ଆଜି ବହୁତ ବଦଳି ଯାଇଛନ୍ତି ଫିଲ୍ମ “କୁଛ କୁଛ ହୋତା ହେ” ର ଅଞ୍ଜଳି ସମେତ Bollywood ର ଏହି 4 ଜଣ Child Artist, 4 ନମ୍ବର Actress ତ ଲାଗନ୍ତି ବହୁତ ହଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ବଲିଉଡ ଫିଲ୍ମ ଦେଖିଥିବେ । ସାଧାରଣତଃ ବଲିଉଡ ଫିଲ୍ମରେ ହିରୋ ଓ ହିରୋଇନ ମାନେ ବହୁତ ଚର୍ଚାରେ ରୁହନ୍ତି । ହେଲେ କିଛି ଫିଲ୍ମରେ ଶିଶୁ କଳାକାର ମାନେ ହିରୋ ହିରୋଇନଙ୍କ ଠାରୁ ଅଧିକ ଲୋକପ୍ରିୟତା ହାସଲ କରନ୍ତି । ଏହି ଶିଶୁ କଳାକାର ମାନେ ବହୁତ କମ ବର୍ଷରେ ଚର୍ଚାରେ ରହି ଆସିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଏପରି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବର୍ତ୍ତମାନ ବଡ ହୋଇଯାଇଛନ୍ତି । ଆଗ ଅପେକ୍ଷା ସେମାନେ ବର୍ତ୍ତମାନ ବଦଳି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପର୍ଜାନ ଦସ୍ତୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପର୍ଜାନ ଦସ୍ତୁର । ଆପଣ ମାନେ ସମସ୍ତେ ‘କୁଛ କୁଛ ହୋତା ହେ’ ଫିଲ୍ମରେ ସରଦାରର ଭୂମିକା କରିଥିବା ଶିଶୁ କଳାକାରଙ୍କୁ ନିଶ୍ଚୟ ଦେଖିଥିବେ । ସରଦାରର ଭୂମିକା ପର୍ଜାନ ଦସ୍ତୁର କରିଥିଲେ । ସେହି ସମୟରେ ସେ କେବଳ ୭ ବର୍ଷର ଥିଲେ । ବର୍ତ୍ତମାନ ସେ ନିଜ ବଲିଉଡ କାରିୟରକୁ ଜାରି ରଖିଛନ୍ତି । ସେ ମହବତେ, ସିକନ୍ଦର ଓ କେହେତା ହେ ଦିଲ ବାର ବାର ଆଦି ଫିଲ୍ମରେ କାମ କରିଛନ୍ତି ।

ଅମୃତା ପ୍ରକାଶ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅମୃତା ପ୍ରକାଶ । ୯୦ ଦଶକର ସୁପର ହିଟ ଫିଲ୍ମ ‘ବିବାହ’ରେ ଅମୃତା ପୁନମର ସାନ ଭଉଣୀ ରଜନୀର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ସମସ୍ତ ଲୋକ ବେସ ପସନ୍ଦ କରିଥିଲେ । ବର୍ତ୍ତମାନ ସେ ସଂପୂର୍ଣ୍ଣ ବଦଳି ଯାଇଛନ୍ତି । ସେ ନିଜ କାରିୟରକୁ ଜାରି ରଖିଛନ୍ତି ଓ ଅନେକ ଟିଭି ସୋରେ କାମ କରିଛନ୍ତି । ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ସୁନ୍ଦର ଓ ହଟ୍ ନଜର ଆସୁଛନ୍ତି ।

୩. ଦର୍ଶୀଲ ସଫାରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦର୍ଶୀଲ ସଫାରି । ଆପଣ ମାନେ ସମସ୍ତେ ‘ତାରେ ଜମିନ ପର’ ଫିଲ୍ମଟି ନିଶ୍ଚୟ ଦେଖିଥିବେ । ସେହି ଫିଲ୍ମରେ ମୁଖ୍ୟ ଶିଶୁ କଳାକାର ରୂପେ ଦର୍ଶୀଲ କାମ କରିଥିଲେ । ସେହି ଫିଲ୍ମରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ଦର୍ଶୀଲ ନିଜ ପାଠ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ବଡ ହୋଇଯାଇଛନ୍ତି ଓ ବହୁତ ହ୍ୟାଣ୍ଡସମ ନଜର ଆସୁଛନ୍ତି ।

୪. ସନା ସଇଦ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସନା ସଇଦ । ଆପଣ ମାନେ ସମସ୍ତେ ସନାଙ୍କୁ ବଲିଉଡ ଫିଲ୍ମ ‘କୁଛ କୁଛ ହୋତା ହେ’ରେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସନା ଶାହରୁଖ ଖାନଙ୍କ ଝିଅର ଭୂମିକାରେ ନଜର ଆସିଥିଲେ । ସନା ଏହି ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନକୁ ଜିତି ପାରିଥିଲେ । ବର୍ତ୍ତମାନ ସେ ବହୁତ ବଡ ଓ ସୁନ୍ଦର ନଜର ଆସୁଛନ୍ତି । ତାଙ୍କର ହଟ୍ ଲୁକ୍ କୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ମଧ୍ୟ ସେ ତାଙ୍କ ଅଭିନୟ କାରିୟରକୁ ଜାରି ରଖିଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ସବୁଠୁ ଅଧିକ କିଏ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *