ଦେଖନ୍ତୁ କେମିତି 1 ମାସର କୁନି ଝିଅକୁ ଧରି ଜବରଦସ୍ତ Dance କରୁଛନ୍ତି ହିରୋଇନ Anisha, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଓଡିଆ ଟିଭି ଅଭିନେତ୍ରୀ ଆନିଶାଙ୍କର ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ଆନିଶା ମା ହେବା ପରେ ବହୁତ ଅଧିକ ଖୁସି ଅଛନ୍ତି । ସେ ତାଙ୍କ ଝିଅକୁ ନେଇ ଅନେକ ରିଲ୍ସ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରୁଛନ୍ତି । ଆନିଶାଙ୍କର ଏହି ନୂଆ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ବି ଖୁସି ହୋଇଯିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆନିଶା ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଆନିଶା ଓଡିଆ ଟିଭି ଅଭିନେତା ସୁବାସିସ ଶର୍ମାଙ୍କ ସହ ପ୍ରେମ ବିବାହ କରିଛନ୍ତି । ଉଭୟ ସୁବାସିସ ଓ ଆନିଶା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ।

ଆସିବା ଦିନରୁ ଆନିଶା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ନିଜର ନୂଆ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରନ୍ତି । ଆନିଶା ମା ହେବା ପରେ ତାଙ୍କ କୁନି ଝିଅ ସହ ବର୍ତ୍ତମାନ ଭିଡିଓ କରୁଛନ୍ତି ଯାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚା ହେଉଛି । ମା ହେବା ପରେ ବର୍ତ୍ତମାନ ଆନିଶା ନିଜ ଝିଅ ସହ ସମୟ ବିତାଉ ଛନ୍ତି । ବର୍ତ୍ତମାନ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯେଉଁ ତିରେ ଆନିଶା ତାଙ୍କର କୁନି ଝିଅକୁ ଧରି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଆନିଶା ଝିଅକୁ କୋଳରେ ଧରି ବହୁତ ଖୁସିରେ ଡ୍ୟାନ୍ସ କରୁଛନ୍ତି ଓ ଏହି ଭିଡିଓଟିକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆନିଶାଙ୍କ ଏହି ଭିଡିଓଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *