ଖେଳଣା ମଧ୍ୟରେ ଲୁଚି ରହିଛି ଅସଲି ପେଚା, କଣ ଆପଣ କହି ପାରିବେ କେଉଁଟି ? ୧୦୦ ରୁ ୯୯ ଜଣ ଫେଲ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏକ ଫଟୋଚିତ୍ର ଦେଖାଇବାକୁ ଯାଉଅଛୁ । ଏଥିରେ ଖେଳଣା ମାନଙ୍କ ମଧ୍ୟରେ ଗୋଟିଏ ପେଚ୍ଚା ଲୁଚି ରହିଅଛି, ଯଦି ଆପଣଙ୍କ ନଜର ତୀକ୍ଷଣ ଅଛି, ତେବେ ଆପଣ ଏହାକୁ ୫ ସେକେଣ୍ଡ ମଧ୍ୟରେ ଖୋଜି ବାହାର କରନ୍ତୁ । ତେବେ ଏହି ପେଚ୍ଚା କୁ ଖୋଜି ବାହାର କରିବାରେ ୯୯ ପ୍ରତିଶତ ଲୋକ ଫେଲ ହୋଇଛନ୍ତି । ତେବେ ସୋ-ସି-ଆ-ଲ ମି-ଡି-ଆ ରେ ଆଉ ଏକ ଏଭଳି ଫଟୋଚିତ୍ର ଘୁରି ବୁଲିବାରେ ଲାଗିଛି ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ଚକର କାଟିବ ।

ଭା-ଇ-ରା-ଲ ହେଉଥିବା ଏହି ଫଟୋଚିତ୍ର ରେ ପେଚ୍ଚା ମାନଙ୍କର ଅନେକ ଖେଳଣା ମଧ୍ୟରେ ଏକ ଅସଲି ପେଚ୍ଚା ରହିଅଛି । ଆପଣଙ୍କୁ କେବଳ ୫ ସେକେଣ୍ଡ ଭିତରେ ଏହି ପେଚ୍ଚା କୁ ଚିହ୍ନଟ କରିବାକୁ ହେବ । ତେବେ ଆପଣଙ୍କ ନଜର ମଧ୍ୟ ଚିଲ ଭଳି ହେବା ଆବଶ୍ୟକ । ତେବେ ଯାଇ ଆପଣ ଏହି ପେଚ୍ଚା କୁ ଖୋଜି ବାହାର କରିବାରେ ସକ୍ଷମ ହେବେ । ଏହିଭଳି ଫଟୋଚିତ୍ର ରେ ଆଖି ସହିତ ଲୁଚକାଳୀ ଖେଳିଲା ଭଳି ଏଭଳି ଜିନିଷ ଗୁଡିଏ ରହିଥାଏ ଯେ ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ଆଖି ସାମ୍ନା ରେ ଥିବା ଜିନିଷ ଉପରେ ନଜର ଯାଇନଥାଏ ।

ଏହି ଫଟୋଚିତ୍ର ରେ ପେଚ୍ଚା ଟି ଏହିଭଳି ଭାବରେ ଲୁଚି ରହିଛି ଯାହାକୁ ଖୋଜିବା ସାଧାରଣତଃ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଯଦି ଆପଣ ଅସଲି ପେଚ୍ଚା କୁ ଖୋଜି ବାହାର କରିବାରେ ସକ୍ଷମ ହେଉଛନ୍ତି ତେବେ ମାନିଯିବା ଯେ ଆପଣ ଜାନେ ଜିନିୟସ ଅଟନ୍ତି । ପରନ୍ତୁ ଯଦି ଆପଣ ଅସଲି ପେଚ୍ଚା କୁ ଖୋଜି ବାହାର କରିବାରେ ଅସମର୍ଥ ହେବେ ତେବେ ଆପଣ ଏହି ଫଟୋଚିତ୍ର କୁ ଧ୍ୟାନରେ ଦେଖନ୍ତୁ ଏବଂ  ଅସଲି ପେଚ୍ଚାକୁ ଖୋଜନ୍ତୁ ।

ଆପଣ ଏହି ଚିତ୍ରରେ ଦେଖି ପାରୁଥିବେ ଯେ ଏହି ଫଟୋଚିତ୍ର ରେ କେତେ ରଙ୍ଗବେରଙ୍ଗ ର ପେଚ୍ଚା ଥିବା ନଜର ଆସୁଛନ୍ତି । ଏହି ଖେଳଣା ମଧ୍ୟରେ ଏକ ଅସଲି ପେଚ୍ଚା କୁ ବହୁତ ଚାଲାକର ସହିତ ରଖା ଯାଇଅଛି । ଯଦି ଆପଣ ପେଚ୍ଚା କୁ ଖୋଜିବାରେ ଫେଲ ହୋଇଗଲେ ତେବେ ଆପଣ ଚିନ୍ତା ଆଦୌ କରନ୍ତୁ ନାହିଁ । ଆମେ ଅସଲି ପେଚ୍ଚା କୁ ଚିହ୍ନଟ କରି ଆପଣଙ୍କୁ ଦେଖାଉଛୁ । ଏହାକୁ ଦେଖି ଆପଣଙ୍କ ମୁଣ୍ଡ ଚକ୍କର କାଟିବା ।

ଆପଣ ଚିନ୍ତା କରିବେ ଯେ ଏହା ସେହି ପେଚ୍ଚା ଥିଲା ଯାହାକୁ ବାରମ୍ବାର ପରଖି ଆପଣ ଅନ୍ୟ ପେଚ୍ଚା ଙ୍କୁ ଦେଖୁଥିଲେ । ତେବେ ଏହିଭଳି ଅନେକ ଫଟୋଚିତ୍ର ଦେଖିବାକୁ ମିଳିଥାଏ । ଏହା ବହୁତ ଇଣ୍ଟରେସଟିଙ୍ଗ ମଧ୍ୟ ହୋଇଥାଏ । ବିଶେଷ କରି ଛୋଟ ଛୋଟ ପିଲାମାନେ ଏହିଭଳି ଫଟୋଚିତ୍ର କୁ ଦେଖି ନିର୍ଣ୍ଣୟ କରି ଅସଲି ଜିନିଷ କୁ ଖୋଜି ବାହାର କରିବାକୁ ବହୁତ ଧ୍ୟାନ ଦେଇଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *