ମୋ ସ୍ଵାମୀ ଖୁଡୀଙ୍କ ସହିତ ଶୋଉଛନ୍ତି, ମା’ର କ୍ଷୀର ଖାଉଥିଲେ ବୋଲି କଣ ଖୁଡୀର ଛାତିକୁ ଚାହିଁବ, ମୁଁ ପ୍ରତିବାଦ କରିବାରୁ ମତେ…

ବନ୍ଧୁଗଣ, ମହିଳା ଜଣକ ନିଜ ସ୍ଵାମୀ ଙ୍କ ନାମାରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କର ବିବାହ ହୋଇଥିଲା 2019 ମସିହା ଏପ୍ରିଲ 26 ତାରିଖରେ । ବାହାଘରରେ ଯାହା ଯାହା ଦାବୀ କରିଥିଲେ ସେ ସବୁକୁ ମହିଳା ଙ୍କ ପରିବାର ଲୋକେ ସବୁ ଦେଇଥିଲେ । ଧାର କରଜ କରି ବିବାହ ମଧ୍ୟ କରିଥିଲେ । କିନ୍ତୁ ପୁଅ ଘର ପକ୍ଷ କିଛି ଅଧିକ ଡିମାଣ୍ଡ ଚାହୁଁଥିଲେ ଯାହାକୁ କନ୍ୟା ଙ୍କ ବାପା ଦେଇ ପାରି ନଥିଲେ । ବିବାହ ପରେ ନିଜ ସ୍ତ୍ରୀ କୁବ ବହୁତ ନିର୍ଯାତନା କରି କହୁଥିଲେ ଏଟା ଆଣେ ସେଟା ଆଣେ ବୋଲି ।

ମାତ୍ର ସ୍ତ୍ରୀ ଜଣକ ସ୍ଵାମୀ ବୋଲି ଚିନ୍ତା କରି ଚୁପ ରହିଯାଉଥିଲେ । କିନ୍ତୁ ତାଙ୍କ ପରିବାର ଭାଙ୍ଗିବାର ମୁଖ୍ୟ କାରଣ ହେଉଛନ୍ତି ତାଙ୍କର ଜଣେ ଖୁଡୀ ଶାଶୁ, ସେ ତାଙ୍କ ସ୍ଵାମୀ ଙ୍କ ସହିତ ସମ୍ପର୍କରେ ରହୁଥିଲେ, ଏହାକୁ ସ୍ତ୍ରୀ ଧୀରେ ଧୀରେ ଦେଖିବାକୁ ପାଇଲେ । ସବୁ ଜିନିଷ ଦେଖିବା ପରେ ବିରୋଧ କରିଲେ । ମହିଳା ଜଣଙ୍କ କହିଛନ୍ତି ଯେ ଖୁଡୀ ହେଉଛନ୍ତି ମା ସମାନ । ମା’ ର କ୍ଷୀର ପିଉଥିଲେ ମାତ୍ର ଏହାର ଅର୍ଥ ନୁହେଁ ଯେ ଖୁଡିର ଛାତି ଟେକିବେ ।

ଖୁଡୀ ପୁତୁରା ଉଭୟ ଯାହା ହୁଅନ୍ତି ସବୁ ମହିଳା ଦେଖନ୍ତି ଏବଂ ନିଜ ଶାଶୁ ଶ୍ଵଶୁରଙ୍କୁ ମଧ୍ୟ ଜଣାନ୍ତି । ଶାଶୁ ଙ୍କୁ ପଚାରି ଥିଲେ ଯେ ଯଦି ସ୍ଵାମୀ ଙ୍କର ଖୁଡୀ ସହିତ ସମ୍ପର୍କ ଥିଲା ତେବେ ତାଙ୍କୁ କାହିଁକି ବିବାହ କରୁଥିଲେ ? ଯଦି ବିବାହ କରିଲେ ତେବେ ଖୁଡୀ ସହିତ କାହିଁକି ରହୁଛନ୍ତି ?

ମହିଳା ଜଣଙ୍କ ନିଜ ବାପା ଘର ଲୋକଙ୍କୁ ଏ ସମ୍ବନ୍ଧରେ କିଛି ଜଣାଇ ନଥିଲେ ସେ ଚାହୁଁଥିଲେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯାହା ହୋଇଛି ତାହା ଧୀରେ ଧୀରେ ଠିକ ହେବ । କିନ୍ତୁ ବାପା ଘର ଲୋକଙ୍କୁ ସବୁ ଜଣା ପଡିଗଲା । ଯେତେବେଳେ ତାଙ୍କ ସ୍ଵାମୀ ଯୋରରେ ମ-ଆର-ପିଟ କରିଲେ ସେତେବେଳେ ମହିଳା ଜଣଙ୍କ ବାଧ୍ୟ ହୋଇ ନିଜ ବାପା ଘର ପରିବାରକୁ ସବୁ କଥା କହିଲେ ।

ମାତ୍ର ଇଜ୍ଜତ ପଦାରେ ପଡିଯିବ ବୋଲି ପରିବାର ଲୋକେ ବୋହୂକୁ ଚୁପ ରହିବାକୁ କହି ଘର ତାଲା ମାରି ଚାଲିଯାଇଥିଲେ । ବୋହୂ ଜଣକ ଥାନାରେ ଅଭିଯୋଗ କରିଲେ ମଧ୍ୟ କିଛି ସମାଧାନ ଆସିନଥିଲା । ବର୍ତ୍ତମାନ ମହିଳା ଙ୍କ ସ୍ଵାମୀ ତାଙ୍କ ଖୁଡୀ ସହିତ ବାହାରେ କେଉଁଆଡେ ରହୁଛନ୍ତି ।

ଶାଶୁ ଶ୍ଵଶୁର ମଧ୍ୟ ଘର ଛାଡି କେଉଁଠାକୁ ଚାଲି ଯାଇଛନ୍ତି । ବର୍ତ୍ତମାନ ମହିଳା ଜଣଙ୍କ ନ୍ୟାୟ ଦାବୀ କରିଛନ୍ତି । ନିଜ କଅଁଳ ଶିଶୁ ଙ୍କୁ ନେଇ କିଭଳି ଜୀବନ ବିତାଇବେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *