ବିଲେଇ ସହିତ ପଙ୍ଗା କୁକୁରକୁ ପଡିଗଲା ମହଙ୍ଗା ! କୁକୁରକୁ ଏମିତି ବୁଦ୍ଧି ଶିଖେଇ ଦେଲା ବିଲେଇ, ଥରେ ଦେଖନ୍ତୁ ଏହି Video ହସି ହସି ଗଡିବେ ଆପଣ

ବନ୍ଧୁଗଣ ମଣିଷ ମାନଙ୍କ ଭଳି ପଶୁ ମାନଙ୍କ ମଧ୍ୟରେ ମଧ୍ୟ କିଛି ନା କିଛି କାରଣ ହେତୁ ଲଢେଇ ହୋଇଥାଏ । କିଛି ଲଢେଇ ଅତି ଭୟଙ୍କର ହୋଇଥାଏ ତ କିଛି ଲଢେଇ ବହୁତ ମଜାଦାର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ପଶୁ ମାନଙ୍କର କିଛି ଏପରି ଲଢେଇର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆମ ପ୍ରଥମ ଭିଡିଓରେ ଏକ କୁକୁର ଅନେକ ସମୟ ପର୍ଯ୍ୟନ୍ତ ଏକ ଗାଈ ସାମ୍ନାରେ ଛିଡା ହେଇଛି । କୁକୁରଟି ଗାଈକୁ ଡରେଇବା ପାଇଁ ଚେଷ୍ଟା କରୁଥିଲା ହେଲେ ଗାଈ କୁକୁରକୁ ଏମିତି ମଜା ଶିଖାଇଲା ଯାହାକୁ କୁକୁର କେବେ ବି ଭୁଲିବ ନାହିଁ । ଗାଈ ବାରମ୍ବାର କୁକୁରକୁ ଶୁଣ୍ଢରେ ଆକ୍ରମଣ କରିଲା ।

୨. ବନ୍ଧୁଗଣ ଚିଲ କେତେ ମାରାତ୍ମକ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ହେଲେ ବେଳେବେଳେ ଚିଲ ବି ନିଜ ଭୁଲ ପାଇଁ ଅସୁବିଧାରେ ପଡିଥାନ୍ତି । ଏହି ଭିଡିଓରେ ଏକ ଚିଲ ଗୋଟେ କୁକୁଡା ସହ ପଙ୍ଗା ନେଉଛି ହେଲେ ଏହା ପରେ କୁକୁଡା ଚିଲକୁ ଏମିତି ମଜା ଚଖାଉଛି ଯାହାକୁ ଚିଲ କେବେବି ଭୁଲିବ ନାହିଁ ।

୩. ବନ୍ଧୁଗଣ ଆମ ତୃତୀୟ ଭିଡିଓରେ ଏକ କୁକୁର ଏକ ବିଲେଇ ଉପରେ ଆକ୍ରମଣ କରୁଛି । କୁକୁର ବିଲେଇ ମଧ୍ୟରେ ତ ସବୁ ଜାଗାରେ ଝଗଡା ଲାଗି ରହିଥାଏ । ଆଉ ଅଧିକାଂଶ ଝଗଡାରେ କୁକୁର ମାନେ ଜିଟିଥାନ୍ତି । ତେବେ ଏହି ଭିଡିଓରେ କୁକୁରଟି ବିଲେଇକୁ ଦୁର୍ବଳ ଭାବି ତା ଉପରେ ଆକ୍ରମଣ କରୁଛି । ହେଲେ ସେହି ସମୟରେ ବିଲେଇ କୁକୁରକୁ ଗୋଟେ ପଞ୍ଝା ମରୁଛି ଯାହାଫଳରେ କୁକୁରଟି ଚାଲି ଯାଉଛି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଏକ ଲିଜାର୍ଡ଼ ଅନେକ କୁକୁର ଘେରରେ ରହିଯାଇଛି । ଲିଜାର୍ଡ଼କୁ ଦୁର୍ବଳ ଭାବି କୁକୁର ଗୁଡିକ ଲିଜାର୍ଡ଼ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ସେହି ସମୟରେ ଲିଜାର୍ଡ଼ ହାର ମାନୁନି ସେ କୁକୁର ମାନଙ୍କ ଉପରେ ଆକ୍ରମଣ କରିଦେଉଛି । ଲିଜାର୍ଡ଼ର ସାହସିକତାକୁ ମାନିବାକୁ ପଡିବ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ତିନୋଟି କୁକୁର ଗୋଟେ ଘୋଡାକୁ ଏକା ଦେଖି ତା ଉପରେ ଆକ୍ରମଣ କରିଦେଉଛନ୍ତି । ଘୋଡାକୁ କୁକୁର ମାନେ ବହୁତ ହଇରାଣ କରିବା ପରେ ଘୋଡାଟି ରାଗି ଯାଉଛି । ଶେଷରେ ଘୋଡାଟି ପଛୁଆ ଏକ କୁକୁରକୁ ଗୋଟିଏ ଲାତ ମାରୁଛି । ଏହା ପରେ ସେଠାରେ ଥିବା ସମସ୍ତ କୁକୁର ଜାଗା ଛାଡି ଫେରାର ହୋଇଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *