କିଏ ଏହି ବୃଦ୍ଧ ମହିଳା, ଯାହାଙ୍କୁ ହାତ ଯୋଡିଲେ PM Narendra Modi, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି । ତେଣୁ ଲୋକମାନେ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ଆମ ଭାରତରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ପୁରା ଜୀବନ ଲୋକମାନଙ୍କର ସେବାରେ ଅତିବାହିତ କରିଦିଅନ୍ତି । ସମାଜ ସେବା କରିବା ପାଇଁ ଅର୍ଥର ଆବଶ୍ୟକତା ହୋଇଥାଏ ହେଲେ ଯଦି ଆପଣ ନିଜ ସ୍ଵଚ ମନରେ ସମାଜ ସେବା କରିବା ପାଇଁ ଚାହିଁବେ ତା ହେଲେ ଆପଣଙ୍କୁ ଅର୍ଥର କୌଣସି ଆବଶ୍ୟକତା ନାହିଁ ।

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଣେ ବୃଦ୍ଧ ମହିଳାଙ୍କୁ ହାତ ଯୋଡି ନମସ୍କାର କରୁଥିବାର ନଜର ଆସୁଛନ୍ତି । ବୃଦ୍ଧ ମହିଳା ଜଣକ ଅତି ସାଧାରଣ ଦେଖାଯାଉଛନ୍ତି ତା ହେଲେ କାହିଁକି ତାଙ୍କୁ ଭାରତ ପ୍ରଧାନ ମନ୍ତ୍ରୀ ହାତ ଯୋଡି ନମସ୍କାର କରୁଛନ୍ତି ଏବେ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବୃଦ୍ଧ ମହିଳାଙ୍କ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓଟି ହେଉଛି ନୂଆଦିଲ୍ଲୀରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହର । ଏକ ସୁନ୍ଦର ଏବଂ ଚିରସ୍ଥାୟୀ ଚିତ୍ର ହେଉଛି ଭାରତୀୟ ପରିବେଶବିତ୍ ୭୨ ବର୍ଷିୟ ଆଦିବାସୀ ମହିଳା ତୁଲାସୀ ଗୌଉଡା । ପାରମ୍ପାରିକ ହାଲକି ସମ୍ପ୍ରଦାୟର ପୋଷାକରେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ ତୁଳସୀ ।

ବେକକୁ ସଜାଇ ସେ ଖାଲି ପାଦରେ ମଞ୍ଚକୁ ଚାଲିକି ଯାଇ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ନେବାକୁ ଯାଉଥିବା ବେଳେ ତାଙ୍କୁ ଭାରତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାତ ଯୋଡି ନମସ୍କାର କରିଥିଲେ ଯାହାର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ତୁଳସୀ କର୍ଣ୍ଣାଟକ ରାଜ୍ୟର ଜଣେ ସମାଜ ସେବୀ ଅଟନ୍ତି । ସେ ତାଙ୍କ ସମାଜ ସେବା ପାଇଁ ବହୁତ ଲୋକପ୍ରିୟ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *