କୁନି ଝିଅଟି ଏମିତି କଲା Classical Dance, ଯାହାର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ ଘୁରି ବୁଲୁଛି, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣିପାରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆପଣଙ୍କ ମୁହଁରେ ଖୁସି ଆସିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଛୋଟ ଛୁଆ ଭଗବାନଙ୍କର ଆଶୀର୍ବାଦ ହୋଇଥାନ୍ତି । ଦୁନିଆର ସମସ୍ତ ଲୋକ ଛୋଟ ଛୁଆଙ୍କୁ ବହୁତ ପସନ୍ଦ କରନ୍ତି କାରଣ ଏମାନଙ୍କ ମନରେ ରାଗ, ବାଦ ହିଂସା ଓ ଘୃଣା ନଥାଏ । ଛୋଟ ଛୁଆଙ୍କ ମନ ପବିତ୍ର ଅଟେ । ତେଣୁ ବନ୍ଧୁଗଣ ଛୋଟ ଛୁଆଙ୍କ ଦ୍ଵାରା ହେଉଥିବା ସମସ୍ତ କାମକୁ ଦେଖିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ କୁନି ପିଲା କ୍ଲାସିକାଲ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଭିଡିଓରେ କୁନି ପିଲାଟିର ମା ଶାସ୍ତ୍ରୀୟ ସଙ୍ଗୀତ ଗାଁ କରୁଥିବା ବେଳେ ପିଲାଟି ଏହା ଶୁଣି ତାଳରେ ନାଚୁଛି । କୁନି ପିଲାଟିର ଏହି ନୃତ୍ୟ ପରିବେଷଣ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

କାରଣ ବନ୍ଧୁଗଣ ଏତେ କମ ବର୍ଷରେ ଏତେ ସୁନ୍ଦର ନୃତ୍ୟ ପରିବେଷଣ କରିବା ସାମାନ୍ଯ କଥା ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓଟିକୁ ଦେଖି ବହୁତ ଖୁସି ହୋଇଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ପିଲାଟିର ନୃତ୍ୟ ପରିବେଷଣ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *