ଖେଳରେ ଭାଇ ସହ ଝଗଡା ପଡିଗଲା ଭାରି, ସାନ ଭାଇ ଏମିତି ଫୋପାଡିଲା ପେନ, ଯାଇ ପଶିଲା ବଡ ଭାଇ ମୁଣ୍ଡରେ, video ଦେଖିଲେ ଆପଣ ବି ଡରିଯିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଘରେ ଭାଇ ଭାଇ ଭିତରେ କିମ୍ବା ଭାଇ ଭଉଣୀ କିମ୍ବା ଭଉଣୀ ଭଉଣୀ ଭିତରେ ଝ-ଗ-ଡା ହୋଇଥାଏ ତେବେ ତାହା ଗମ୍ଭୀର ଝ-ଗ-ଡା ନହେଲେ ବି ଟିକେ ଟିକେ କଥା ରେ ମା-ର ପି-ଟ କିମ୍ବା କୁ-ସ୍ତା କୁ-ସ୍ତି ହୋଇ ପଡ଼ନ୍ତି । ଏହା ସବୁ ଘରର କହାଣି । ଏହା ଦ୍ୱାରା ବାପା ମାଆ ମଧ୍ୟ ବହୁତ ହ-ଇ-ରା-ଣ ହୁଅନ୍ତି ଏବଂ ଚି-ନ୍ତା ମଧ୍ୟ କରନ୍ତି ।


ତେବେ କିନ୍ତୁ ବେଳେ ବେଳେ ଏହି ଭାଇ ଭଉଣୀ ଙ୍କ ମଧ୍ୟରେ ଛୋଟ ଛୋଟ ଝ-ଗ-ଡା ଅଜାଣତରେ ବହୁତ ବଡ଼ ଭ-ୟ-ଙ୍କ-ର ରୁପ ନେଇ ନିଏ । ଯାହା ପରେ ବହୁତ କ-ଷ୍ଟ ଦେଇଥାଏ ଏବଂ ବାପା ମାଆ ଙ୍କୁ ଚି-ନ୍ତା । ତେବେ ସେହି ଭଳି ଏକ ଘଟଣା ବର୍ତ୍ତମାନ ସାମନା କୁ ଆସୁଛି । ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଘଟଣା ଟି ବିହାର ର ମୋତିହାରି ର ।


ତେବେ ଦୁଇ ଭାଇ ଖେଳୁଥିଲେ କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ଭିତରେ ଝ-ଗ-ଡା ଆରମ୍ଭ ହୋଇ ଯାଇଥିଲା ଏବଂ ସାନ ଭାଇ ରା-ଗି-କି ବଡ଼ ଭାଇ ଉପରକୁ ପେନ ଫୋ-ପା-ଡ଼ି ମା-ରି-ଥି-ଲା । ତେବେ ପେନ ଟି ଯାଇ ବଡ଼ ଭାଇ ର ମୁଣ୍ଡ ରେ ବାଜିଥିଲା ଏବଂ ଅଟକି ଯାଇଥିଲା ସେଠାରେ । ତେବେ ଘର ଲୋକ ଏହି ପେନ କୁ ବାହାର କରିବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ ଏହି ପେନ କୁ ବାହାର କରି ପାରିଲେ ନାହିଁ ।

ତେବେ ଶେଷ ରେ ହସ୍ପିଟାଲ କୁ ନେଇ ଆସିଥିଲେ ତେବେ ଆ-ହ-ତ ଅଜିତ ଙ୍କ ମାଆ ଏବଂ ପରିବାର ଲୋକେ କାନ୍ଦି କାନ୍ଦି ନିଜ ଅବସ୍ଥା ଖ-ରା-ପ କରି ଦେଇଥିଲେ । ତେବେ ଡାକ୍ତର ଙ୍କ କହିବା ଅନୁସାରେ ଭାଗ୍ୟ ଭଲ କି ପେନ ବ୍ରେନ କୁ ଛୁଇଁ ପଳେଇ ଆସିଛି ଏବଂ ଯଦି ବେସି କିଛି ହୋଇଥାନ୍ତା ତେବେ ବ୍ରେନ ଡ୍ୟା-ମେ-ଜ ହୋଇ ଯାଇ ଥାନ୍ତା ।

ତେବେ ଅ-ପ-ରେ-ସ-ନ କରାଯାଇ ଥିଲା ତୁରନ୍ତ ଏବଂ ଅ-ପ-ରେ-ସ-ନ ସଫଳ ହୋଇଥିଲା ତେବେ ଡାକ୍ତର ଅରଶଦ କମାଲ ଖୁସି ହୋଇଥିଲେ କି ଅସମ୍ଭବ ଲାଗୁଥିବା ଅ-ପ-ରେ-ସ-ନ ସଫଳ ହୋଇଗଲା । ତେବେ ଶେଷ ରେ ସେ କହିଲେ କି ଏଭଳି କାହା ସହ କରିବା ଉଚିତ ନୁହେଁ ଏବଂ ରା-ଗ ମନୁଷ୍ୟ ର ବଡ଼ ଶ-ତ୍ରୁ ତେଣୁ ରା-ଗ ବେସି କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *