କୋଟି କୋଟି ଟଙ୍କାର ମାଲିକ ହେଇ ବି ସାଧାରଣ ଲୋକଙ୍କ ପରି ବଞ୍ଚନ୍ତି ଏହି 4 Bollywood ଷ୍ଟାର, ନମ୍ବର 2 ତ ସବୁକିଛି ଗରିବଙ୍କୁ ଦାନ କରି ନିଜେ ଏକ ଛୋଟ ଘରେ ରୁହନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ କେତେକ ବଲିଉଡ ଅଭିନେତା ମାନଙ୍କୁ ଦେଖିଥିବେ । ଏହି ବଲିଉଡ ଅଭିନେତା ମାନେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ବହୁତ ଟଙ୍କା ଏବଂ ନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ବଲିଉଡରେ ଏପରି କିଛି ସୁପର ଷ୍ଟାର ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ଦିଗଜ ଅଭିନେତା ମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ବଡ ନାମ ଓ ବହୁତ ଟଙ୍କା ଅର୍ଜନ କରିଥିଲେ ମଧ୍ୟ କେବେହେଲେ ଗର୍ବ ଅନୁଭବ କରନ୍ତି ନାହିଁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

ରଜନୀକାନ୍ତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ହିନ୍ଦୀ ଓ ତାମିଲ ଫିଲ୍ମର ସୁପର ଷ୍ଟାର ରଜନୀ କାନ୍ତ । ରଜନୀଙ୍କୁ ତାଙ୍କ ଫ୍ୟାନ୍ସ ମାନେ ଭଗବାନଙ୍କ ସହ ତୁଳନା କରନ୍ତି, କାରଣ ରଜନୀ ଏହି ଅଭିନୟ ଜଗତରେ ବହୁତ ବଡ ବଡ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ରଜନୀ କେବେହେଲ ନିଜ ଷ୍ଟାରଡମର ଗର୍ବ କରିନାହାନ୍ତି ।

ରଜନୀ ଆଜି ମଧ୍ୟ ସମସ୍ତ ସ୍ଥାନରେ ବସି ଏକ ସାଧାରଣ ଲୋକଙ୍କ ପରି ଖାଦ୍ଯ ଖାନ୍ତି । କେବେଳ ସାଉଥ ନୁହେଁ ରଜନୀ ଭାରତର ଏକ ଦିଗଜ ସୁପର ଷ୍ଟାର ରୂପେ ପରିଚିତ ଅଛନ୍ତି । ୩୭୨ କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ସେ ଆଜି ଏକ ସାଧାରଣ ମଣିଷର ଜୀବନ ଅତିବାହିତ କରୁଛନ୍ତି ।


ନାନା ପାଟେକର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ନାନା ପାଟେକର । ନାନା ପାଟେକର ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ନାନା କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ଆଜିମଧ୍ୟ ଏକ ଛୋଟ ଘରେ ରହି ନିଜ ଜୀବନ ଅତିବାହିତ କରୁଛନ୍ତି । ନାନାଙ୍କ ଲାଇଫ ଷ୍ଟାଇଲକୁ ଆପଣ ମାନେ ଦେଖିଲେ ଜାଣିପାରିବେ ନାହିଁ ଯେ ନାନା ଏତେ ବଡ ଲୋକ । ସେ ସବୁବେଳେ ଦରିଦ୍ର ଓ ଦୁଃଖି ଲୋକ ମାନଙ୍କର ସହାୟତା କରିଥାନ୍ତି । ନାନା ସବୁବେଳେ ସାଧାରଣ ମଣିଷ ପରି ଜୀବନ ଅତିବାହିତ କରନ୍ତି ।

ସନି ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସନି ଦେଓଲ । ୮୦ ଦଶକର ଦିଗଜ ଅଭିନେତା ସନି ଦେଓଲ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ବଡ ପୁଅ ସନି ଦେଓଲ କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ଆଜି ସେ ଏକ ସାଧାରଣ ମଣିଷର ଜୀବନ ଅତିବାହିତ କରୁଛନ୍ତି । ତାଙ୍କର ପିଲା ଦିନ ବହୁତ ସୁଖ ସୁବିଧାରେ ଯାଇଥିଲା ହେଲେ ବର୍ତ୍ତମାନ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।


ମିଥୁନ ଚକ୍ରବର୍ତୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତୀ । ମିଥୁନ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ସେ ବହୁତ କମ ଫିଲ୍ମରେ କାମ କରୁଛନ୍ତି ହେଲେ ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । କିନ୍ତୁ ବନ୍ଧୁଗଣ ମିଥୁନ ଏକ ସାଧାରଣ ମଣିଷ ପରି ଜୀବନ ଅତିବାହିତ କରନ୍ତି । ସେଥିପାଇଁ ତାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *