ଲାଲକୃଷ୍ଣ ଆଡ଼ଭାନୀ ହେବେ ଆଗାମୀ ରାଷ୍ଟ୍ରପତି ? ଗୁରୁ ଦକ୍ଷିଣା ଦେଇ ପାପ ଧୋଇବେ କି ନରେନ୍ଦ୍ର ମୋଦି ?

ନମସ୍କାର ବନ୍ଧୁଗଣ ତେବେ ଦର୍ଶକ ବନ୍ଧୁ ଆସନ୍ତା ୨୫ ଜୁଲାଇ ରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଙ୍କ କାର୍ଯ୍ଯକାଳ ସରୁଛି , ତେବେ ଏହା ପରେ ଆଉ କିଏ ନୂଆ ରାଷ୍ଟ୍ରପତି ହେବେ ସେ ନେଇ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶ ସମେତ ପାଞ୍ଚ ଟି ରାଜ୍ୟ ରେ ବିଧାନ ସଭା ନିର୍ବାଚନ ରେ ଦେଶ ର ପରବର୍ତ୍ତୀ ରାଷ୍ଟ୍ରପତି ପଦବୀ କୁ ନେଇ ଚର୍ଚ୍ଚା ଚାଲିଛି ।ତେବେ ବର୍ତ୍ତମାନ ସମୟ ରେ ବିଜେପି ରାଜ୍ୟ ସଭା ରେ ଶାସକ ସ୍ଥିତି କୁ ମଜବୁତ କରିଛି ।

ତେବେ ଚଳିତ ବର୍ଷ ହେବା କୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ରେ ମଧ୍ୟ ଦଳ ର ସ୍ଥିତି ସୁଦୃଢ କରିଛି । ତେବେ ବନ୍ଧୁଗଣ ପରବର୍ତ୍ତୀ ରାଷ୍ଟ୍ରପତି ଙ୍କ ପାଇଁ ବିଜେପି ଜଣେ ଦୁଇ ଜଣ ଙ୍କୁ ନେଇ ବେସ ଚର୍ଚ୍ଚା ଚାଲିଛି । ତେବେ ନିର୍ବାଚନ କଲେଜ ରେ ଭାରତ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।ତେବେ ଏହି ନିର୍ବାଚନ କଲେଜ ରେ ଲୋକସଭା ଏବଂ ରାଜ୍ୟସଭା ର ୭୭୬ ସାଂସଦ ଏବଂ ବିଭିନ୍ନ ରାଜ୍ୟ ରୁ ମୋଟ ୪୧୨୦ ଜଣ ବିଧାୟକ ଅଛନ୍ତି ।

ତେବେ ମୋଟ ଭୋଟର କଲେଜ ର କ୍ଷମତା ୧୦,୯୮,୯୦୩ ଟି ଏବଂ ବିଜେପି ନିକଟ ରେ ମୋଟ କ୍ଷମତା ୫୦ ପ୍ରତିଶତ ରୁ ଅଧିକ ପ୍ରତ୍ଯେକ ସାଂସଦ ଭୋଟର ୭୦୮ , ତେବେ ବିଧାୟକ ଙ୍କ କ୍ଷେତ୍ର ରେ ଏହା ରାଜ୍ୟ ଅନୁଯାୟୀ ସ୍ଥିର ହୋଇଥାଏ।ତେବେ ଦେଶ ର ବଡ ବଡ ୫ ରାଜ୍ୟ ରେ ବିଜେପି କ୍ଷମତା ହାସଲ କରିଛି । ତେବେ ୟୁପି ରେ ବିଜେପି ସହିତ ତାର ସହଯୋଗୀ ଦଳ ୨୭୩ ଟି ଆସନ ଜିତିଛନ୍ତି ।

ତେବେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜିତିବା ରେ କୌଣସି ଅସୁବିଧା ନହିଁ , ତେବେ ବନ୍ଧୁଗଣ ଉପରାଷ୍ଟ୍ରପତି ଉପାଧି ପାଇଁ ଏମ ଭେଙ୍କୟା ନାଇଡୁ ଙ୍କ ନାମ ରହିଛି । ତେବେ ରାଷ୍ଟ୍ରପତି ପଟି କିଏ ଉପଯୁକ୍ତ ହେବ ସେ ନେଇ ପ୍ରଧାନ ମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସୂଚନ ମିଳିଛି ।ତେବେ ବନ୍ଧୁଗଣ ବିଜେପି ର ମୂଳ ନେତା ତଥା ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ , ଦେଶ ର ପରବର୍ତ୍ତୀ ରାଷ୍ଟ୍ରପତି ହେବା ର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଆଜି ଯଦି ମୋଦୀ ଏତେ ଉପର କୁ ଉଠିଛନ୍ତି ତାର ସମସ୍ତ ଶ୍ରେୟ ଆଡଭାନୀ ଙ୍କୁ ଜିବ ।

ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହେଉଛି।ତେବେ ମୋଦି ବିଜେପିକୁ ଆସିବା ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ଓ ପରେ ଦେଶର ପ୍ରଧାନମନ୍ତ୍ରୀ ହେବି ପର୍ଯ୍ୟନ୍ତ ପ୍ରଥମ ଶ୍ରେୟ ଆଡଭାନୀଙ୍କୁ ଯିବ । କାରଣ ଆଡଭାନୀ ତାଙ୍କୁ ଗୁଜୁରାଟ ଦଙ୍ଗା ପରେ ଆଗକୁ ଯିବାକୁ ଯଦି ସୁଯୋଗ ଦେଇନଥାନ୍ତେ ତେବେ ଆଜି ମୋଦି ଏହି ସ୍ଥାନରେ ପହଞ୍ଚି ପାରିନଥାନ୍ତେ । ପୂର୍ବଥର ରାଷ୍ଟ୍ରପତି ନହେବାର ଅବଶୋଷ ଆଡଭାନୀ ନକହିଲେ ବି ତାଙ୍କର ଅଛି ।

ଯଦି ଆଡଭାନୀ ରାଷ୍ଟ୍ରପତି ହେଲେ, ତାହେଲେ ଦେଶ ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞଙ୍କୁ ଏହି ପଦରେ ଦେଖିବାକୁ ପାଇବ ଏବଂ ମୋଦି ତାଙ୍କର ଗୁରୁଦକ୍ଷିଣା ଦେଇ ପାରିବେ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *