Odia Gk Questions- କ୍ଷେତରେ ସବୁଜ, ବଜାରରେ କଳା ଓ ଘରକୁ ଆସିଲେ ଲାଲ ହୋଇଯାଏ, କୁହନ୍ତୁ ତାହା କଣ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ ।

ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ।

୧- ମଣିଷର ଆଖି କେତେ ଦୂର ଯାଏଁ ଦେଖିପାରେ ?

ଉତ୍ତର- ୨୦ କିମି ।

୨- ମଶା କେତେ ଫୁଟ ଯାଏଁ ଉଡିପାରେ ?

ଉତ୍ତର- ୫୦ ଫିଟ ।

୩- ପୁରା ଦୁନିଆରେ କେତୋଟି ସମୁଦାୟ ଦେଶ ଅଛି ?

ଉତ୍ତର- ୧୯୫ଟି ।

୪- ଭାରତରେ ସମୁଦାୟ କେତୋଟି ଭାଷା କୁହାଯାଏ ?

ଉତ୍ତର- ୧୨୨ ଭାଷା ।

୫- ଇଂରେଜ ମାନେ ଭାରତରେ କେତେ ବର୍ଷ ଯାଏଁ ଶାସନ କରିଥିଲେ ?

ଉତ୍ତର- ୨୦୦ ବର୍ଷ ।

୬- ମଣିଷର ମସ୍ତିସ୍କରେ କେତେ ପ୍ରତିଶତ ପାଣି ରହିଥାଏ ?

ଉତ୍ତର- ୮୦% । 

୭- ଇଣ୍ଡିଆ ଗେଟର ନିର୍ମାଣ କେବେ ହୋଇଥିଲା ?

ଉତ୍ତର- ୧୯୨୧ରେ ।

୮- ବୁଢିଆଣୀର ସମୁଦାୟ କେତୋଟି ଗୋଡ ଅଛି ?

ଉତ୍ତର- ୮ଟି ।

୯- ହାୱାଇ ଜାହାଜର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଆମେରିକା ।

୧୦- ଗୋଲାପ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର- ଇରାନ ।

୧୧- ମଣିଷ ତାର ପୁରା ଜୀବନରେ କେତେ ବର୍ଷ ଶୋଇବାରେ ବିତାଇଥାଏ ?

ଉତ୍ତର- ୨୫ ବର୍ଷ ।

୧୨- ଭାରତର ସବୁଠାରୁ ସୁରକ୍ଷିତ ନାଗରିକ କିଏ ?

ଉତ୍ତର- ପ୍ରଧାନମନ୍ତ୍ରୀ ।

୧୩- ଭାରତର ସବୁଠାରୁ ପ୍ରଥମ ରାଜ୍ୟର ନାମ କଣ ?

ଉତ୍ତର- ବିହାର ।

୧୪- କେଉଁ ପକ୍ଷୀ କ୍ଷୀରରୁ ପାଣିକୁ ଅଲଗା କରିପାରେ ?

ଉତ୍ତର- ହଂସ । 

୧୫- ଭାରତର ରାଷ୍ଟ୍ରୀୟ ବହିର ନାମ କଣ ?

ଉତ୍ତର- ସମ୍ବିଧାନ ।

୧୬- ରାତିରେ ଆକାଶରେ କେଉଁ ଗ୍ରହ ନାଲି ଦେଖାଯାଏ ?

ଉତ୍ତର- ମଙ୍ଗଳ ।

୧୭- କେଉଁ ଗୁରୁଙ୍କୁ ଔରଙ୍ଗଜେବ ଫାଶୀ ଦେଇଥିଲେ ?

ଉତ୍ତର- ଗୁରୁ ତେଗ ବାହାଦୁର ନି ।

୧୮- ଭାରତର ସବୁଠାରୁ ଧନୀ ଗାଂର ନାମ କଣ ?

ଉତ୍ତର- ମଧୁପୁର ।

୧୯- ନକଲି ସୁନା କାହାକୁ କୁହାଯାଏ ?

ଉତ୍ତର- ଆଇରନ ଅକ୍ଶଡାଇଡ । 

୨୦- କେଉଁ ଠାରେ ଦିନରେ ବି ତାରା ଦେଖାଯାଏ ?

ଉତ୍ତର- ଅନ୍ତରିକ୍ଷ ।

୨୧- ଭାରତରେ ସୁନାର ଖଣି କେଉଁଠି ଅଛି ?

ଉତ୍ତର- କୋଲାର ।

୨୨- ବୃଦ୍ଧା ଅବସ୍ଥାରେ ହାଡ ଦୁର୍ବଳ କେଉଁ କାରଣ ପାଇଁ ହୁଏ ?

ଉତ୍ତର- କ୍ୟାଲସିୟମ ।

୨୩- କ୍ଷେତ ରେ ସବୁଜ ହୋଇଥାଏ, ବଜାର ରେ କଳା ହୋଇଥାଏ, ଘରକୁ ଆସିଲେ ନାଲି ହୋଇଯାଏ । କୁହ ତାହା କଣ ?

ଉତ୍ତର- ଚାପତି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *