ଶ୍ରୀକୃଷ୍ଣଙ୍କ ବଂଶୀର ନାମ କଣ ? ଭୀଷ୍ମ ଙ୍କ ଗୁରୁ କିଏ ? ଏମିତି ଆହୁରି 20 ଟି ମହାଭାରତ ପ୍ରଶ୍ନ, ଦେଖନ୍ତୁ ଆପଣଙ୍କ ସଠିକ ଉତ୍ତର ଦେଇ ପାରୁଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେସ ଉତ୍ତମ ହେବ । କାରଣ ଅଧିକାଂଶ ଛାତ୍ରଛାତ୍ରୀ ଏ ସମ୍ବନ୍ଧରେ କିଛି ଜାଣିନଥାନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ସୂର୍ଯ୍ୟଙ୍କ ସହିତ କର୍ଣ୍ଣ ଙ୍କର କି ସମ୍ପର୍କ ଥିଲା ?

ଉତ୍ତର;- ପିତା ପୁତ୍ର ।

୨;- କର୍ଣ୍ଣ ଙ୍କୁ କବଜ କୁଣ୍ଡଳ କାହା କୃପାରୁ ମିଳିଥିଲା ?

ଉତ୍ତର;- ସୂର୍ଯ୍ୟ ।

୩;- କବଜ କୁଣ୍ଡଳ କେଉଁଥିରୁ ଉତ୍ପନ୍ନ ହୋଇଥିଲା ?

ଉତ୍ତର;- ଅମୃତରୁ ।

୪;- କର୍ଣ୍ଣ ଙ୍କ ନିକଟକୁ କବଜ କୁଣ୍ଡଳ ଦାନ ସୂତ୍ର ରେ ମାଗିବାକୁ ବ୍ରାହ୍ମଣ ବେଶରେ କିଏ ପହଞ୍ଚିଥିଲେ ?

ଉତ୍ତର;- ଇନ୍ଦ୍ର ।

୫;- ଇନ୍ଦ୍ର କବଜ କୁଣ୍ଡଳ ମାଗିନେବେ ବୋଲି କର୍ଣ୍ଣଙ୍କୁ ଆଗରୁ କିଏ ସୂଚନା ଦେଇଥିଲେ ?

ଉତ୍ତର;- ସୂର୍ଯ୍ୟ ।

୬;- ଧୃତରାଷ୍ଟ୍ର ଙ୍କ ର ପୁତ୍ରୀ କିଏ ?

ଉତ୍ତର;- ଦୁଃଶୀଳା ।

୭;- ଦୁଃଶୀଳା ଙ୍କ ସ୍ଵାମୀ କିଏ ?

ଉତ୍ତର;- ଜୟଦ୍ରଥ ।

୮;- ଯୁଧିଷ୍ଠିର ଶଙ୍ଖର ନାମ କଣ ?

ଉତ୍ତର;- ଅନନ୍ତ ବିଜୟ ।

୯;- ଭୀଷ୍ମ ଙ୍କ ଗୁରୁ କିଏ ?

ଉତ୍ତର;- ବଶିଷ୍ଠ ।

୧୦;- ଭୀଷ୍ମଙ୍କୁ ଇଚ୍ଛା ମୃ-ତ୍ୟୁର ବାର କିଏ ଦେଇଥିଲେ ?

ଉତ୍ତର;- ଶାନ୍ତନୁ ।

୧୧;- ଅର୍ଜୁନ ଙ୍କୁ ପାଶୁପତ ଅସ୍ତ୍ର କିଏ ପ୍ରଦାନ କରିଥିଲେ ?

ଉତ୍ତର;- ଶିବ ।

୧୨;- ଭୀଷ୍ମ ଙ୍କ ମୃ-ତ୍ୟୁର କାରଣ କିଏ ?

ଉତ୍ତର;- ଶ୍ରୀଖଣ୍ଡୀ ।

୧୩;- ଶକୁନି କୁ କିଏ ମାରିଥିଲେ ?

ଉତ୍ତର;- ଶହଦେବ ।

୧୪;- ଶିବଧନୁ କିଏ ନିର୍ମାଣ କରିଥିଲେ ?

ଉତ୍ତର;- ବିଶ୍ଵକର୍ମା ।

୧୫;- ଅର୍ଜୁନଙ୍କ ଶଙ୍ଖ ର ନାମ କଣ ?

ଉତ୍ତର;- ଦେବଦତ୍ତ ।

୬;- ଭୀମଙ୍କର ଶଙ୍ଖର ନାମ କଣ ?

ଉତ୍ତର;- ପଣ୍ଡୁକ ।

୮;- ଧୃତରାଷ୍ଟ୍ର ଙ୍କ ମାତା ଙ୍କ ନାମ କଣ ?

ଉତ୍ତର;- ଅମ୍ବିକା ।

୯;- ଶ୍ରୀ କୃଷ୍ଣ ଙ୍କ ବଂଶୀ ର ନାମ କଣ ?

ଉତ୍ତର;- ମୋହନବଂଶୀ ।

୧୦;- ଶ୍ରୀକୃଷ୍ଣ ଙ୍କ ଗୁରୁ କିଏ ?

ଉତ୍ତର;- ସନ୍ଧିପନୀ ରୁଷି ।

୧୧;- ପିତାମହ ଭୀଷ୍ମ ପ୍ରଥମେ କେଉଁ ନାମରେ ପରିଚିତ ଥିଲେ ?

ଉତ୍ତର;- ଦେବବ୍ରତ ।

୧୨;- ରାଜା ଶାନ୍ତନୁ କାହାକୁ ପ୍ରଥମେ ବିବାହ କରିଥିଲେ ?

ଉତ୍ତର;- ଗଙ୍ଗା ।

୧୩;- ଶ୍ରୀକୃଷ୍ଣ କାହା ଠାରୁ ସୁଦର୍ଶନ ଚକ୍ର ପ୍ରାପ୍ତ କରିଥିଲେ ?

ଉତ୍ତର;- ପର୍ଷୁରାମ ।

୧୪;- ମାତା ବିନା ପିତା ଙ୍କ ଠାରୁ କିଏ ଜନ୍ମ ହୋଇଥିଲେ ?

ଉତ୍ତର;- ମାନଧାତା ।

୧୫;- ମଲ୍ଲଯୁଦ୍ଧରେ କିଏ ସର୍ବଶ୍ରେଷ୍ଠ ଥିଲେ ?

ଉତ୍ତର;- ଶ୍ରୀକୃଷ୍ଣ ।

୧୬;- ଅଶୂର ମାନଙ୍କ ଗୁରୁ କିଏ ?

ଉତ୍ତର;- ଶୁକ୍ରାଚାର୍ଜ୍ୟ ।

୧୭;- କାଶିଦେଶ ରାଜାଙ୍କର କେତେ କନ୍ୟା ଥିଲେ ?

ଉତ୍ତର;- ୩ ଟି ।

୧୮;-  ପିତାମହ ଭୀଷ୍ମ ଏବଂ ପର୍ଶୁରାମ ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ସେହି ଯୁଦ୍ଧରେ କିଏ ହାରିଥିଲେ ?

ଉତ୍ତର;- ପର୍ଶୁରାମ ।

୧୯;- ଶିବ ଅମ୍ବା ଙ୍କୁ କେଉଁ ବର ଦେଇଥିଲେ, ପର ଜନ୍ମ ରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର;- ଶ୍ରୀଖଣ୍ଡୀ ।

୨୦;- ପିତା ଙ୍କ ପାଇଁ କିଏ ଆଜୀବନ ଅବିବାହିତ ରହିଥିଲେ ?

ଉତ୍ତର;- ପିତାମହ ଭୀଷ୍ମ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *