‘ମାଗଣା ଖାଇବାକୁ ଯାଇଥିଲେ BMC, କିଶୋର ନ ଦେବାରୁ ତାକୁ…’ Kishore Bhaina ଦୋକାନ ଭାଙ୍ଗିବା ପରେ କିଛି ଏମିତି କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ପ୍ରାୟ ଜାଣିଛନ୍ତି ଯେ ଭୁବନେଶ୍ବରରର ପ୍ରସିଦ୍ଧ କିଶୋର ଭାଇନା ଙ୍କ ମଟନ ହୋଟେଲ କୁ କିଭଳି ଭାବରେ ଭାଙ୍ଗି ଦେଇଛି BMC । ଏହାକୁ ନେଇ ବର୍ତ୍ତମାନ ବିଧାୟକ ସୁର ଭାଇ କହିଛନ୍ତି BMC ଭାଙ୍ଗି ଦେଉ କିଛି ଆପତ୍ତି ନାହିଁ । ମାତ୍ର ତାଙ୍କ ପାଇଁ କିଛି ଆରେଞ୍ଜମେଣ୍ଟ କରୁ ୩୦ ରୁ ୪୦ ବର୍ଷ ହେଲାଣି କିଶୋର ଭୁବନେଶ୍ଵର ସହରରେ ଭାତ ମାଂସ ୧୦୦ ଟଙ୍କାରେ ପେଟେ ଖାଇବାକୁ ଦେଇ ଆସୁଛନ୍ତି ।

ଯେତେ ଛାତ୍ର ବାଣୀ ବିହାର, ବିଜେପି ରାଜଧାନୀ ରମାଦେବୀ ଭଦ୍ର ଯୁବକ, ବେକାରିଆ ଯୁବକ ଚାକିରିଆ ମାନେ ସମସ୍ତେ ଖାଇବାର ସୁଯଗ ପାଇଛନ୍ତି ଏବଂ ସୁର ଏହା ମଧ୍ୟ କହିଛନ୍ତି ଯେ ସେ ମଧ୍ୟ ଖାଇବାର ସୁଯୋଗ ପାଇଛନ୍ତି । ତାଙ୍କର ଭଲ ମଟନ ତଥା ଟେଷ୍ଟ ମଧ୍ୟ ବହୁତ ଭଲ । ମାତ୍ର ବର୍ତ୍ତମାନ ତାକୁ ଭାଙ୍ଗିଦେବା ଟା ବହୁତ ବଡ ଅନ୍ୟାୟ ହୋଇଛି । ଯଦି ଭାଙ୍ଗିଦେଲେ ତାଙ୍କୁ ଜାଗା ଦିଅନ୍ତୁ । ସେ ଏକ ଭଲ ହୋଟେଲ କରନ୍ତୁ ।

ଭାତ ମାଂସ ଲୋକଙ୍କୁ ଦିଅନ୍ତୁ ଖାଇବାକୁ । ୪୦ ବର୍ଷ ହେଲାଣି ସେ ଦେଇ ଆସୁଥିଲେ । ପେଟେ ଭାତ ତଥା ପେଟେ ମାଂସ ଆମ୍ଭେ ଖାଉ । ସମସ୍ତେ ବେସ ଭଲ ପାଆନ୍ତି କିଶୋର ହୋଟେଲ ରୁ ଖାଇବା । ମାତ୍ର ଭାଙ୍ଗିଦେଲେ ଖାଲି କଣ ହେବ ? BMC କମିଶନର ତୁରନ୍ତ ତର୍ଜମା କର । ସେମାନଙ୍କ ପାଇଁ ବ୍ୟବସ୍ଥା କର ।

ସେ ଲୋକଙ୍କୁ ଖାଇବାକୁ ଦେବେ ଲୋକ ଖାଇବାର ସୁଯୋଗ ପାଇବେ । ଏହାର ବ୍ୟବସ୍ଥା କରନ୍ତୁ ଟଙ୍କା ୧୦୦ ରେ ପେଟେ ମାଂସ ଭାତ ଲୋକେ ଖାଆନ୍ତି । ମାତ୍ର ଏହାକୁ ବନ୍ଧ କରିଦେଲେ ? ଭାଙ୍ଗିଦେଲେ ? ଭାଙ୍ଗିବା ପୂର୍ବରୁ ଚିନ୍ତା କରିଥିଲ କି ଏହି ଭୁବନେଶ୍ଵର ଯୁବକ ମାନେ ତଥା ଯୁବତୀ ମାନେ କେଉଁଠି ଖାଇବେ ? ସୁବିଧାରେ ଖାଇବେ ? ଭାଙ୍ଗିବା ଟା ଅନ୍ୟାୟ ହୋଇଛି ।

କିଶୋର ହୋଟେଲ ନାମରେ ଯେଉଁ ଆରୋପ ଲାଗିଛି ତାହା ସଂପୂର୍ଣ୍ଣ ଭାବରେ ମିଛ ଅଟେ । ଯେଉଁ ଅଫିସର କହୁଛନ୍ତି ଯେ ଡୁପ୍ଳିକେଟ ଟମାଟୋ ସସ ଦେଇଥିଲେ ତେବେ ସେ ବୋଧ ହୁଏ ମାଗଣା ଖାଇବାକୁ ଯାଇଥିଲେ ସେଥିପାଇଁ କହୁଛନ୍ତି । ମାତ୍ର ଏହା ଅନ୍ୟାୟ । ତେବେ ଏହିଭଳି ସୁର ରାଉତରାୟ ନିଜର ମନ୍ତବ୍ୟ ଦେଇଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *