Interesting Gk Questions- କେଉଁ ଫୁଲର ଓଜନ 10 କିଲୋ ଠାରୁ ବି ଅଧିକ ? 99% ଲୋକ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଏହି ପ୍ରଶ୍ନ ଉତ୍ତର କୁ ମନେ ରଖି ଆପଣ ନିଜ ଜୀବନରେ ଅନେକ ସଫଳତାର ଅଧିକାର ମଧ୍ୟ ହୋଇପାରନ୍ତି । କାରଣ ବିଦ୍ୟାଳୟ ହେଉ କି ଅବା ଚାକିରୀ କ୍ଷେତ୍ର ସବୁ ଜାଗାରେ ସାଧାରଣଜ୍ଞାନ ରହିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଆଜିର ଏହି ପ୍ରଶ୍ନ ଉତ୍ତର ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଉଡନ୍ତା ବେଙ୍ଗ କେଉଁଠାରେ ଦେଖାଯାଏ ?

ଉତ୍ତର;- ପଶ୍ଚିମ ଘାଟ ପାର୍ବତ୍ୟ ଅଞ୍ଚଳ-ଭାରତ ।

୨;- ସକଳ ଶକ୍ତିର ଆଧାର କିଏ ?

ଉତ୍ତର;- ସୂର୍ଯ୍ୟ ।

୩;- ସୂର୍ଯ୍ୟ ଚାରିପାଖରେ କେତୋଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ?

ଉତ୍ତର;- ୯ ଟି ।

୪;- ସବୁଠାରୁ ବଡ ଗ୍ରହ କିଏ ?

ଉତ୍ତର;- ବୃହସ୍ପତି ।

୫;- ସୂର୍ଯ୍ୟ ନିକଟତମ ଗ୍ରହ କିଏ ?

ଉତ୍ତର;- ବୁଧ ଗ୍ରହ ।

୬;- ଲଞ୍ଜାତାରା କାହାକୁ କୁହାଯାଏ ?

ଉତ୍ତର;- ଧୂମକେତୁ ।

୭;- ଲାପଟପ ର ଉଦ୍ଭାବନ କିଏ ?

ଉତ୍ତର;- କେ.ସିମ୍ପସନ ।

୮;- ମୋବାଇଲ ଫୋନ ଉଦ୍ଭାବନ କିଏ ?

ଉତ୍ତର;- ଡଃ ମାଟିନ କପର ।

୯;- କମ୍ପୁଟରର ଉଦ୍ଭାବକ କିଏ ?

ଉତ୍ତର;- ଚାର୍ଲ୍ସ ବାବେଜ ।

୧୦;- କେଉଁ ଦେଶରେ ଅତିଥି ମାନଙ୍କୁ କାନରେ ନାକ ଘଷି ସ୍ଵାଗତ କରାଯାଏ ?

ଉତ୍ତର;- ଗ୍ରାନଲାଣ୍ଡ ।

୧୧;- କେଉଁ ଦେଶରେ ଅତିଥି ମାନଙ୍କୁ ଚୁମ୍ବନ ଦେଇ ସ୍ଵାଗତ କରାଯାଏ ?

ଉତ୍ତର;- ଆମେରିକା ।

୧୨;- କେଉଁ ଜୀବ ତା’ର ଲାଞ୍ଜରେ ଦେଖେ ?

ଉତ୍ତର;- ପ୍ରଜାପତି ।

୧୩;- ବିଶ୍ଵର କେଉଁ ଦେଶରେ ପିତା ମହୁ ମିଳେ ?

ଉତ୍ତର;- କାନାଡା ।

୧୪;- ବିଶ୍ଵର କେଉଁ ନଦୀର ପାଣି ଖଟା ଲାଗେ ?

ଉତ୍ତର;- ମରେଡାର୍ଲି-ଅଷ୍ଟ୍ରେଲିଆ ।

୧୫;- କେଉଁ ଜୀବ ଆଖିରେ ଶୁଣେ ?

ଉତ୍ତର;- ପାଣିବେଙ୍ଗ ।

୧୬;- ଧଳା କୋଇଲାର ଦେଶ ?

ଉତ୍ତର;- ସୁଇଜରଲ୍ୟାଣ୍ଡ ।

୧୭;- କିଏ ଦିଆସିଲି ବାହାର କରିଥିଲେ ?

ଉତ୍ତର;- ଜନ ୱାକର ।

୧୮;- ପରମାଣୁ ବୋମା କିଏ ବାହାର କରିଥିଲେ ?

ଉତ୍ତର;- ଅଟୋହାନ ।

୧୯;- କେଉଁ ଫୁଲର ଓଜନ ୧୦ କିଲୋ ଠାରୁ ଅଧିକ ?

ଉତ୍ତର;- ରାଫ୍ଲେସିଆ ।

୨୦;- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର;- ସାପ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *