ସାରା ଦେଶରେ ଖୁବ ଶୀଘ୍ର ଶସ୍ତା ହେଇଯିବ ପେଟ୍ରୋଲ ଓ ଡିଜେଲ, ଲିଟର ପିଛା ମିଳିବ ମାତ୍ର 37.57 ଓ 38.03 ଟଙ୍କାରେ, ଜାଣନ୍ତୁ କଣ ଅଟେ ଏହା ପଛର କାରଣ ?

ବନ୍ଧୁଗଣ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଗତ କିଛି ମାସ ହେବ ବଢି ବଢି ଯାଉଛି । ପେଟ୍ରୋଲର ଅଧିକ ଦର ହେବାରୁ ସାଧାରଣ ଜନତାଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି । ଡିଜେଲର ଦର ବଢିଯିବାରୁ ଟ୍ରାନ୍ସପୋର୍ଟ ଦ୍ଵାରା ଆସୁଥିବା ବସ୍ତୁ ଗୁଡିକର ଦର ମଧ୍ୟ ବଢି ଯାଇଛି । ଏହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡୁଛି । ହେଲେ ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଏକ ଖୁସିର ଖବର ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଦର କମ କରେଇବା ପାଇଁ ବିଚାର କରୁଛନ୍ତି । ଦେଶର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଚାର ଅନୁସାରେ ଯଦି ଜିଏସଟି ପରିଷଦ ଲାଗୁ କରାଯାଏ ତା ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଅଧା ହୋଇଯିବ ।

ଧର୍ମେନ୍ଦ୍ର ପ୍ରଧାନ ଗତ ଦୁଇ ଦିନ ତଳେ କହିଥିଲେ ଯେ, ତାଙ୍କର ମନ୍ତ୍ରାଳୟ ଜିଏସଟି ପରିଷଦକୁ ପେଟ୍ରୋଲିୟମ ପ୍ରଡ଼କ୍ସନକୁ ନିଜ ଆଧିନରେ ସାମିଲ କରିବା ପାଇଁ ଲଗାତାର ଅନୁରୋଧ କରୁଛନ୍ତି । ଏହା ସହିତ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହି ସଙ୍କେତ ଦେଉଛନ୍ତି । ଯଦି ବନ୍ଧୁଗଣ ଏହି ଯୋଜନା ସଫଳ ହୋଇଯିବ ତା ହେଲେ ସମଗ୍ର ଦେଶ ବାସୀଙ୍କୁ ଏହାର ଭରପୁର ଫାଇଦା ମିଳିବ ।

ବନ୍ଧୁଗଣ ବର୍ତ୍ତମାନ ଦେଶର ଦୁଇ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ହୋଇସାରିଛି । ପେଟ୍ରୋଲ ଓ ଡିଜେଲର ଦର ବଢିବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଟ୍ଯାକ୍ସ । ପେଟ୍ରୋଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଲା ସାଧାରଣ ଜନତାଙ୍କ ଠାରୁ ୧୦୦ ପ୍ରତିଶତରୁ ଅଧିକ ଟ୍ଯାକ୍ସ ନେଉଛନ୍ତି । ଏହି ଟ୍ଯାକ୍ସ କାରଣରୁ ଏହି କିଛି ଦିନ ହେବ ୩୫ ଟଙ୍କାର ପେଟ୍ରୋଲ ବର୍ତ୍ତମାନ ୯୦ ରୁ ଅଧିକ ଦର ହୋଇସାରିଛି । ଯାହାକୁ ସାଧାରଣ ଜନତା ମାନେ କ୍ରୟ କରିପାରୁ ନାହାନ୍ତି ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ଦର ୯୧ ଟଙ୍କା ରହିଛି ଓ ଡିଜେଲ ଲିଟର ପ୍ରତି ୮୧ ଟଙ୍କା ରହିଛି । ଏଥିରେ ଉତ୍ପାଦ ଶୁକ୍ଲା କ୍ରମଶଃ ପେଟ୍ରୋଲରେ ୩୨ ଟଙ୍କା ୯୮ ପଇସା ପ୍ରତି ଲିଟର ଓ ଡିଜେଲରେ ୩୧ ଟଙ୍କା ୪୩ ପଇସା ପ୍ରତି ଲିଟର ପାଇଁ ଯୋଡି ଛନ୍ତି । ହେଲେ ବନ୍ଧୁଗଣ ଯଦି ସରକାରଙ୍କ ଦାରା ଜିଏସଟିର ଉଛ ଦରରେ ପେଟ୍ରୋଲ ଓ ଡିଜେଲକୁ ରକ୍ଷା ଯିବ ତା ହେଲେ ମଧ୍ୟ ପେଟ୍ରୋଲ ଦର ବହୁତ କମିଯିବ । ବନ୍ଧୁଗଣ ଦେଶରେ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୧୮ ପ୍ରତିଶତ ଆଦି ୪ଟି ପ୍ରାଥମିକ ଜିଏସଟି ଦର ରହିଛି ।

ଏହି ଆଧାରରେ ଯଦି ପେଟ୍ରୋଲକୁ ୫ ପ୍ରତିଷଦ ଜିଏସଟି ସ୍ଲୋବରେ ରଖାଯିବ ତା ହେଲେ ପେଟ୍ରୋଲ ଦର ୩୭ ଟଙ୍କା ୫୭ ପଇସା ପ୍ରତି ଲିଟର ହୋଇଯିବ । ଯଦି ଜିଏସଟି ସ୍ଲୋବ ସବୁଠାରୁ ଅଧିକ ରହିବ ତା ହେଲେ ପେଟ୍ରୋଲ ଦର ଲିଟର ପିଛା ୪୫ ଟଙ୍କା ୭୯ ପଇସା ଓ ଡିଜେଲ ଦର ଲିଟର ପିଛା ୪୬ ଟଙ୍କା ୩୬ ପଇସା ରହିବ । ତେଣୁ ବନ୍ଧୁଗଣ ଆଗାମୀ ସମୟରେ ଏହା ଜଣା ପଡିଯିବ ଯେ, ପେଟ୍ରୋଲ ଦର କମିବ ନା ନାହିଁ ।

ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ ନିଶ୍ଚୟ କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *