ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି ‘କୁଣ୍ଡଳୀ ଭାଗ୍ୟ’ ର ପ୍ରୀତା, ବର ର ନାଁ ଜାଣିଲେ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ ‘କୁଣ୍ଡଳୀ ଭାଗ୍ୟ’ ସିରିଏଲକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି Zee TV ରେ ଦେଉଛି ।ଏହି ସିରିଏଲରେ ଥିବା ସମସ୍ତ କଳାକାରଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହା ଏକ ପାରିବାରିକ ଧାରାବାହିକ ଅଟେ । ଏହି ସିରିଏଲକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ଏହି ସିରିଏଲର ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରୀତା । ପ୍ରୀତାର ଭୂମିକା କରୁଥିବା ଏହି ଅଭିନେତ୍ରୀଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି ।


ପ୍ରୀତାର ଅଭିନୟ କରିଥିବା ଅଭିନେତ୍ରୀଙ୍କର ଅସଲି ନାମ ହେଉଛି ଶ୍ରଦ୍ଧା ଆର୍ଯ୍ୟା । ଶ୍ରଦ୍ଧା ନିଜର ଦମଦାର ଅଭିନୟ ଦ୍ଵାରା କୋଟି କୋଟି ଲୋକଙ୍କ ମନକୁ ଜିତିଛନ୍ତି । ଶ୍ରଦ୍ଧା ଆର୍ଯ୍ୟା ଙ୍କ ଜନ୍ମ ୧୭ ଅଗଷ୍ଟ ୧୯୮୭ ମସିହାରେ ହୋଇଥିଲା । ବର୍ତ୍ତମାନ ଶ୍ରଦ୍ଧାଙ୍କୁ ୩୧ ବର୍ଷ ବୟସ ହୋଇ ସାରିଛି । ଶ୍ରଦ୍ଧା ଆର୍ଯ୍ୟା ହିନ୍ଦୀ ଟେଲିଭିଜନ ସିରିଏଲ ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।


ଶ୍ରଦ୍ଧା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ତାଙ୍କର ସୁନ୍ଦରତା ପାଇଁ ବହୁତ ଲୋକ ପାଗଳ ଅଛନ୍ତି । ଖବର ଅନୁସାରେ ଜଣା ପଡିଛି ଶ୍ରଦ୍ଧା ଆର୍ଯ୍ୟାଙ୍କ ବିବାହ ଆସନ୍ତା ବର୍ଷରେ ହେବାକୁ ଯାଉଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଶ୍ରଦ୍ଧାଙ୍କ ବିବାହ କାହା ସହିତ ହେଉଛି ।


ଖବର ଅନୁସାରେ ଜଣା ପଡିଛି ଶ୍ରଦ୍ଧା ୨୦୧୫ ଅକ୍ଟୋବର ମାସରେ ଏନଆରଆଇ ଜୟନ୍ତଙ୍କ ସହ ନିର୍ବନ୍ଧ କରିଥିଲେ । ଏହି ଦୁଇଜଣଙ୍କ ବିବାହ ହେବାକୁ ଯାଉଥିଲା, ହେଲେ ଜୟନ୍ତଙ୍କ ଇଛା ଥିଲା ଶ୍ରଦ୍ଧା ଟିଭି ଜଗତରେ କାମ ନକରିବା ପାଇଁ । ହେଲେ ଶ୍ରଦ୍ଧା ଟିଭି ଜଗତରେ କାମ କରିବା ପାଇଁ ଚାହୁଁ ଥିଲେ ଯାହାଫଳରେ ଶ୍ରଦ୍ଧା ଓ ଜୟନ୍ତଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା ।


ଏହା ପରେ ଶ୍ରଦ୍ଧା ନିଜର ପୁରା ଧ୍ୟାନ ନିଜ ଅଭିନୟ ଦୁନିଆରେ ରଖିଲେ, ଏହା ଦ୍ଵାରା ଶ୍ରଦ୍ଧା ଅଭିନୟ ଜଗତରେ ସଫଳତା ହାସଲ କରିଲେ । ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ବର୍ତ୍ତମାନ ଶ୍ରଦ୍ଧା ମନୀଷ ଝୋରାଙ୍କ ସହ ରିଲେସନରେ ଅଛନ୍ତି । ମନୀଷ ଝୋରା ମଧ୍ୟ ‘କୁଣ୍ଡଳୀ ଭାଗ୍ୟ’ ସିରିଏଲରେ ରିଶଭର ଭୂମିକା କରିଥିଲେ । ଶ୍ରଦ୍ଧା ଏବଂ ମନୀଷ ନିଜ ରିଲେସନସିପ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଖବର ଅନୁସାରେ ଜଣା ପଡିଛି ଆସନ୍ତା ବର୍ଷ ଏହି ଦୁଇଜଣ ସେଲିବ୍ରିଟି ବିବାହ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *