Interesting Gk Questions- କ୍ଷେତରେ ସବୁଜ, ବଜାରରେ କଳା ଓ ଘରକୁ ଆସିଲେ ନାଲି ହୋଇଯାଏ, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ।

ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ । ୧. ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରା ଭାରତରେ ଯେଉଁଠି ନେଇ ଗଲେ ତାର ମୂଲ୍ୟ ବଦଳରେ ନାହିଁ ?

ଉତ୍ତର- ନୋଟ ବା ଟଙ୍କା ହେଉଛି ଏକ ଏମିତି ଜିନିଷ ଯାହାକୁ ଭାରତରେ ଯେଉଁଠି ବି ନେଇଗଲେ ବି ତାର ମୂଲ୍ୟ ବଦଳେ ନାହିଁ ।

୨. ଏମିତି କେଉଁ ଜିନିଷ ଅଛି ଯାହା ଗରମ ହେବା ପରେ ଜମି ଯାଏ ?

ଉତ୍ତର- ଅଣ୍ଡା ଗରମ ହେବା ପରେ ଜମି ଯାଏ ।

୩. ଭାରତର କେଉଁ ସହର ପାଣିରେ ବୁଡି ରହିଛି ?

ଉତ୍ତର- ଦ୍ଵାରକା ନଗର ହେଉଛି ଭାରତର ଏକ ଏପରି ସହ ଯାହା ପାଣି ଭିତରେ ବୁଡି ରହିଛି ।

୪. କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର- ପ୍ଲାଟିପସ ଉଭୟ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ।

୫. କେବଳ ଭାରତରେ କେଉଁ ଜୀବ ଦେଖା ଯାଇଥାଏ ?

ଉତ୍ତର- କେବଳ ଭାରତରେ ଘଡିୟାଲ ଦେଖା ଯାଇଥାଏ ।

୬. କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୁଏ ?

ଉତ୍ତର- ଗେଣ୍ଡା ତିନି ବର୍ଷ ପର୍ଯ୍ୟନ୍ତ ଶୁଏ ।

୭. କେଉଁ ଜୀବଟି ଛିଡା ହୋଇ ସୋଇଥାଏ ?

ଉତ୍ତର- ଘୋଡା ଛିଡା ହୋଇ ସୋଇଥାଏ ।

୮. କେଉଁ ଜୀବଟି ଆଦୌ ସୁଏ ନାହିଁ ?

ଉତ୍ତର- ପିମ୍ପୁଡି ଆଦୌ ସୋଇ ନଥାଏ ।

୯. କେଉଁ ଜୀବଟି ୧୦୦ ପ୍ରକାରର ଶବ୍ଦ କରିଥାଏ ?

ଉତ୍ତର- ବିରାଡି ୧୦୦ ପ୍ରକାରର ଶବ୍ଦ କରିଥାଏ ।

୧୦. କେଉଁ ଜୀବ ରହିଛି ଯାହା ଜିଭରେ ଚାଲି ଥାଏ ?

ଉତ୍ତର- ଗେଣ୍ଡା ନିଜ ଜିଭରେ ଚାଲି ଥାଏ ।

୧୧. ବିଶ୍ଵରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାଏ ?

ଉତ୍ତର- ଆମେରିକାରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାଏ ।

୧୨. କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ହୋଇଥାଏ ?

ଉତ୍ତର- ଓଟପକ୍ଷୀର ଅଣ୍ଡା ସବୁ ଠାରୁ ବଡ ହୋଇଥାଏ ।

୧୩. ଭାରତର ଜାତୀୟପିତା କିଏ ?

ଉତ୍ତର- ମହାତ୍ମା ଗାନ୍ଧୀ ହେଉଛନ୍ତି ଭାରତର ଜାତୀୟ ପିତା ।

୧୪. କ୍ଷେତରେ ସବୁଜ ବଜାରେ କଳା ଏବଂ ଘରେ ଆସିଲେ ନାଲି ହୋଇଥାଏ । ତାହା କଣ ?

ଉତ୍ତର- ଚା ପତି

Leave a Reply

Your email address will not be published.