ପର୍ଣ୍ଣ ଭିଡିଓ ଦେଖୁଥିଲେ ହୋଇ ଯାଆନ୍ତୁ ସାବଧାନ ! ଶରୀର ଉପରେ ପଡିଥାଏ ଏମିତି ପ୍ରଭାବ, ଜଲ୍ଦି ଦେଖନ୍ତୁ ନହେଲେ…

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି । ଦେଶରେ କରୋନା ମହାମାରୀର ସଙ୍କଟ ବର୍ତ୍ତମାନ ପର୍ଯ୍ୟନ୍ତ କମ ହୋଇନି । ହେଲେ ଏହି କରୋନା ମହାମାରୀରେ ଏକ ରିପୋର୍ଟ ଆସିଥିଲା ଯେ, ଲୋକମାନଙ୍କ ଅ-ଶ୍ଳୀ-ଳ ଭି-ଡି-ଓ ଦେଖିବା ସଂଖ୍ୟା ବହୁତ ଅଧିକ ବଢି ଯାଇଛି । ହେଲେ ବର୍ତ୍ତମାନ ମଧ୍ୟ ଏକ ସମାନ ରିପୋର୍ଟ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲଗାତାର ପ-ର୍ଣ୍ଣ ଭିଡିଓ ଦେଖୁଥିବା ଲୋକ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି ।

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଅନଲାଇନରେ ଏହି ପରିକା ଭି-ଡି-ଓ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ତେବେ ପ-ର୍ଣ୍ଣ ଦେଖିବା ଏବେ ଏକ ସାଧାରଣ କଥା ହୋଇଯାଇଛି । ପ୍ରାପ୍ତ ବର୍ଷ ହେଉ ବା ନ ହେଉ ଅଧିକାଂଶ ପିଲା ଏହାକୁ ଦେଖୁଛନ୍ତି ବୋଲି ରିପୋର୍ଟରେ ଦର୍ଶା ଯାଇଛି । ରିପୋର୍ଟରେ ଜଣା ପଡିଛି ଯେ, ପ୍ରତିଦିନ ନୂଆ ନୂଆ ଦର୍ଶକ ପ-ର୍ଣ୍ଣ ଭି-ଡି-ଓ ଦେଖୁଛନ୍ତି ।

ଅନେକ ଯୁବପିଢି ପ-ର୍ଣ୍ଣ ଦେଖି ମାନରୋଞ୍ଜନ କରନ୍ତି କିନ୍ତୁ ଜଣେ ମାନସିକ ଡାକ୍ତର କହିଛନ୍ତି ଯେ, ପିଲା ମାନେ ହୁଅନ୍ତୁ ବା ଅନ୍ୟ ମାନେ ଯଦି ପ୍ରତ୍ୟକ ଦିନ ପ-ର୍ଣ୍ଣ ଭିଡିଓ ଦେଖିବେ ତା ହେଲେ ତାହା କ୍ରମାଗତ ଅଭ୍ଯାସରେ ପରିଣତ ହୋଇଥାଏ ଅର୍ଥାତ ଏକ ପ୍ରକାର ନି-ଶା ହୋଇଯାଏ । ଅ-ଶ୍ଳୀ-ଳ ନି-ଶା ଆପଣଙ୍କ ନି-ଦ, ମା-ନ-ସିକ ସ୍ୱାସ୍ଥ୍ୟ ଏବଂ ଯୌ-ନ ସ-ମ୍ପ-ର୍କ ଉପରେ ଅଧିକ ପ୍ରଭାବ ପକାଇ ଥାଏ ।

ଡାକ୍ତରଙ୍କ ମତରେ ଏହା ଆପଣଙ୍କ ମସ୍ତିସ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଏହା ମଣିଷର ଧର୍ଜ୍ୟ ଶକ୍ତି ଓ କାମ କରିବାର ଇଛାକୁ ମଧ୍ୟ କମ କରିଥାଏ । ଯେଉଁ ମାନେ ଅଧିକ ଅ-ଶ୍ଳୀ-ଳ ଭି-ଡି-ଓ ଦେଖନ୍ତୁ ସେମାନଙ୍କ ମନରେ ହିଂ-ସା-ତ୍ମ-କ ଭାବନା ଅଧିକ ରହିଥାଏ । ବିଶେଷ କରି ଯଦି ଆପଣ ବିବାହ ପରେ ଅଧିକ ପ-ର୍ଣ୍ଣ ଦେଖୁଛନ୍ତି ତା ହେଲେ ଏହା ଆପଣଙ୍କ ବୈବାହିକ ଜୀବନ ଉପରେ କୁ-ପ୍ର-ଭା-ବ ପକାଇଥାଏ । ତେଣୁ ପ-ର୍ଣ୍ଣ ଭିଡିଓକୁ ନି-ଶା ନକରିବା ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର ।

Leave a Reply

Your email address will not be published. Required fields are marked *