ୍ତି । ତେବେ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ମାଙ୍କଡ ପୋଷାକ ପିନ୍ଧିଛି ଓ ଡେଉଁଛି । ଭିଡିଓରେ ଜଣେ ମହିଳା ଓ ଏକ କୁନି ଝିଅ ବସି ଥିବାର ନଜର ଆସୁଛନ୍ତି । କୁନି ଝିଅଟି ଏକ ଛୋଟ ମାଙ୍କଡଟିକୁ ଧରିଛି ।

ଛୋଟ ମାଙ୍କଡକୁ ସେହି କୁନି ଝିଅ ଗେଲ କରୁଥିବା ହେତୁ ଏହି ଜେସନ ନାମକ ମାଙ୍କଡ ଜେଲସ ହୋଇ ଡେଉଁ ଥିବାର ନଜର ଆସୁଛି । ଜେସନ ନାମକ ମାଙ୍କଡିଟି ଏତେ ପୋଷା ହୋଇଯାଇଛି ଯେ, ସେ ସେହି କୁନି ଝିଅ ସହ ଖେଳୁଛି । ବନ୍ଧୁଗଣ ଏଭଳି ମାଙ୍କଡ ଦୁନିଆରେ ବହୁତ କମ ଦେଖିବାକୁ ମିଳିଥାଏ ।

ତେବେ ଏହି ଭିଡିଓଟି ଦ ଜେସନ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି । ଜେସନ ହେଉଛି ସେହି ମାଙ୍କଡ ଓ ତାର ନାଁରେ ଏହି ୟୁଟ୍ୟୁବ ଚ୍ୟାନେଲ ଅଛି । ଏହି ଭିଡିଓଟିକୁ 39 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ଅନେକ ଲୋକ ଏହି ଭିଡିଓଟିକୁ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜେସନର ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *