Odia GK Questions- ଏମିତି କେଉଁ ସ୍ଥାନକୁ 100 ଲୋକ ଗଲେ 99 ଜଣ ଫେରନ୍ତି ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ସାଧାରଣଜ୍ଞାନ ସମ୍ବନ୍ଧୀୟ ବିଶେଷ ପ୍ରଶ୍ନଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଚତ୍ର ଛାତ୍ରୀ ମାନଙ୍କ ପାଇଁ ବିଶେଷ ଭାବରେ କାର୍ଯ୍ୟକାରୀ ସାବ୍ୟସ୍ଥ ହେବ । ସରକାରୀ ଚାକିରୀ ନିମନ୍ତେ ମଧ୍ୟ ଏହା ଆପଣଙ୍କୁ ବେସ ସହାୟ କରିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଜଳୁଥାଏ ସୁଗନ୍ଧ ପାଇଁ, ଫୁଲ ନୁହେଁ କିନ୍ତୁ ସୁଗନ୍ଧ ଦେଇଥାଏ ?

ଉତ୍ତର;- ଅଗରବତୀ ।

୨;- ତିନି ଅକ୍ଷରରେ ନାମ ମୋହର ଓଲଟା ସିଧା ସବୁ ସମାନ ?

ଉତ୍ତର;- ଜହାଜ ।

୩;- ଚାରି ଡ୍ରାଇଭର ଗୋଟିଏ ସବାରୀ ତାଙ୍କ ପଛରେ ଜନତା ଭାରି ?

ଉତ୍ତର;- ଶବ ।

୪;- ଗଣି ପାରିବେନି କେହି ଅଛି ହଜାର ଲକ୍ଷ ଏକା ସହିତ ମସ୍ତିଷ୍କକୁ ଥଣ୍ଡା ରଖିଥାଏ ଗରମ, ଥଣ୍ଡା ଏବଂ ବର୍ଷା ରେ ?

ଉତ୍ତର;- କେଶ ।

୫;- ମୋ ଶିରା ପ୍ରଶିରା ରେ ମିଠା ରସ, ଯିଏ ମଧ୍ୟ ମୋହର ନାମ କହିବ ତାଙ୍କୁ ମିଳିବ ୧୦ ଟଙ୍କା ?

ଉତ୍ତର;- ଜିଲାଫି ।

୬;- ତାହା କ’ଣ ଅଟେ ଯାହାକୁ ବିନା ଧରି ଭାଙ୍ଗି ପାରିବା ?

ଉତ୍ତର;- ରାଣ ।

୭;- ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ପୁରୁଣା ଟିଭି ସିରିୟଲ କେଉଁଟା ?

ଉତ୍ତର;- ତାରକ ମେହତା ର ଓଲଟା ଚଷମା ।

୮;- କେଉଁ ଦେଶରେ କେବଳ ମହିଳା ମଦ୍ୟପାନ କରିପାରିବେ ?

ଉତ୍ତର;- ପେରୁ ଦେଶରେ ।

୯;- ଏଭଳି କେଉଁ ଦେଶ ଅଛି ଯାହାକୁ ଆପଣ ପିନ୍ଧି ପାରନ୍ତି ନାହିଁ ?

ଉତ୍ତର;- ଆଡ୍ରେସ ।

୧୦;- ଏଭଳି କଣ ଅଛି ଯାହା ଫାଟିଥାଏ କିନ୍ତୁ ଆଦୌ ଆବାଜ ଆସିନଥାଏ ?

ଉତ୍ତର;- କ୍ଷୀର ।

୧୧;- ବର୍ଷରେ ଗୋଟିଏ ଥର କିଣିଥାଉ, ସଂପୂର୍ଣ୍ଣ ବର୍ଷ ବ୍ୟବହାର କରିଥାଉ ଏବଂ ପରେ ଫୋପାଡି ଦେଇଥାଉ, ତାହା କ’ଣ ଅଟେ ?

ଉତ୍ତର;- କ୍ୟାଲେଣ୍ଡର ।

୧୨;- ଏଭଳି କେଉଁ ଜିନିଷ ଅଛି ଯାହା ଗରମ ହେଉ କି ଶୀତ ସବୁବେଳେ ଥଣ୍ଡା ରହିଥାଏ ?

ଉତ୍ତର;- ବର୍ଫ ।

୧୩;- ଏଭଳି କେଉଁ ଜିନିଷ ଅଛି ଯାହାକୁ ଆମ୍ଭେ ଖାଇବା ପାଇଁ କିଣିଥାଉ ମାତ୍ର ଖାଇନଥାଉ ?

ଉତ୍ତର;- ପ୍ଳେଟ ଅଥବା ଚାମଚ ।

୧୪;- ତାହା କ’ଣ ଅଟେ ଯାହା ଆପଣଙ୍କର କିଛି ମଧ୍ୟ କହିବା ପୂର୍ବରୁ ଭାଙ୍ଗିଯାଇଥାଏ ?

ଉତ୍ତର;- ଚୁପରହିବା ।

୧୫;- youtube କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଆମେରିକା ।

୧୬;- ଏଭଳି କେଉଁ ସ୍ଥାନ ଅଛି ଯେଉଁଠାକୁ ୧୦୦ ଲୋକ ଯାଇଥାନ୍ତି ତ ୯୯ ଲୋକ ଫେରିଥାନ୍ତି ?

ଉତ୍ତର;- ଶ୍ମଶାନ ଘାଟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *