ଦେଖନ୍ତୁ କିପରି ତିଆରି ମେଟ୍ରୋ ସୁଡଙ୍ଗ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆ ବହୁତ ଅଧିକ ବଦଳି ଯାଇଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରତ୍ୟକ ଦେଶ ନିଜକୁ ବିକଶିତ କରିବା ପାଇଁ ଓ ଉନ୍ନତିପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରୁଛି । ଠିକ ଏହି ପରି ଟ୍ରାନ୍ସପରେସନ ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ଦେଶରେ ମେଟ୍ରୋ ଲାଇନ ତିଆରି କରାଯାଉଛି । ବନ୍ଧୁଗଣ ମେଟ୍ରୋ ଲାଇନ ନିର୍ମାଣ କରିବା ସହଜ କାମ ନୁହେଁ ଏହି କାମରେ ବଡ ବଡ ପାହାଡକୁ କାଟିବା ପାଇଁ ପଡିଥାଏ ଓ ସୁରଙ୍ଗ କରିବାକୁ ପଡିଥାଏ ।

ଆଗରୁ ବଡ ବଡ ଇଞ୍ଜିନିୟର୍ସ ମାନେ ପାହାଡରେ ବିସ୍ପରଣ କରି ସୁରଙ୍ଗ କରୁଥିଲେ ହେଲେ ଏହି ଉପାୟ ବହୁତ ବିପଦ ଜନକ ଥିଲା । ଏବେ ଦୁନିଆ ବଦଳି ଯାଇଛି ଏବେ ସୁରଙ୍ଗ ବନେଇବା ପାଇଁ ବିସ୍ପରଣ ନୁହେଁ ନୂଆ ଧରଣର ମେସିନ ଦ୍ଵାରା ବନା ଯାଉଛି । ଏହି ସବୁ ମେସିନ ଗୁଡିକୁ ଟର୍ନଲ ବୋରିଙ୍ଗ ମେସିନ କୁହାଯାଏ । ଏହି ବିଶାଳକାୟ ମେସିନ ଗୁଡିକ ମାଟି ଭିତରେ ଓ ପାହାଡ ଆଦିରେ ସୁରଙ୍ଗ ବନେଇବାର କାମ କରିଥାଏ ।

ଏହି ମେସିନ ବହୁତ କମ ସମୟ ମଧ୍ୟରେ ସୁରଙ୍ଗ ବନେଇ ଦିଏ ଯାହାର କଳ୍ପନା ଆପଣ ମାନେ କରିପାରିବେ ନାହିଁ । ଆଗ କାଳରେ ପାହାଡରେ ସୁରଙ୍ଗ ବନେଇବା ପାଇଁ ଅନେକ ମାସ ଲାଗୁଥିଲା ହେଲେ ବର୍ତ୍ତମାନ ଏହି ସବୁ ଅତ୍ୟାଧୁନିକ ମେସିନର ବ୍ୟବହାରରେ ମାତ୍ର କିଛି ଦିନରେ ସୁରଙ୍ଗ ବନେଇ ହେଉଛି । ବନ୍ଧୁଗଣ ସୁରଙ୍ଗ ହେଉ ବା କୌଣସି କନ୍ସଟ୍ରକସନ କାମ ଲିଭେର-ଆର9800 ନାମକ ଏକ ଜେସିବିର ବ୍ୟବହାର କରାଯାଇଥାଏ ।

ଆପଣ ମାନେ ସମସ୍ତେ ଅନେକ ବଡ ବଡ ଜେସିବି ଦେଖିଥିବେ ହେଲେ ବନ୍ଧୁଗଣ ଏହି ଜେସିବି ହେଉଛି ଦୁନିଆର ସବୁଠାରୁ ବଡ ଜେସିବି । ଏହି ଜେସିବି ବକେଟର ସାଇଜ 475 କ୍ୟୁବିକ ମିଟର ଅଟେ । ଏହି ମେସିନର ଓଜନ ପୁରା ୮୦୦ ଟନ ଅଟେ । ଏହାର କେବିନ ପୁରା ୩୬୦ ଡିଗ୍ରୀ ଯାଏଁ ବୁଲିପାରେ । ଏହି ଜେସିବିର ବ୍ୟବହାରରେ କନ୍ସଟ୍ରକସନ କାମ ବହୁତ ଶୀଘ୍ର ଶେଷ ହୋଇଯାଏ ।

ବନ୍ଧୁଗଣ ଏହି ମେସିନ ଭଳି ସୁରଙ୍ଗ ବନେଇବା ପାଇଁ ଟର୍ନଲ ବୋରିଙ୍ଗ ମେସିନର ବ୍ୟବହାର କରାଯାଇଥାଏ । ଏହି ମେସିନଟି ଅତି ଶୀଘ୍ର ସୁରଙ୍ଗ ବନେଇବାରେ ସକ୍ଷମ ଅଟେ । କମ ସମୟ କମ ବିପଦରେ ଏହି ମେସିନ ସୁରଙ୍ଗ ତିଆରି କରିଦେବ । ତା ହେଲେ ବନ୍ଧୁଗଣ ସୁରଙ୍ଗ ବନେଇବାର ଏହି ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *