ବସ ପାଲଟିଛି କୋଠି ! ଭିତରେ ଅଚିଲିଛି ଶହେ ଶହେରେ ଖେଳ, ଖୁଲମାଖୁଲା ଚାଲିଛି deha କାରବାର, ଭିତରର ଦୃଶ୍ୟ ନ ଦେଖିବା ଭଲ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସମାଜ ନିମନ୍ତେ ଅତ୍ୟନ୍ତ ନିନ୍ଦାର ବିଷୟ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ବସ ଭିତରେ ମାଳମାଳ ଆପତ୍ତିଜନକ ଜିନିଷ ପଡିଥିବାର ନଜର ଆସିଥିଲା । ବସର ସିଟ ସବୁ ଶୋଇ ରହିଥିଲା, ଏହାକୁ ଦେଖିଲେ ଲାଗୁଥିଲା ଯେ ଏହା କେଉଁ ରେଡ ଲାଇଟ ଏରିଆ ବୋଲି କିନ୍ତୁ ଏହା କେଉଁ ରେଡ ଲାଇଟ ଏରିଆ ନୁହେଁ ।

ଏହା ହେଉଛି ଖଣ୍ଡଗିରୀର ପାର୍କିଂ ସ୍ଥାନ, ପର୍ଯ୍ୟଟକ ମାନେ ଏହି ସ୍ଥାନରେ ଗାଡି ରଖି ଖଣ୍ଡଗିରୀର ମନୋଭରା ଦୃଶ୍ୟ ଦେଖିବାକୁ ଯାଇଥାନ୍ତି । କିନ୍ତୁ ଏହି ଚିତ୍ର ସବୁ ବୟାନ କରିଦେଉଛି ଯେ ପର୍ଯ୍ୟଟକ ସ୍ଥାନ କେତେ ସୁରକ୍ଷିତ ଅଟେ ? ଏହା ପୂର୍ବରୁ ମଧ୍ୟ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ତୁରନ୍ତ ଏହି 3 ଟି ବସ କୁ ଏଠାରୁ ହଟାଇବା ପାଇଁ କହିଥିଲେ ପ୍ରଶାସନ ।

ମାତ୍ର ବର୍ତ୍ତମାନ ତାହାର 3 ମାସ ପରେ ମଧ୍ୟ ଏହି ଚିତ୍ର ବୟାନ କରୁଛି, କେତେ ସକ୍ରିୟ ହୋଇଛନ୍ତି ପ୍ରଶାସନ । ପ୍ରତିଦିନ ସୂର୍ଯ୍ୟ ବିଦାୟ ନେଲେ ଏଠାରେ ଅସାମାଜିକ ଲୋକଙ୍କ ଆଡା ଯମୁଛି ।କିଏ ମ-ଦମାଂସର ଆସର ଜମାଉଛି ତ ଆଉ କିଏ deha ବ୍ୟବସାୟ କରୁଛି । କେବଳ ବସ ଭିତରେ ନୁହେଁ ବରଂ ବସ ବାହାରେ ମଧ୍ୟ ପଡି ରହିଛି ଏହିଭଳି ଅନେକ ଆପତ୍ତି ଜନକ ସାମଗ୍ରୀ ।

ଏହାକୁ ଦେଖି ଅନେକ ପର୍ଯ୍ୟଟକ ମଧ୍ୟ ମୁହଁ ଫେରାଉ ଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିବାକୁ ବର୍ତ୍ତମାନ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସବୁଠାରେ ଚର୍ଚ୍ଚା ଜୋର ହେବାରେ ଲାଗିଛି । ତେବେ ଏହିଭଳି ଭାବରେ ପୋଲିସ ପ୍ରଶାସନ ନିଜର ଦାଇତ୍ଵରୁ କିଭଳି ଓହରିବାରେ ଲାଗିଛନ୍ତି ? ସରକାରଙ୍କୁ ବାରମ୍ବାର ଏ ନେଇ ଦୃଷ୍ଟି ଦେବାକୁ କହିଛନ୍ତି କିଛି ସ୍ଥାନୀୟ ଲୋକେ କିନ୍ତୁ ପୋଲିସ ଏ ନେଇ ସଜାଗ ରହି ମଧ୍ୟ କିଛି ପଦକ୍ଷପ ଗ୍ରହଣ କରିପାରୁ ନାହିଁ ।

ଯୁବପିଢୀ ସମାଜ କୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ସାରିଲେଣି ଏବଂ deha ବ୍ୟବସାୟୀ ମାନଙ୍କ ପାଇଁ ବସ ଟି ଯେମିତି ରୋଜଗାରର ପନ୍ଥା ପାଲଟି ଯାଇଛି । ତେବେ ସଭ୍ୟସମାଜର ସ୍ଥାପନା କରିବାକୁ ହେଲେ ଏ ସବୁ ପ୍ରତି ସରକାରଙ୍କୁ ଦୃଷ୍ଟି ଦେବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଏ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *