20 Interesting Gk Questions: କେଉଁ ଫଳ ପାଚିଲେ ତା’ର ନାଁ ବଦଳି ଯାଏ ? କଣ ଆପଣ ଜାଣନ୍ତି ?

କହିବାକୁ ଗଲେ ବେଳେ ବେଳେ ଆମ ସାମ୍ନାରେ ଏମିତି କିଛି ପ୍ରଶ୍ନ ଚାଲି ଆସେ, ଯାହାର କିଛି ଉତ୍ତର ଆମକୁ ଜଣା ଥାଏ ତ ଅନ୍ୟ କିଛି ପ୍ରଶ୍ନର ଉତ୍ତର ଜଣା ନ ଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ । ଯାହାକି ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ । ପ୍ରଶ୍ନ – ଅଜନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ ? ଉତ୍ତର – ମହାରାଷ୍ଟ୍ର

ପ୍ରଶ୍ନ – ଦୁନିଆର ସବୁଠୁ ଓଜନିଆ ଓ ଭାରି ସାପର ନାଁ କଣ ?

ଉତ୍ତର – ଆନାକୋଣ୍ଡା

ପ୍ରଶ୍ନ – କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉତ୍ତର – ଚୀନ

ପ୍ରଶ୍ନ – ଭାରତରେ କେଉଁ ରାଜ୍ୟରେ ସବୁଠୁ ଅଧିକ ବର୍ଷା ହୁଏ ?

ଉତ୍ତର – ମେଘାଳୟ

ପ୍ରଶ୍ନ – କିଏ ନିଜ ପାଦ ଦ୍ଵାରା ସବୁ ଜିନିଷର ସ୍ଵାଦ ଚାଖି ଥାଏ ?

ଉତ୍ତର – ପ୍ରଜାପତି

ପ୍ରଶ୍ନ – ମହାତ୍ମାଗାନ୍ଧୀଙ୍କ ପତ୍ନୀଙ୍କ ନାଁ କଣ ?

ଉତ୍ତର – କସ୍ତୁରବା ଗାନ୍ଧୀ

ପ୍ରଶ୍ନ – କେଉଁ ଦେଶ ସର୍ବାଧିକ ଅଳେଇଚ ଉତ୍ପାଦନ କରିଥାଏ ?

ଉତ୍ତର – Guatemala

ପ୍ରଶ୍ନ – ଘିଅ ଉତ୍ପାଦନ ମାମଲାରେ କେଉଁ ଦେଶ ଆଗରେ ଅଛି ?

ଉତ୍ତର – ଭାରତ

ପ୍ରଶ୍ନ – ଭାରତର ଏମିତି କେଉଁ ନଦୀ ଅଛି ଯେଉଁଥିରୁ ନଦୀ ମିଳିଥାଏ ?

ଉତ୍ତର – କୃଷ୍ଣା ନଦୀ

ପ୍ରଶ୍ନ – ମାଙ୍କଡର କେତୋଟି ଦାନ୍ତ ଥାଏ ?

ଉତ୍ତର – ୩୨ ଟି

ପ୍ରଶ୍ନ – ଭାରତର କେଉଁ ରାଜ୍ୟ ଚିନି ପାତ୍ର ରୂପରେ ପରିଚିତ ?

ଉତ୍ତର – ଉତ୍ତରପ୍ରଦେଶ

ପ୍ରଶ୍ନ – କେଉଁ ଦେଶ ପାଖରେ ସବୁଠୁ ଅଧିକ ହତିଆର ଅଛି ?

ଉତ୍ତର – ରୁଷ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ଅଧିକ ଚା ପିଇ ଥାନ୍ତି ?

ଉତ୍ତର – ତୁର୍କୀ

ପ୍ରଶ୍ନ – ଦୁନିଆର ସବୁଠୁ ଲମ୍ବା ସାପର ନାଁ କଣ ?

ଉତ୍ତର – ପାଇଥନ

ପ୍ରଶ୍ନ – ଗୋଟିଏ ମଣିଷର ମସ୍ତିଷ୍କର ଓଜନ କେତେ ?

ଉତ୍ତର – ପୁରୁଷ – ୧.୪ କି.ଗ୍ରା.

ମହିଳା – ୯୦୦ ଗ୍ରାମ

ପ୍ରଶ୍ନ – କେସର ମୂଳରେ କେଉଁ ଗ୍ରନ୍ଥି ଥାଏ ?

ଉତ୍ତର – ଥାଇରୟେଡ

ପ୍ରଶ୍ନ – ଖାଦ୍ୟ ନଳୀର ଲମ୍ବ କେତେ ଫୁଟ ହୋଇଥାଏ ?

ଉତ୍ତର – ୨ ଫୁଟ

ପ୍ରଶ୍ନ – ମଣିଷର ପାକସ୍ଥଳୀର ଲମ୍ବ କେତେ ହୋଇଥାଏ ?

ଉତ୍ତର – ୧ ଫୁଟ

ପ୍ରଶ୍ନ – ବ୍ୟକ୍ତିର କ୍ଷୁଦ୍ରାନ୍ତ୍ରର ଲମ୍ବ କେତେ ହୋଇଥାଏ ?

ଉତ୍ତର – ୨୩ ଫୁଟ

ପ୍ରଶ୍ନ – ମଣିଷର ବୃହଦନ୍ତ୍ର ଯନ୍ତ୍ରର ଲମ୍ବ କେତେ ହୋଇଥାଏ ?

ଉତ୍ତର – ୫ ଫୁଟ

ପ୍ରଶ୍ନ – ମଣିଷ ମୁହଁର କେତୋଟି ହାଡ ଥାଏ ?

ଉତ୍ତର – ୧୪ ଟି ହାଡ

ପ୍ରଶ୍ନ – ଶରୀରରେ କେତୋଟି ବୃକକ ଥାଏ ?

ଉତ୍ତର – ୨ ଟି

ପ୍ରଶ୍ନ – ମନୁଷ୍ୟର ଯକୃତର ଓଜନ କେତେ ହୋଇଥାଏ ?

ଉତ୍ତର – ୧ କିଳି ୪୦୦ ଗ୍ରାମ

ପ୍ରଶ୍ନ – ଭାଲବ କେଉଁତିରେ ତିଆରି ହୋଇଥାଏ ?

ଉତ୍ତର – ଶିରାରେ

ପ୍ରଶ୍ନ – ଶରୀରରେ କେଉଁ ଜିନିଷ ଆପଣଙ୍କ ଶର୍କରାକୁ ନିୟନ୍ତ୍ରିତ କରିଥାଏ ?

ଉତ୍ତର – ଇନସୁଲିନ

ପ୍ରଶ୍ନ – ବୃକକର କେଉଁ ଅଙ୍ଗ ଛାଣିବାର କାମ କରିଥାଏ ତାହାର ନାଁ କଣ ?

ଉତ୍ତର – ନେଫ୍ରନ

ପ୍ରଶ୍ନ – କେଉଁ ଫଳ ପାଚିଲେ ତାର ନାଁ ବଦଳି ଯାଏ ?

ଉତ୍ତର – ପଇଡ / ନଡିଆ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *