ଖେଳ ମଝିରେ ଘଟିଗଲା ବଡ ଅଘଟଣ ! ମରୁ ମରୁ ଅଳ୍ପକେ ବର୍ତ୍ତିଗଲେ ଭାରତର ଏହି ଦମଦାର ଖେଳାଳୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ହୋଇଛି ଅଘଟଣ । ଏହା ଫଳରେ ସୋ-ସି-ଆ-ଲ ମି-ଡି-ଆରେ ଏହା ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଅନ୍ତିମ ମ୍ୟାଚ ଢାକା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଜଣେ ଖେଳାଳୀଙ୍କ ସହିତ ଏକ ଅଘଟଣ ଘଟିଛି ।

ଏହା ସହିତ ସେ ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ଦ୍ଵିତୀୟ ଟେଷ୍ଟ ରେ ବାଂଲାଦେଶ ର ଅଧିନାୟକ ସାକି ବୁଲାସନ ଟସ ଜିତି ପ୍ରଥମ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ବାସ୍ତବରେ ଏହି ଘଟଣା ୪୦ ତମ ଓଭର ତୃତୀୟ ବଳରେ ଘଟିଥିଲା । ଭାରତୀୟ ଦଳ ତରଫରୁ ଜୟଦେବ ଊନାକଡ ବଲିଙ୍ଗ କରୁଥିଲେ ।

ବାଂଲାଦେଶର ବ୍ୟାଟ୍ସମ୍ୟାନ ମମି ଏକ ସଟ ଖେଳିଥିଲେ, ଯେଉଁ ସଟ ଟି ସିଧାସଳଖ ଭାରତୀୟ ଦଳର ଅଲ ରାଉଣ୍ଡର ଅକ୍ଶର ପଟେଲ ଙ୍କ ନିକଟକୁ ଯାଇଥିଲା । କିନ୍ତୁ ଅକ୍ଶର ପଟେଲ ଅନ୍ୟ ମନସ୍କ ଥିବାରୁ ବଲ ଟିକୁ ଧରିପାରି ନଥିଲେ । ଏହାପରେ ବଲ ଟି ସିଧା ସଳଖ ତାଙ୍କ ମୁଣ୍ଡରେ ବାଜିଥିଲା । ମୁଣ୍ଡରେ ବାଜିବା ଫଳରେ ସେ ସଙ୍ଗେ ସଙ୍ଗେ ତଳେ ପଡିଯାଇଥିଲେ ।

ଅକ୍ଶର ଙ୍କୁ ଅତ୍ୟଧିକ ଆଘାତ ଲାଗିଥିବାରୁ ଏହାପରେ ଭାରତୀୟ ଦଳର ଫିଜିଓ ପଡିଆକୁ ଆସିଥିଲେ ଏବଂ ତାଙ୍କୁ ଚିକିତ୍ସ୍ୟା ମଧ୍ୟ କରିଥିଲେ । ଏହାକୁ ଦେଖି ଭାରତୀୟ ଖେଳାଳୀ ମାନେ ସଂପୂର୍ଣ୍ଣ ରୂପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଦୁଃଖ ପ୍ରକାଶ କରିବା ସହିତ ଅକ୍ଶର ଙ୍କ ମନୋବଳ କୁ ଦୃଢ ରଖିବାକୁ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ଏହି ଭି-ଡି-ଓ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗୁଛି । ତେବେ ଭାରତୀୟ ଦଳର କେତେକ ତୃଟି ରହିଛି ତାହା ପୂର୍ବତ୍ତନ କ୍ରିକେଟର କପିଲ ଦେବ ନିଜ ମତାମତ ଦେଇଥିଲେ । ଯେ ଟିମ କୁ କିଭଳି ଭାବରେ ସବୁ ମ୍ୟାଚ ଗୁଡିକରେ ନିଜର ଉତ୍ତମ ପ୍ରଦର୍ଶନ ଦେଖାଇବାକୁ ହେବ ।

ଟିମ ବର୍ତ୍ତମାନ ଯେଉଁଭଳି ଭାବରେ ଖେଳୁଛି ସେହିଭଳି ଭାବରେ ଆଦୌ ଖେଳିବା ଅନାବଶ୍ୟକ । ଯଦି ଭାରତୀୟ ଦଳ ଏହିସବୁ ଦିଗରେ ବିଶେଷ ଧ୍ୟାନ ଦିଅନ୍ତି ତେବେ ନିଶ୍ଚିତ ଭାବରେ ଏକ ଦମଦାର ଟିମ ପ୍ରସ୍ତୁତ ହେବ ବୋଲି କପିଲ ଦେବ କହିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *