ଲକଡାଉନ ରେ Prithvi Shaw କରିଲେ କିଛି ଏମିତି କାରନାମା କି ପୋଲିସ ରଙ୍ଗେ ହାଥ କଲା ଗିରଫ, ଧୋନୀ, କୋହଲୀ ଦେଖି ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ଭାରତୀୟ ଦଳ ର ଖେଳାଳି ପୃଥ୍ବୀ ଶାହା ଙ୍କୁ ଏହି କିଛି ଦିନ ତଳେ ପୋ-ଲି-ସ ଗି-ର-ଫ କରିଥିଲା । ଯାହାର କାରଣ ବିଷୟରେ ଜାଣି ସୋସିଆଲ ମିଡ଼ିଆ ରେ ତାଙ୍କ ଉପରେ ହିଁ ପ୍ରଶ୍ନ ଉଠା ଯାଉଛି ।

ଏହା ଛଡା ଅନେକ ପ୍ରଶଂସକ ମଧ୍ୟ ତାଙ୍କର ଆଲୋଚନା କରୁଛନ୍ତି । ତେବେ ଏହାର ସମ୍ପୂର୍ଣ୍ଣ ମାମଲା କଣ ଏବଂ କିପରି କଣ ସବୁ ଘଟଣା ଘଟିଥିଲା ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ବନ୍ଧୁଗଣ ପୃଥ୍ବୀ ଭାରତୀୟ ଦଳ ରୁ ବାହାର ହୋଇ ଯେପରି ସେ ନିଜ ବ୍ୟାଟିଂ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇ ଦେଲେ । ସେ ବିଜୟ ହଜାରେ ଟ୍ରଫି ହେଉ କିମ୍ବା ଆଇ ପି ଏଲ ଟୁର୍ଣ୍ଣମେଣ୍ଟ । ସବୁ ଆଡେ ବାସ ତାଙ୍କ ନାମ ର ହିଁ ଚର୍ଚ୍ଚା ଥିଲା ।

ଏହି ଖେଳାଳି ବିଜୟ ହଜାରେ ଟ୍ରଫି ରେ ଆଠ ଶହ ରୁ ଅଧିକ ରନ କରି ଦେଇଥିଲେ । ଏହା ଛଡା ସେ ଆଇ ପି ଏଲ ରେ ମଧ୍ୟ ସାତ ରୁ ଆଠ ଟି ମ୍ୟାଚ ରେ ତାଙ୍କ ସମ୍ପୂର୍ଣ୍ଣ ସ୍କୋର ତିନି ଶହ ରୁ ଅଧିକ ହୋଇଥିଲା । ଏହି ସବୁ ଯୋଗ୍ୟତା ଏବଂ ସଫଳତା ପରେ ସମସ୍ତେ ଚାହୁଁ ଥିଲେ କି ତାଙ୍କ ର ଚୟନ ଭାରତୀୟ ଦଳ ରେ ହେଉ । କିନ୍ତୁ ନା ତାଙ୍କ ଚୟନ ବିଶ୍ୱ କପ ଟେଷ୍ଟ ର ଫାଇନାଲରେ ଚୟନ କରାଗଲା ଏବଂ ନା ହିଁ ଭାରତ ଏବଂ ଇଂଲଣ୍ଡ ଭିତରେ ହେବାକୁ ଥିବା ପାଞ୍ଚ ମ୍ୟାଚ ର ଟେଷ୍ଟ ସିରିଜ ରେ ।

ଏହାର କାରଣ ବିସିସି କହିଲେ କି ପୃଥ୍ବୀ ଶାହା ବହୁତ ଅଧିକ ଓଜନ ଅଛି ତେଣୁ ଯେତେବେଳେ ସେ ନିଜର ଓଜନ କୁ ଠିକ କିମ୍ବା କମାଇବା ସେତେବେଳେ ତାଙ୍କର ଚୟନ ହୋଇ ପାରିବ । କାରଣ କ୍ରିକେଟ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯୋଗ୍ୟତା ଏବଂ ଫିଟ ରହିବା । ତେଣୁ ତାଙ୍କ ଚୟନ ଏବେ ହେଇ ନାହିଁ ଏବଂ ଏହା କହି ସେ ଉଦାହରଣ ସ୍ୱରୂପ ରିଷଭ ପନ୍ଥ ଙ୍କ ସହିତ ମଧ୍ୟ ଏହି ଅସୁବିଧା ଥିଲା ଏବଂ ସେ ନିଜକୁ ଫିଟ କରି ପାରିବା ଯୋଗୁଁ ତାଙ୍କୁ ଦଳରେ ନେବା ସହ ସେ ଏବେ ସବୁ ମ୍ୟାଚ ମଧ୍ୟ ଖେଳି ପାରୁଛନ୍ତି ।

କିନ୍ତୁ ପୃଥୀ ଶାହା ଙ୍କୁ ନେଇ ଏକ ଏପରି ବି-ବା-ଦ ଆସିଛି ଯେଉଁ କାରଣ ଯୋଗୁଁ ମୁମ୍ବାଇ ପୋ-ଲି-ସ ତାଙ୍କୁ ଗି-ର-ଫ କରିବା ପାଇଁ ବାଧ୍ୟ ହୋଇଛନ୍ତି । ମୁମ୍ବାଇ ରେ କରୋନା ପାଇଁ ଚାରିଆଡେ ଲକଡାଉନ କରା ଯାଇଛି । କାରଣ ଏହି ମହାମାରୀ ଚାରିଆଡେ ବ୍ୟାପିବାରେ ଲାଗିଛି ତେଣୁ ନିଜ ଘରେ ରହିବା ଏବଂ ନିଜକୁ ସୁରକ୍ଷିତ କରିବା ପାଇଁ ଲକଡାଉନ କରା ଯାଇଛି ।

କିନ୍ତୁ ଏହି ଲକଡାଉନ ସମୟରେ ପୃଥ୍ବୀ ଶାହା ନିଜ ବନ୍ଧୁ ମାନଙ୍କ ସହ ଗାଡି ରେ ଗୋଆ କୁ ଛୁଟି କରିବା ପାଇଁ ଯାଉଥିଲେ । ଏବଂ ଯେତେବେଳେ ତାଙ୍କୁ ପୋ-ଲି-ସ ଧରିଲେ ସେତେବେଳେ ନା ତାଙ୍କ ପାଖରେ କିଛି ପାସ ଥିଲା ନା କାଗଜ ପତ୍ର । ଏବଂ ଏହି ଭିତରେ ପୃଥ୍ବୀ ପୋ-ଲି-ସ ଙ୍କୁ କହିଲେ କି ସେ ଜଣେ କ୍ରିକେଟର ତାଙ୍କୁ ଯିବାକୁ ଦିଆଯାଉ କିନ୍ତୁ ମୁମ୍ବାଇ ପୋ-ଲି-ସ କିଛି ଶୁଣି ନଥିଲେ । ଏବଂ ତାଙ୍କୁ ସଚେତନ ମଧ୍ୟ କରା ଦିଆ ଗଲା କି ଯଦି ସେ ଇ-ପାସ୍ ର ବ୍ୟବସ୍ଥା ନ କଲେ ତାଙ୍କୁ ଗି-ର-ଫ କରିବା ପାଇଁ ବାଧ୍ୟ ହେବେ । ଏହା ପରେ ପୃଥୀ ଏକ ଏବଂ ଦେଢ଼ ଘଂଟା ପରେ ସେ ପାସର ବ୍ୟବସ୍ଥା କରିଥିଲେ ଏବଂ ଗୋଆ କୁ ଯାତ୍ରା କଲେ ।

କିନ୍ତୁ ସୋସିଆଲ ମିଡିଆ ରେ ଯେତେବେଳେ ଏହି ଖବର ବ୍ୟାପିଲା ସେତେବେଳେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ପ୍ରଶ୍ନ କଲେ କି ଏକ କ୍ରିକେଟର ଏବଂ ଜଣେ ସେଲିବ୍ରେଟି ଏବଂ ଲୋକମାନେ ତାଙ୍କୁ ଦେଖି କରି ହିଁ ପ୍ରେରିତ ହେଉଛନ୍ତି ତେବେ ସେ କେଉଁ ଭଳି ଏହି ପରି କାର୍ଯ୍ୟ କରି ପାରୁଛନ୍ତି । ଯେଉଁଠି ଅନ୍ୟ ଖେଳାଳି ମାନେ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି ସେଠି ପୃଥ୍ବୀ ଛୁଟି କରିବା ପାଇଁ ବାହାରକୁ ଯାଉଛନ୍ତି । ଏହି ଭଳି କାର୍ଯ୍ୟ କରିବା ଜଣେ ଭାରତୀୟ ଖେଳାଳୀ କୁ ଶୋଭା ଦେଉ ନାହିଁ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *