କୁହନ୍ତୁ ଦେଖି ଏହି କୁନି ପିଲାଟି କିଏ ? ଯିଏ Bollywood ର ଜଣେ ସବୁଠୁ ଲୋକପ୍ରିୟ Actor

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ବଲିଉଡ କଳାକାରଙ୍କ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଏହି କଳାକାର ଜଣକ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଅନେକ ସୁପର ହିଟ ଫିଲ୍ମରେ କାମ କରି ଏହି କଳାକାର ସୁନାମ ଅର୍ଜନ କରିଛନ୍ତି ଓ ଏହି କଳାକାରଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଋଷି କପୁର ।

ବନ୍ଧୁଗଣ ଋଷି କପୁରଙ୍କ ପିଲା ଦିନର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ଋଷିଙ୍କ ଛୋଟ ବେଳର ଫଟୋ ଦେଖିଲେ ଜାଣି ପାରିବେ ନାହିଁ ଯେ ସେ ଋଷି ବୋଲି କାରଣ ଛୋଟ ବେଳେ ତାଙ୍କର ମୁହଁ ସଂପୂର୍ଣ୍ଣ ଅଲଗା ଥିଲା । ଅବଶ୍ୟ ଋଷି ନିଜ ଅଭିନୟ କାରିୟରର ଆରମ୍ଭ ଏକ ଶିଶୁ କଳାକାର ରୂପେ ଆରମ୍ଭ କରିଥିଲେ ।

ବନ୍ଧୁଗଣ ଋଷି ଅବଶ୍ୟ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି ହେଲେ ତାଙ୍କ ସ୍ମୃତି ଆମ ସମସ୍ତଙ୍କ ମନରେ ଅଛି । ଏହି ଫଟୋରେ ସେ ଏକ କ୍ୟୁଟ ସ୍ମାଇଲ ଦେଇଛନ୍ତି ଆଉ ତାଙ୍କର ଏହି ସ୍ମାଇଲ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ସହ ରହିଛି । ସେ ନିଜ ଏହି କ୍ୟୁଟ ସ୍ମାଇଲ ପାଇଁ ବହୁତ ଝିଅଙ୍କ ରାଜକୁମାର ଥିଲେ । ବନ୍ଧୁଗଣ ଋଷି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । କହିବାକୁ ଗଲେ 1973 ମସିହାରୁ 2000 ମସିହା ପର୍ଯ୍ୟନ୍ତ 92ଟି ଫିଲ୍ମରେ ଋଷି ରୋମାଣ୍ଟିକ ହିରୋର ଭୂମିକାରେ ନଜର ଆସିଛନ୍ତି ।

2008 ମସିହାରେ ସେ ଲାଇଭଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ବନ୍ଧୁଗଣ ଋଷିଙ୍କ ଭଳି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରିରେ ଆଉ କେହି ବି ନାହାନ୍ତି । ହେଲେ 30 ଏପ୍ରିଲ 2020 ମସିହାରେ ଋଷି ଏହି ଦୁନିଆ ଛାଡି ଚାଲିଯାଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ଋଷି କପୁର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *