ଦେଖନ୍ତୁ କେମିତି କୁନି ଝିଅ ସହ ଖେଳୁଛନ୍ତି ଓଡିଆ ସିଙ୍ଗର Diptirekha Padhi, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଗାୟିକା ଦିପ୍ତିରେଖାଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପ୍ତିରେଖାଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ଦୀପ୍ତି ହେଉଛନ୍ତି ଜଣେ ପ୍ରସିଦ୍ଧ ଗାୟିକା ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ।

ଦୀପ୍ତି ଗୀତ ଗାଇବା ସହ ଓଡିଆ ଟିଭି ଇଣ୍ଡଷ୍ଟ୍ରିର କିଛି ଧାରାବାହିକରେ ମଧ୍ୟ କାମ କରିଛନ୍ତି । ଗୀତ ଗାଇବା ସହ ସେ ଅଭିନୟ ବି ବେସ ଭଲ କରନ୍ତି । ଦୀପ୍ତିଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ ବର୍ଷ ଦୀପ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୀପ୍ତି ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ।

ଗତ କିଛି ସମୟ ହେବ ଦୀପ୍ତିଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଦୀପ୍ତି ଏକ କୁନି ଝିଅ ସହ ଖେଳୁଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ଦେଖି ଆଧିକାଂଶ ଲୋକ ଭାବୁଛନ୍ତି ଦୀପ୍ତି ମା ହୋଇ ଯାଇଛନ୍ତି ହେଲେ ବନ୍ଧୁଗଣ ସେମିତି କିଛି ନାହିଁ । ସେହି କୁନି ଝିଅଟି ହେଉଛି ଦୀପ୍ତିଙ୍କର ଏକ ସମ୍ପର୍କୀୟର ଝିଅ । ଦୀପ୍ତିଙ୍କୁ ଛୁଆ ମାନେ ବହୁତ ପସନ୍ଦ ଥିବାରୁ ସେ କୁନି ଛୁଆ ମାନଙ୍କ ସହ ଖେଳନ୍ତି ।

ଦୀପ୍ତିଙ୍କର ଏହି ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଗାୟିକା ଦିପ୍ତିରେଖା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *