ୟୁକ୍ରେନ ଛାଡି କୁଆଡେ ଗାୟବ ହେଇଗଲେ ରାଷ୍ଟ୍ରପତି ଜେଲେଂସ୍କି, ଋଷ କହିଲା କିଛି ଏମିତି… 

ନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି ଆକଳନ କରିଛନ୍ତି । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ଋଷ ଏହି ଯୁଦ୍ଧରେ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଗୁଡିକ ଅଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଯୁଦ୍ଧକୁ ପ୍ରାୟ ୮ ଦିନ ହୋଇଗଲାଣି ଓ ଏହାରି ମଧ୍ୟରେ ଋଷ ୟୁକ୍ରେନର କେତେକ ବଡ ବଡ ସହରକୁ ନଷ୍ଟ କରି ନିଜ କବଜାକୁ ନେଇ ସାରିଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଦେଶ ଛାଡି ଦେଇଛନ୍ତି ।

ବନ୍ଧୁଗଣ ୟୁକ୍ରେନ ରାଜଧାନୀ କିବ୍ ଉପରେ ଋଷ ଲଗାତାର ଆକ୍ରମଣ କରି ଚାଲିଛି ଓ ନିଜ କବଜାକୁ ନେଇ ପାଇଁ  ଯାଉଛି । ଏହାରି ମଧ୍ୟରେ ଜେଲେନ୍ସକି ନିଜ ଦେଶରୁ ଚମ୍ପଟ ମାରି ପୋଲାଣ୍ଡ ପଳେଇଛନ୍ତି । ଗତ କାଲି କିବ୍ ର ଘେରାବନ୍ଦି କରଯାଇଥିଲା ଯାହାଫଳରେ ଜେଲେନ୍ସକି ନିଜ ପରିବାର ସହ ଦେଶ ଛାଡି ଚମ୍ପଟ ମାରିଲେ । ବନ୍ଧୁଗଣ ଏହି ଖବରଟି ସତ ନା ମିଛ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇ ନାହିଁ । ହେଲେ ଏହି ଖବରଟି ଋଷ ଗଣମାଧ୍ୟମ ରିପୋର୍ଟସରେ ପ୍ରକାଶ ପାଇଛି ତେଣୁ ଅଧିକାଂଶ ସମ୍ଭାବନା ଅଛି ଖବର ସତ ହେବାର ।

ଯଦି ଜେଲେନ୍ସକି ଦେଶ ଛାଡି ଫେରାର ହୋଇଯାଇଛନ୍ତି ତା ହେଲେ ଏବେ ଯୁଦ୍ଧ ଶେଷ ହେବାର ମଧ୍ୟ ଅଧିକ ସମ୍ଭାବନା ଅଛି । ବନ୍ଧୁଗଣ ଯୁଦ୍ଧ ଶେଷ ହେବା ପରେ ଋଷ ରାଷ୍ଟ୍ରପତି ପୁଟିନ ନିଜ ଅନୁସାରେ ରାଜନୀତି କରି ୟୁକ୍ରେନକୁ ବିକାଶିତ କରିବେ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *