‘ଆଗୁଆ ଫୁଲତୋଡା ଦେଇ ମୁଁ ଯେତେବେଳେ ମୁର୍ମୁଙ୍କୁ ଅଭିନନ୍ଦନ ଜଣେଇଲି, ସେ କିରି କିରି ହସି ମତେ କହିଲେ…’ Draupadi Murmu ଙ୍କୁ ନେଇ କିଛି ଏମିତି କହିଲେ Sura ଭାଇ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ କହିଛନ୍ତି ଯେ, ଇଣ୍ଡିଆରେ ଯେଉଁମାନେ ଏଲିଜେବଲ ରାଷ୍ଟ୍ରପତି ଭୋଟପାଇଁ ଭୋଟର ମୁଁ କଳନା କରି ଦେଖିଛି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିଶ୍ଚିତ ଭାବରେ ହଉଛନ୍ତି । ୨୦ଦିନ ପୂର୍ବରୁ ତାଙ୍କୁ ଦିଲ୍ଲୀରେ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଲେ ଏହା କହି ଯେ ମାଡାମ ଆସନ୍ତା ରାଷ୍ଟ୍ରପତି ଭାରତବର୍ଷର ଦ୍ରୌପଦୀ ମୁର୍ମୁ, ଏହାପରେ ସେ ଖାଲି କିରିକିରି ହେଇ ହସିବାକୁ ଲାଗିଲେ ।

ସୁର କହିଥିଲେ ମାଡାମ ନ ହଉଣୁ ତୁମ୍ଭେ ରାଷ୍ଟ୍ରପତି । ଏହି ଫୁଲ ନିଅନ୍ତୁ ଏବଂ ଆପଣ ଜଣେ ଓଡିଆ ଆମ୍ଭର ଗର୍ବ, ଜଣେ ଓଡିଆ ମହିଳା ଆଦିବାସୀ ପରିବାରରେ ଜନ୍ମ ଆମ୍ଭ ମାଟିର । ଦ୍ରୌପଦୀ ମୁର୍ମୁ ଓଡିଆ, ଆମ୍ଭେମାନେ ଗର୍ବିତ ଏବଂ ମିଡିଆ ଙ୍କ ଜରିଆରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ ନିଶ୍ଚିତ ରାଷ୍ଟ୍ରପତି ହେଉଛନ୍ତି କିନ୍ତୁ ଗୋଟିଏ କଂଗ୍ରେସ ଲୋକ, କ୍ୟାଡର ପ୍ରିନ୍ସିପୁଲ ଅଛି ।

ମୁଁ ମରିବି କଂଗ୍ରେସରେ ମତେ ବହୁ ଲୋଭ ଦିଆହୋଇଛି । ମନ୍ତ୍ରୀପଦମଧ୍ୟ ଯଚା ହୋଇଛି । ବହୁ ଉନ୍ନତ ଯଚା ହୋଇଛି ମାତ୍ର କେହି ମତେ କିଣି ପାରିନାହାଁନ୍ତି କି କିଣିପାରିବେ ନାହିଁ । ଆମ୍ଭେ ନୀତିଲୋକ କଂଗ୍ରେସର ହେଇ ମରିବୁ । ଯେତିକିଦିନ ପରମାୟୁ ଅଛି ଦେହରେ କଂଗ୍ରେସରେ ମରିବୁ ତଥା କଂଗ୍ରେସ କାମ କରିବୁ । ଏଣୁ ହାଇ କମାଣ୍ଡର, ଚେୟାରମ୍ୟାନ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏବଂ ଶରତ ପଟ୍ଟନାୟକ ନିର୍ଦ୍ଧେଶରେ ମୁଁ ଆଗ ଦଳ ସିହ୍ନାଙ୍କୁ ଭୋଟ ଦେଇ ଆସିଛି ।

ତେବେ ଏହିଭଳି ଭାବରେ କହିଛନ୍ତି ସୁର ରାଉତରାୟ । ତେବେ ଓଡିଶାର ଗୌରବ ଦ୍ରୌପଦୀ ମୁର୍ମୁଙ୍କର ଏତେ ଦିନର କଷ୍ଟ ସଫଳ ହୋଇଛି । ପିଲାଟି ଦିନରୁ ଅନେକ ଦୁଖଃକଷ୍ଟରେ ମଣିଷ ହୋଇଛନ୍ତି ଦ୍ରୌପଦୀ । ସ୍ଵାମୀଙ୍କ ସହିତ ଦୁଇ ସନ୍ତାନକୁ ହରାଇବା ଦୁଖରେ ଭାଙ୍ଗି ପଡିଥିଲେ ମଧ୍ୟ ନିଜକୁ ଏଭଳି ଭାବରେ ଷ୍ଟ୍ରଙ୍ଗ କରିଥିଲେ ଯେ ବର୍ତ୍ତମାନ ସେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।

ତାଙ୍କ ପାଖରେ ରହୁଥିବା ଝିଅ ମଧ୍ୟ ଏହି ଖବର ଶୁଣି ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ସାରା ଦେଶ ସମେତ ରାଜ୍ୟରେ ଆନନ୍ଦର ବାତାବରଣ ଦେଖିବାକୁ ମିଳିଛି । ଓଡିଶା ବାସୀ ଙ୍କ ଖୁସି ନ କହିଲେ ଚଳେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *