ଦେଖନ୍ତୁ କେମିତି ନିଜ କୁନି ଝିଅ ସହ ମସ୍ତି କରୁଛନ୍ତି ହିରୋଇନ Anisha, ହସି ହସି ଗଡିଯିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତା ସୁବାସିସ ଓ ତାଙ୍କ ପତ୍ନୀ ଆନିଶାଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସୁବାସିସ ଓ ଆନିଶା ଉଭୟ ଓଡିଆ ଟିଭି ଇଣ୍ଡଷ୍ଟ୍ରିର କଳାକାର ଅଟନ୍ତି । ଉଭୟ ଅନେକ ଟିଭି ସିରିଏଲରେ କାମ କରି ସଫଳତା ହାସଲ କରିଛନ୍ତି । ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଉଭୟ ଟିଭି ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ପରସ୍ପରକୁ ପ୍ରେମ କରି ବସିଥିଲେ । କିଛି ବର୍ଷ ରିଲେସନରେ ରହିବା ଉପରେ ଉଭୟ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ଆନିଶା ଓ ସୁବାସିସ ଟଣକ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ମାସ ତଳେ ଏହି ଦୁଇଜଣଙ୍କର ଏକ ଝିଅ ଜନ୍ମ ହୋଇଥିଲା ଯାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚା ହେଉଛି ।

ଆନିଶା ଓ ସୁବାସିସ ବର୍ତ୍ତମାନ ବହୁତ ଅଧିକ ଖୁସି ଅଛନ୍ତି । ବର୍ତ୍ତମାନ ସେ ତାଙ୍କ ଝିଅ ସହ ସମୟ ବିତାଉ ଥିବାର ନଜର ଆସୁଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଆନିଶା ଓ ସୁବାସିସ ତାଙ୍କ ଝିଅଙ୍କ ସହ ଖେଳୁ ଥିବାର କିଛି ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋ-ସି-ଆ-ଲ ମି-ଡି-ଆରେ କିଛି ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଆମ ପ୍ରଥମ ଭିଡିଓରେ ଆନିଶା ନିଜ ଝିଅକୁ କୋଳରେ ଶୁଆଇ ତା ସହ ଖେଳୁ ଥିବାର ନଜର ଆସୁଛନ୍ତି । ଆନିଶା ଗୋଟେ ଛୋଟ ରିଲ ଭିଡିଓ ତାଙ୍କ ଝିଅକୁ ନେଇ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଆମ ଦ୍ଵିତୀୟ ଭିଡିଓରେ ସୁବାସିସ ତାଙ୍କ ଝିଅ ସହ ଖେଳୁ ଛନ୍ତି । ସୁବାସିସଙ୍କ ଖୁସି ସେହି ଭିଡିଓରେ ନଜର ଆସୁଛି ।

ସୁବାସିସ ବର୍ତ୍ତମାନ ତାଙ୍କ ଝିଅ ପାଇଁ ବହୁତ ଅଧିକ ଖୁସି ଅଛନ୍ତି । ସୁବାସିସ ଓ ଆନିଶା ବର୍ତ୍ତମାନ ତାଙ୍କ ଝିଅର ଯତ୍ନ ନେଉଛନ୍ତି ଏବଂ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁବାସିସ ଓ ଆନିଶାଙ୍କ ଝିଅ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *