ବହୁତ ଶୀଘ୍ର ଏକ ନୂଆ ଫିଲ୍ମ ରେ ନଜର ଆସିବେ କୁନି କଳାକାର ବୀର ଓ ତାରିଣୀ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନେ ପ୍ରତ୍ଯେକ ଦିନ ତ ତାରା ତାରିଣୀ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ । ଏହି ଧାରାବାହିକରେ କୁନି କଳାକାର ଭାବରେ ନଜର ଆସୁଥିବା ତାରିଣୀ ଆଉ ବୀର ଏମାନଙ୍କୁ ଆପଣ ମାନେ ଖୁବ ଶୀଘ୍ର ଏକ ନୂଆ ଫିଲ୍ମ ରେ ଆକଟିଂ କରୁଥିବାର ଦେଖି ପାରିବେ । ତେବେ ଫ୍ରେଣ୍ଡ୍ସ ଏହି ଫିଲ୍ମ ର ନାମ କଣ ଓ ଏହା କେବେ ରିଲିଜ ହେବ ଆପଣ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନେ ତାରା ତାରିଣୀ ଧାରାବାହିକ ରେ କୁନି କଳାକାର ଭାବରେ ନଜର ଆସୁଥିବା ତାରିଣୀ ଓ ବୀର ଙ୍କୁ ଆପଣ ନିଶ୍ଚିତ ଜାଣିଥିବେ । ଏମାନେ ନିଜର ସୁନ୍ଦର ଆଭିନୟ ଦ୍ଵାରା ଦର୍ଶକ ମାନଙ୍କର ମନ କିଣି ନେଇଛନ୍ତି । ଏମାନଙ୍କୁ ଦେଖିବାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।

ଆମେ ଆପଣଙ୍କୁ କହି ଦେଉଛୁ କି ଏହି ଦୁଇ ଚାଇଲ୍ଡ ଆକ୍ଟର ଖୁବ ଶୀଘ୍ର ଏକ ନୂଆ ଓଡିଆ ଫିଲ୍ମରେ ନଜର ଆସିବେ । ତେବେ ଏହି ଫିଲ୍ମର ନାମ ହେଉଛି ଚୋରୀ ଚୋରୀ ଚୁପକେ ଚୁପକେ । ଏହି ଫିଲ୍ମ ର ପୋସ୍ଟର ମଧ୍ୟ ଆସି ଯାଇଛି । ଆପଣ ମାନେ ମଧ୍ୟ ଏହି ଫଟୋରେ ଦେଖି ପାରୁଥିବେ ।

 

ଖୁବ ଶୀଘ୍ର ଆପଣ ମାନେ ଏହି ଦୁଇ ଜଣଙ୍କୁ ଏହି ଫିଲ୍ମରେ ଦେଖିବାକୁ ପାଇବେ । ତାରିଣୀ ସିରିଏଲ ମାଧ୍ୟମରେ ଏହି ଦୁଇ କୁନି କଳାକାର ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ନିଖୁଣ ଅଭିନୟରେ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ।

ତାଙ୍କ ଅଭିନୟର ଜାଦୁ ଓଡିଶାର ଦର୍ଶକ ମାନଙ୍କ ମନକୁ ବେଶ ଛୁଇଁ ପାରିଛି । ଏହି ଦୁଇ ଜଣ ସିରିଏଲ ରେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରୁଛନ୍ତି ଓ ସେମାନେ ବେଷ୍ଟ ଫ୍ରେଣ୍ଡ ମଧ୍ୟ । ଏହି ଦୁଇ ଜଣ ସିରିଏଲ ଛଡା ଅସଲ ଜୀବନରେ ମଧ୍ୟ ବହୁତ ଭଲ ସାଙ୍ଗ ଅଟନ୍ତି ।

ତେବେ ଏହି ଦୁଇ କୁନି କଳାକାରଙ୍କ ଫିଲ୍ମ କୁ ଦେଖିବା ପାଇଁ ଆପଣ ମାନେ କେତେ ମାତ୍ରାରେ ଇଚ୍ଛୁକ ଅଛନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *