ଦେଖନ୍ତୁ କେମିତି ନିଜ କୁନି ଝିଅ ସହ ଖେଳୁଛନ୍ତି Subhasis ଓ Anisha, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଆନିଶା ଓ ସୁଭାସିସଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ହାସଲ କରିଛନ୍ତି ଓ ଏହି ଦୁଇଜଣଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଏହି ଦୁଇଜଣ ସୋ-ସି-ଆ-ଲ ମି-ଡି-ଆରେ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ବର୍ଷ ତଳେ ସୁଭାସିସ ଓ ଆନିଶା ବିବାହ କରିଥିଲେ ଓ ଏହି କିଛି ଦିନ ହେବ ଏହି ଦୁଇଜଣଙ୍କର ଏକ ପୁତ୍ରୀ ସନ୍ତାନ ଜନ୍ମ ଗ୍ରହଣ କରିଛି । ଝିଅ ଜନ୍ମ କରିବା ପରେ ଆନିଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା । ଆନିଶା ଓ ସୁଭାସିସ ବର୍ତ୍ତମାନ ବହୁତ ଖୁସି ଅଛନ୍ତି ନିଜ ଝିଅ ସହ ସେମାନେ ସମୟ ବିତାଉ ଛନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ତାଙ୍କର ଏକ ନୂଆ ଭି-ଡି-ଓ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-ରେ ସୁଭାସିସ ଓ ଆନିଶା ନିଜ ଝିଅ ସହ ଖେଳୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କର ଝିଅ ମଧ୍ୟ ବହୁତ କ୍ୟୁଟ ନଜର ଆସୁଛି ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଦୁଇଜଣଙ୍କର ଭି-ଡି-ଓ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଭିଡିଓ ଦେଖି ବହୁତ ଖୁସି ହୋଇଯାଉଛନ୍ତି । ସୁବାସିସ ଓ ଆନିଶା ବହୁତ ସୁନ୍ଦର ଭାବରେ ନିଜ ଝିଅର ଲାଳନ ପାଳନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁଭାସିସ ଓ ଆନିଶାଙ୍କ ଝିଅ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *