Interesting Gk Question- ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଗୋଟିଏ ଝିଅର ନାମ ଓ ଓଲଟା ଲେଖିଲେ ଗୋଟିଏ ଫିଲ୍ମ ର ନାମ ଆସିଥାଏ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. କେଉଁ ପ୍ରାଣୀ ଛିଡ଼ା ହୋଇ ଶୋଇଥାଏ?
ଉତ୍ତର- ଘୋଡ଼ା।

୨. ମହୁମାଛି ଗୋଟିଏ ସମୟରେ କେତୋଟି ଫୁଲ ର ରସ ପିଇ ପାରିଥାଏ?
ଉତ୍ତର- ୨୦ ହଜାର ଫୁଲର।

୩. କେଉଁ ଦେଶର ଲୋକ ଏ.ସି ର ବ୍ୟବହାର ସବୁଠାରୁ ଅଧିକ କରିଥାନ୍ତି?
ଉତ୍ତର- ଆମେରିକା।

୪. ଭାରତରେ କେଉଁ ମୋଟର ସାଇକେଲ ସବୁଠାରୁ ଅଧିକ ବିକ୍ରି ହୋଇଥାଏ?
ଉତ୍ତର- ହିରୋ ସ୍ପେଲ୍ଣ୍ଡର।

୫. ସବୁଠାରୁ ଅଧିକ କଳା ଛୁଆ କେଉଁଠାରେ ଜନ୍ମ ହୋଇଥାନ୍ତି?
ଉତ୍ତର- ୱେଷ୍ଟ୍ ଇଣ୍ଡିଜ।

୬. ବିଶ୍ୱ ର ସବୁଠାରୁ କଠୋର କାନୁନ କେଉଁ ଦେଶର ଅଟେ?
ଉତ୍ତର- ସାଉଦୀ ଆରବ।

୭. ଆନ୍ନା ହଜାରେ ଙ୍କ ବାସ୍ତବ ନାମ କଣ ଅଟେ?
ଉତ୍ତର- କିଶନ ବାବୁଲାଲ୍ ହଜାରେ।

୮. ବିଶ୍ୱ ର ସବୁଠାରୁ ମହଙ୍ଗା ସାମଗ୍ରୀ କଣ ଯାହା ବିକ୍ରି ହୋଇଥାଏ?
ଉତ୍ତର- ୟୁରୋନିୟମ

୯. ଆମେରିକା କେଉଁ ଦେଶର ଗୁଲାମ ରହି ସାରିଛି?
ଉତ୍ତର- ଇଂଲାଣ୍ଡ।

୧୦. ଭାରତର ପ୍ରଥମ ମହିଳା ଆଇ.ପି.ଏସ ଅଧିକାରୀ କିଏ ଅଟନ୍ତି?
ଉତ୍ତର- କିରଣ ବେଦୀ।

୧୧. ବିଶ୍ୱ ରେ ସବୁଠାରୁ ଅଧିକ ଦରମା କାହାକୁ ମିଳିଥାଏ?
ଉତ୍ତର- ଆମେରିକା ର ରାଷ୍ଟ୍ରପତି।

୧୨. ବିଶ୍ୱ ର ସବୁଠାରୁ ବଡ଼ ମନ୍ଦିର କଣ ଅଟେ?
ଉତ୍ତର- ଆଂକୋରୱାର।

୧୩. ଭାରତରେ ସର୍ବ ପ୍ରଥମେ ରେଳ କେଉଁ ସ୍ଥାନ ରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ଚାଲିଥିଲା?
ଉତ୍ତର- ମୁମ୍ବାଇ ରୁ ଥାନେ।

୧୪. ଦୁନିଆ ର ସବୁଠାରୁ ବୁଦ୍ଧିମାନ ଦେଶ କଣ ଅଟେ?
ଉତ୍ତର-ହଙ୍ଗକଙ୍ଗ।

୧୫. କାହାର ପିତା ଏବଂ ପୁତ୍ର ଦୁହେଁ ଭାରତର ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି?
ଉତ୍ତର- ଇନ୍ଦିରା ଗାନ୍ଧୀ।

୧୬. କେଉଁ ଫଳରେ ସବୁ ପ୍ରକାର ଭିଟାମିନ ମିଳିଥାଏ?
ଉତ୍ତର- ଅମୃତଭଣ୍ଡା।

୧୭. ମରିବା ପରେ ମନୁଷ୍ୟ ଶରୀରର ଓଜନ କେତେ ଗ୍ରାମ କମି ଯାଇଥାଏ?
ଉତ୍ତର- ୨୧ଗ୍ରାମ।

୧୮. ଖାଦ୍ୟ ମୁହଁ ରୁ ପେଟ ପର୍ଯ୍ୟନ୍ତ ପହଂଚିବା ପାଇଁ କେତେ ସମୟ ଲାଗିଥାଏ?
ଉତ୍ତର- ୭ସେକେଣ୍ଡ।

୧୯. ଆମ ନାକ କେତେ ପ୍ରକାର ସେଣ୍ଟ କୁ ଅନୁଭବ କରିପାରେ?
ଉତ୍ତର- ୫୦୦୦୦।

୨୦. ଜଣେ ମନୁଷ୍ୟ ଅତିବେଶୀ ରେ କେତେ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହି ପାରିଥାଏ?
ଉତ୍ତର- ୨୬୪ ଘଣ୍ଟା।

୨୧. ଏଭଳି କେଉଁ ଦେଶ ଅଛି ଯାହାର କୌଣସି ରାଜଧାନୀ ନାହଁ?
ଉତ୍ତର- ନୌରୁ।

୨୨. ଆମେରିକା ରେ କେବେ ସ୍ୱତନ୍ତ୍ରତା ଦିବସ ପାଳନ କରା ଯାଇଥାଏ?
ଉତ୍ତର- ୪ ଜୁଲାଇ।

୨୩. ଭାରତର ରାଷ୍ଟ୍ରୀୟ ଖାଦ୍ୟ କଣ ଅଟେ?
ଉତ୍ତର- ଖେଚୁଡ଼ି।

୨୪. ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ?
ଉତ୍ତର- ୨୮ ଫେବୃଆରୀ।

୨୫. ଏଭଳି କଣ ରହିଛି ଯାହାକୁ ସିଧା ଲେଖିଲେ ଜଣେ ଝିଅ ର ନାମ ଏବଂ ଓଲଟା ଲେଖିଲେ ଗୋଟିଏ ଫିଲ୍ମ ର ନାମ ହେବ?
ଉତ୍ତର- ମଧୁ ଓ ଧୁମ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *