‘ଖୁଡୀକୁ ପାଖରେ ରଖିବେ ଯଦି ରଖନ୍ତୁ, ହେଲେ ମୋ ପାଖକୁ ଫେରନ୍ତୁ, ମୋ ଛୁଆକୁ ଛାଡି କୁଆଡେ ଯିବି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣଙ୍କ ନିଜ ସ୍ଵାମୀ ନାମରେ କିଛି ଏଭଳି ଅଭିଯୋଗ ଆଣିଛନ୍ତି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କର ତାଙ୍କ ଖୁଡୀ ଙ୍କ ସହିତ ରହିଛି ସମ୍ପର୍କ । ମହିଳା ଙ୍କ ସ୍ଵାମୀ ଏବଂ ଖୁଡୀ ଗୋଟିଏ ଘର ଭିତରେ ଶୋଇଥିଲେ । ମହିଳା ଜଣଙ୍କ ଭି-ଡି-ଓ ମଧ୍ୟ କରିଥିଲେ କିନ୍ତୁ ସ୍ଵାମୀ ଏବଂ ଖୁଡୀ ଶାଶୁ ମିଶି ମୋବାଇଲ କୁ ଭାଙ୍ଗିଦେଇଥିଲେ ।

ଘର ଲୋକ ଚାହିଁ ପାରିଥିଲେ ନିଜ ପୁଅ କୁ ଆକଟ କରିପାରିଥାନ୍ତେ । ମାତ୍ର ଘରଲୋକ ମଧ୍ୟ ସେମାନଙ୍କୁ ଷପୋର୍ଟ କରିଲେ ଯାହା ଫଳରେ ତାଙ୍କର ସାହସ ବଢିଲା । ଘରଲୋକ ମହିଳା ଙ୍କୁ କହିଥିଲେ ଯେ ଆମ ଘରର ଇଜ୍ଜତ ପଳାଇବ ତୋ ଗୋଡ ତଳେ ପଡୁଛୁ ଚୁପ ରାହିଜା ସବୁ ଠିକ ହୋଇଯିବ । ମାତ୍ର ଖୁଡୀ ଜଣକ ଚାଲାକି କରି ସ୍ଵାମୀ ଙ୍କୁ ବିଦାକରିଦେଲେ ଏବଂ ତାଙ୍କ ପଛେ ପଛେ ଚାଲିଗଲେ ।

ଦାଦା ମଧ୍ୟ ଏହିସବୁ ବିଷୟରେ ଜାଣନ୍ତି ତଥା ସବୁ ଜିନିଷ ଦେଖିଛନ୍ତି କିନ୍ତୁ ସେ ଚାହିଁଲେ ତାଙ୍କ ସ୍ତ୍ରୀ କୁ ସେ ଷପୋର୍ଟ କରି ତାଙ୍କ ସହିତ ରହିଲେ । ବିବାହର 6 ମାସ ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ନଥିଲା । ଏହାପରେ ପରିବାର ଲୋକେ ବୁଝାଇବାରୁ ଉଭୟଙ୍କର ଏକ ଶିଶୁପୁତ୍ରଟିଏ ହେଲା । ଏହାପରେ ଖୁଡୀ ଶାଶୁ ଆଦୌ ଚାହୁଁନଥିଲେ ଯେ ମିଶି ରୁହନ୍ତୁ ବୋଲି ।

କିନ୍ତୁ ସ୍ଵାମୀ ଚାହୁଁଥିଲେ ମିଶି ରୁହନ୍ତୁ ବୋଲି, ମହିଳା ଜଣଙ୍କ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସଂସାର ଯଦି ଭାଙ୍ଗିଲା ତାହା କେବଳ ଖୁଡୀଶାଶୁ ଙ୍କ ପାଇଁ ଭାଙ୍ଗିଲା । ବର୍ତ୍ତମାନ ମହିଳା ଜଣଙ୍କ କହିଛନ୍ତି ଯେ ସେ ସ୍ଵାମୀ ଅଟନ୍ତି ଯଦି ସେ ଚାହୁଁଛନ୍ତି ତେବେ ଖୁଡୀ କୁ ରଖନ୍ତୁ, ମାତ୍ର ମୋ ପାଖକୁ ଫେରି ଆସନ୍ତୁ କାରଣ ସେ ବିବାହ କରିଛନ୍ତି ତାଙ୍କ ଛୁଆ କୁ ନେଇ ସେ ଯିବେ କୁଆଡେ ?

ବର୍ତ୍ତମାନ ମହିଳା ଏବଂ ତାଙ୍କ ଶିଶୁ ପୁତ୍ର କୁ ଘରେ ଛାଡି ଶାଶୁଘର ଲୋକେ କୁଆଡେ ଚାଲି ଯାଇଛନ୍ତି । ତେବେ ମହିଳା ଜଣକ ନିଜ ଶିଶୁ କୁ ନେଇ ଚଳିବେ କେମିତି ? ଏଣୁ ସେ ନିଜ ସ୍ଵାମୀ କୁ ମି-ଡି-ଆ ମାଧ୍ୟମରେ ଫେରିଆସିବାକୁ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *