Interesting Odia Gk- IAS ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ନ ! ଏଭଳି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢ଼ି ପାରିବା ନାହିଁ

ବନ୍ଧୁଗଣ ନମସ୍କାର, ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଆଲୋଚନା କରିବା। ଯାହାଦ୍ୱାରା ଆପଣ କିଛି ଅଜଣା ପ୍ରଶ୍ନ ବିଷୟରେ ଜାଣି ପାରିବେ ଏବଂ ଏହାର ଉତ୍ତର ମଧ୍ୟ ଜାଣି ପାରିବେ।ତେବେ ଏହାଦ୍ୱାରା ଆପଣଙ୍କ ର ଜ୍ଞାନ ର ବୃଦ୍ଧି ମଧ୍ୟ ହେବ। ତେବେ ଆସନ୍ତୁ ଜାଣି ନେବା ସେହି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ।

୧. ଏଭଳି କେଉଁ ଦେଶ ରହିଛି ଯିଏ ଆଜି ପର୍ଯ୍ୟନ୍ତ କାହାର ବି ଗୁଲାମ ହୋଇ ନାହିଁ?
ଉତ୍ତର- ନେପାଳ।

୨. ମନୁଷ୍ୟ କେତେ ପ୍ରକାର ବାସ୍ନା କୁ ଅନୁଭବ କରିପାରେ?
ଉତ୍ତର- ୫୦ ହଜାର ରୁ ବି ଅଧିକ।

୩. ଏଭଳି କଣ ରହିଛି ଯାହା ଦିନରାତି ଚାଲିଥାଏ?
ଉତ୍ତର- ଘଣ୍ଟା ବା ସମୟ।

୪. ଏଭଳି କେଉଁ ପ୍ରାଣୀ ରହିଛି ଯିଏ କଥା କହିପାରେ ନାହିଁ?
ଉତ୍ତର- ଜିରାଫ।

୫. କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ?
ଉତ୍ତର- ତୁର୍କୀ।

୬. ଗୋଟିଏ ଫିଲ୍ମ ବନାଇବାକୁ କେତେ ସମୟ ଲାଗିଥାଏ?
ଉତ୍ତର- ୬ ରୁ ୮ ମାସ।

୭. ନୂଆ ଗାଡ଼ି ର ନମ୍ବର ପ୍ଲେଟ ରେ A/F କାହିଁକି ଲେଖାଯାଏ?
ଉତ୍ତର- କାଗଜ ବନାଯାଇ ନଥାଏ ବୋଲି।

୮. ଆମ ଘରର ସ୍ତ୍ରୀ ଲୋକ ଙ୍କୁ ଦେଖି ସିଟି ବଜାଏ କିନ୍ତୁ ଆମେ ତାକୁ କିଛି ପାରିବୁ ନାହିଁ ତାହା କଣ?
ଉତ୍ତର- ପ୍ରେସର କୁକର।

୯. ଏଭଳି କେଉଁ ଜିନିଷ ଅଛି ଯାହା ଆଗରୁ ଈଶ୍ୱର ବନାଇଛନ୍ତି ଏବଂ ପରେ ମନୁଷ୍ୟ ବନାଇଛି?
ଉତ୍ତର- ବଳଦ ଗାଡ଼ି।

୧୦. ଏଭଳି କେଉଁ ଫଳ ଅଛି ଯାହା ମିଠା ହେବା ପରେ ବି ବଜାର ରେ ବିକ୍ରି ହୁଏ ନାହିଁ?
ଉତ୍ତର- ପରିଶ୍ରମ ର ଫଳ।

୧୧. କେଉଁ ଦେଶରେ ଆଳୁ ଚାଷ ହୁଏ ନାହିଁ?
ଉତ୍ତର- ବେନିଆ।

୧୨. କେଉଁ ପ୍ରାଣୀ କୁ ସବୁ ବସ୍ତୁ ଦୁଇ ଗୁଣ ବଡ଼ ଦେଖାଯାଏ?
ଉତ୍ତର- ହାତୀ।

୧୩. ମିସାଇଲ ମ୍ୟାନ ନାମରେ କିଏ ପ୍ରସିଦ୍ଧ?
ଉତ୍ତର- ଏପିଜେ ଅବଦୁଲ କଲାମ।

୧୪. କେଉଁ ଦେଶରେ ସବୁଠାରୁ କଠୋର ଆଇନ ରହିଛି?
ଉତ୍ତର- ସାଉଦି ଆରବ।

୧୫. କେଉଁ ଦେଶର ବ୍ୟକ୍ତି ସବୁଠାରୁ ଅଧିକ ପରିଶ୍ରମୀ ଅଟନ୍ତି?
ଉତ୍ତର- ଜାପାନ।

୧୬. ବିଶ୍ୱ ପାଣିପାଗ ଦିବସ କେବେ ପାଳନ କରାଯାଏ?
ଉତ୍ତର- ୨୩ ମାର୍ଚ୍ଚ।

୧୭. କେଉଁ ଦେଶରେ ଗୋଟିଏ ବି ନ୍ୟୁଜ ଚ୍ୟାନେଲ ନାହିଁ?
ଉତ୍ତର- ଗ୍ରୀକ।

୧୮. କେଉଁ ଗଛ ର କାଠ ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ?
ଉତ୍ତର- ଲାଲ ଚନ୍ଦନ।

୧୯. ଏଭଳି କେଉଁ ଫଳ ରହିଛି ଯେଉଁଥିରେ ସବୁ ଭିଟାମିନ ରହିଥାଏ?
ଉତ୍ତର- ଅମୃତଭଣ୍ଡା।

୨୦. ଏଭଳି କେଉଁ ଶବ୍ଦ ରହିଛି ଯାହାକୁ ଆମେ ଲେଖିପାରୁ କିନ୍ତୁ ପଢ଼ିପାରୁ ନାହିଁ?
ଉତ୍ତର- ନାହିଁ।

Leave a Reply

Your email address will not be published. Required fields are marked *