କୁଆଡେ ଗଲେ ଗାଁ ର ପୁରୁଷ ? କାହିଁକି ପୁରୁଷ ଶୂନ୍ୟ ହୋଇ ଯାଇଛି ଏହି ଗାଁ, ବାହୁନି କାନ୍ଦୁଛନ୍ତି ମହିଳା…ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଗତ 13 ତାରିଖରେ ଘଟିଯାଇଥିବା ହତ୍ୟାଘଟଣାରେ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ନୟାଗଡ ଜିଲ୍ଲା ଦେଉଳପଲ୍ଲୀ ଗାଁ ।

ଅନେକଙ୍କଘରେ ଝୁଲୁଛି ତାଲା । ଗାଁରେ କୌଣସି ପୁରୁଷଙ୍କ ଦେଖିବାକୁ ମିଳୁନି । ଫଳରେ ମହିଳାମାନେ ହଇରାଣ ହେଉଥିବାର ଦେଖିବାକୁ ମିଳୁଛି । ଦଣ୍ଡ ଯାତ୍ରା ଚାଲିଥିଲା ବାଜା ବାଣରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ଅଞ୍ଚଳ । ଠିକ ସେତିକି ବେଳେ ବାଜା ଶବ୍ଦରୁ ବଢିଗଲା ଲୋକଙ୍କ ପାଟିତୁଣ୍ଡ ହୋ ହାଲା ଭିତରେ ମଉଳି ଗଲା ସବୁ ଖୁସି । ଯାତ୍ରାକୁ ଉପଭୋଗ କରିଥିବା ଲୋକମାନେ ଭୟବିତ ହୋଇଗଲେ ।

ଆଉ ଚାହୁଁ ଚାହୁଁ ଚାଲିଯାଇଥିଲା ଗୋଟେ ନିରୀହ ଜୀବନ । କାହାର ମୁଣ୍ଡ ଫାଟି ଥିଲା ତ କାହାର ଗୋଡ ଭାଙ୍ଗି ଥିଲା । ଏପରି କି ସୁରକ୍ଷା ଦେବକୁ ଆସିଥିବା ପୋଲିସ କର୍ମଚାରୀ ମାନେ ମଧ୍ୟ ଆହାତ ହୋଇଥିଲେ । ତେଣୁ ଏବେ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ନୟାଗଡ ଜିଲ୍ଲା ଦେଉଳପଲ୍ଲୀ ଗାଁ । ସେପଟେ ଗାଁ ଗାଁ ଭିତରେ ସଂଘର୍ଷ ବେଳେ ଦୂର୍ଗା ପ୍ରସାଦ ଗାଁର 28 ବର୍ଷୀୟ ଯୁବକ ନବୀନ ପରିଡାଙ୍କୁ ଦେଉଳ ପଲ୍ଲି ଗାଁ ଲୋକେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ।

ଯୁବକଙ୍କୁ ନ୍ୟାୟ ଦେବା ଦାବିରେ ତାଙ୍କ ଭଉଣୀ ସମେତ ଗାଁ ଲୋକମାନେ ଗୁହାରି କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ନୟାଗଡ ଟାଉନ ଥାନା ପୋଲିସ ଗିରଫଦାରୀ ଜାରି ରଖିଛି । ତେବେ ବନ୍ଧୁଗଣ ଏହି ଘଟଣାଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *