Interesting Gk Q&A- ଭାରତର କେଉଁ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ପାକିସ୍ଥାନରେ ହୋଇଥିଲା ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ।

୧;-  କେଉଁ ପକ୍ଷୀ କେବଳ ବର୍ଷା ପାଣି ସେବନ କରିଥାଏ ?

ଉତ୍ତର;- ଚାତକ ପକ୍ଷୀ ।

୨;- କେଉଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ବନିଛନ୍ତି ?

ଉତ୍ତର;- ତେଲେଙ୍ଗାନା ରେ ।

୩;- ତାଜମହଲକୁ କିଏ ବିକ୍ରି କରିଦେଇଥିଲେ ?

ଉତ୍ତର;- ବିହାରର ନଟବର ଲାଲ ।

୪;- କେଉଁ ରସକୁ ସେବନ କରିବା ଦ୍ଵାରା ଚେହେରା ଚମକିଥାଏ ?

ଉତ୍ତର;- ଏଲୋବେରା ରସ ।

୫;- ଭାରତର ସବୁଠାରୁ ବଡ ଗାର୍ଡେନ କେଉଁଠାରେ ଅଛି ?

ଉତ୍ତର;- ଆଲିପୁର କୋଲକାତାରେ ।

୬;- ଏଭଳି କେଉଁ ପଶୁ ଅଛି ଯାହା ପାଟିରେ ୧୪ ହଜାର ଦାନ୍ତ ରହିଥାଏ ?

ଉତ୍ତର;- ବେଲୁଗା ଭେଲର ପାଟିରେ ।

୭;- ଭାରତରେ ସମୁଦାୟ କେତୋଟି ଉଚ୍ଚନ୍ୟାୟାଳୟ ଅଛି ?

ଉତ୍ତର;- ୨୪ ଉଚ୍ଚ ନ୍ୟାୟଳୟ ଅଛି ।

୮;- ଭାରତର କେଉଁ ରାଜ୍ୟରେ କୋରିଆ ନାମକ ଜିଲ୍ଲା ଅଛି ?

ଉତ୍ତର;- ଛତିଶଗଡ ରେ ।

୯;- ତାହା କେଉଁ ଜୀବ ଅଛି ଯାହା ପାଣିକୁ ୧୯ କିଲୋମିଟର ଦୂରତାରୁ ଶୁଙ୍ଘିନେଇଥାଏ ?

ଉତ୍ତର;- ହାତୀ ।

୧୦;- ମୃତ୍ୟୁ ପରେ ମନୁଷ୍ୟର ଶରୀର କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର;- ୧୦ମିନିଟ ପର୍ଯ୍ୟନ୍ତ ।

୧୧;- ଏଭଳି କେଉଁ ଜୀବ ଅଛି ଯାହାର ମସ୍ତିଷ୍କ ତାହାର ଶରୀରଠାରୁ ବଡ ହୋଇଥାଏ ?

ଉତ୍ତର;- ପିମ୍ପୁଡି ।

୧୨;- ଏଭଳି କେଉଁ ଜିନିଷ ଅଛି ଯାହା ଜନ୍ମନିଏ ସାମୁଦ୍ରରେ କିନ୍ତୁ ରହିଥାଏ ଘରେ ?

ଉତ୍ତର;- ଲୁଣ ।

୧୩;- ଏଭଳି କେଉଁ ଜିନିଷ ଅଛି ଯାହା ପାଣି ପିଇବା ପରେ ମରିଯାଇଥାଏ ?

ଉତ୍ତର;- ଶୋଷ ।

୧୪;- କେଉଁ ପଶୁ ଜନ୍ମରୁ ଘୁଙ୍ଗା ହୋଇଥାଏ ?

ଉତ୍ତର;- ଜିରାଫ ।

୧୫;- ବୁଲନ୍ଦ ଫାଟକ କେଉଁଠାରେ ଅବସ୍ଥିତ ଅଟେ ?

ଉତ୍ତର;- ଫତେପୁର ଶିକରୀରେ ।

୧୬;- ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟା?

ଉତ୍ତର;- ସିକ୍କିମ ।

୧୭;- ଏଭଳି କେଉଁ ପ୍ରାଣୀ ଅଛି ଯାହାର ଜିଭ ମିଳିନଥାଏ ?

ଉତ୍ତର;- କୁମ୍ଭୀରର ।

୧୮;- ଗଙ୍ଗା ସାଗର ପରିଯୋଜନା କେଉଁ ନଦୀରେ ସ୍ଥିତ ଅଛି ?

ଉତ୍ତର;- ଚମ୍ବଲ ନଦୀରେ ।

୧୯;- ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର;- ଜାକିର ହୁସେନ ।

୨୦;- ଭାରତର ନେପୋଲିୟନ କାହାକୁ କୁହାଯାଇଅଛି ?

ଉତ୍ତର;- ସମୁଦ୍ରଗୁପ୍ତ କୁ ।

୨୧;- ଆମିର ଖାନ ଙ୍କର ସଂପୂର୍ଣ୍ଣ ନାମ କ’ଣ ?

ଉତ୍ତର;- ମହମ୍ମଦ ଆମିର ହୁସେନ ଖାନ ।

୨୨;- ବିଲାତିର ରଙ୍ଗ କେଉଁ କାରଣ ହେତୁ ଲାଲ ହୋଇଥାଏ ?

ଉତ୍ତର;- ଲାଇକୋପିନ କାରଣରୁ ।

୨୩;- ଭାରତର କେଉଁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ପାକିସ୍ଥାନ ରେ ହୋଇଥିଲା ?

ଉତ୍ତର;- ଡକ୍ଟର ମନମୋହନସିଂ ।

ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *