Optical Illusion: କଣ ଆପଣ କହିପାରିବେ ? ଫଟୋରେ କେଉଁଠି ଲୁଚି ବସିଛି ଝିଅଟି ? 100 ରୁ 99 ଫେଲ…

ବନ୍ଧୁଗଣ, ଦୁନିଆରେ ଏଭଳି ଅନେକ ଜିନିଷ ରହିଛି ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ, ଏବଂ କିଛି ତ ଏଭଳି ଥାଏ ଯାହା ମସ୍ତିଷ୍କ କୁ ମଧ୍ୟ ଦୋହଲାଇ ରଖିଦେଇଥାଏ । ଏହାକୁ ଆର୍ଟିକଲ ଭ୍ରମ ଚିତ୍ର ବୋଲି କୁହାଯାଇଥାଏ । ଏହାର ଅର୍ଥ ହୋଇଥାଏ ଆଖିର ଧୋକା । ଯେଉଁଥିରେ ରହିଥାଏ କିଛି କିନରୁ ଲୋକଙ୍କୁ ଦେଖାଯାଇଥାଏ ଆଉ କିଛି । ମାନି ନିଅନ୍ତୁ ଯେ ଫଟୋଚିତ୍ର ରେ କୌଣସି ଜଙ୍ଗଲ ମଧ୍ୟରେ ଏକ ପଶୁ ଲୁଚି ରହିଥାଏ, ମାତ୍ର ତାହା ସହଜରେ ଲୋକଙ୍କ ନଜରରେ ଆସି ନଥାଏ,

ଲୋକଙ୍କୁ ଲାଗିଥାଏ ଯେ ଏହି ଫଟୋଚିତ୍ରରେ କେବଳ ଜଙ୍ଗଲ ହିଁ ଅଛି । କିନ୍ତୁ ତା’ ମଧ୍ୟରେ କେବଳ ପଶୁ ହିଁ ଲୁଚି ରହିଥାଏ । ତେବେ ଆଜି ଆମ୍ଭେ ଆପଣଙ୍କ ପାଇଁ ଏଭଳି ଏକ ଫଟୋଚିତ୍ର ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ମୁଣ୍ଡ ଚକ୍କର କାଟିବା ଆରମ୍ଭ କରିଦେବ । ଏହି ଫଟୋଚିତ୍ର ରେ ଆପଣଙ୍କୁ ଲୁଚି ରହିଥିବା ଏକ ଝିଅକୁ ଖୋଜିବାର ଅଛି । ଏହା ଗୋଟିଏ ଚ୍ୟାଲେଞ୍ଜ ଅଟେ ଯେ ଆପଣ କେତେ ଜଲ୍ଦି ଏହାକୁ ଖୋଜି ବାହାର କରିବାରେ ସକ୍ଷମ ହେଉଛନ୍ତି ।

ଏହି ଫଟୋଚିତ୍ର ରେ ଶୁଖିଯାଇଥିବା ଗଛ, ଜଙ୍ଗଲ, ପାହାଡ, ଝାଡି ନଜର ଆସୁଛନ୍ତି । ଏହି ଫଟୋଚିତ୍ର କୁ ଏଭଳି ଭାବରେ ବନାଯାଇଅଛି ଯେ ସେଥିରେ ଏକ ଦାଢିଥିବା ଲୋକ ନଜର ଆସୁଅଛି, ଏବଂ ଏହା ମଧ୍ୟରେ ହିଁ ଗୋଟିଏ ସିକ୍ରେଟ ଲୁଚି ରହିଛି, ଅର୍ଥାତ ଫଟୋଚିତ୍ର ଭିତରେ ହିଁ ଗୋଟିଏ ଯୁବତୀ ଲୁଚି ରହିଅଛି ।

ଏହିଭଳି ଫଟୋଚିତ୍ର କୁ ଖୋଜିବାର ଅର୍ଥ ମହାସାଗରରେ ଛୁଞ୍ଚି ଖୋଜିବା ବରାବର । ମାତ୍ର ଏହି ଫଟୋଚିତ୍ରକୁ ଯଦି ଆପଣ ଧ୍ୟାନରେ ଦେଖିବେ, ତେବେ ଆପଣଙ୍କୁ ଫଟୋଚିତ୍ର ରେ ଲୁଚି ରହିଥିବା ଝିଅ ନଜର ଆସିବ । ଏଥି ନିମନ୍ତେ ଆପଣଙ୍କ ନଜର ତୀକ୍ଷଣ ହେବା ଆବଶ୍ୟକ । ଏବଂ ମନର ଏକାଗ୍ର କରିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଯାଏଁ ଆପଣ ଏହି ଚ୍ୟାଲେଞ୍ଜ କୁ ଜିତିପାରିବେ । ଯଦି ଆପଣ ଜାଣିପାରୁନାହାଁନ୍ତି, ତେବେ ଆମ୍ଭେ ଆପଣଙ୍କୁ ସାହାର୍ଯ୍ୟ କରିଦେଉଛୁ ।

ଏହି ଚିତ୍ରରେ ଝିଅଟି ବସିଛି ଏବଂ ସେ ଗୋଟିଏ ଗୋଲ ଟୋପି ମଧ୍ୟ ପିନ୍ଧିଛି । ବର୍ତ୍ତମାନ ଆଶା ଯେ ଆପଣ ଝିଅଟିକୁ ଖୋଜି ପାରିବେ । ମାତ୍ର ଯଦି ଆପଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଲା ନାହିଁ । ଏହି ଯୁବତୀ ଟି ଫଟୋଚିତ୍ର ରେ ଥିବା ଦାଢିବାଲା ଲୋକଟିର ନାକ ଉପରେ ବସିଛି । ଆପଣ ଧ୍ୟାନରେ ଦେଖିଲେ ଜାଣିପାରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *