Interesting Odia Gk- କେଉଁ ପଶୁର କ୍ଷୀର ପିଇଲେ ମସ୍ତିସ୍କ ତେଜ ହୋଇଥାଏ ?

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ ।

ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର । ଯାହା ଆପଣଙ୍କର ଅନେକ କାମରେ ଆସିପାରେ । ଏହି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଗୁଡିକ ପାଠ ପଢୁଥିବା ପିଲା ମାନେ ପଢି ପାରିବେ ଯାହା ତାଙ୍କର ଆଗାମୀ ଭବିଷ୍ୟ ପାଇଁ ସହାୟକ ହେବ । ୧- ଚିନି ର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ ରେ ।

୨- କେଉଁ ପଶୁ କେବେ ବି ମରେ ନାହି ସର୍ବଦା ବଞ୍ଚିଥାଏ ?

ଉତ୍ତର- ଜେଲିଫିଶ ।

୩- କେଉଁ ଫୁଲ ସକାଳୁ ସନ୍ଧ୍ୟା ଯାଏଁ ସୂର୍ଯ୍ୟ ଆଡକୁ ଦେଖିଥାଏ ?

ଉତ୍ତର- ସୂର୍ଯ୍ୟମୁଖ୍ୟ ଫୁଲ ।

୪- ଦେଶରେ ପ୍ରଥମ ବ୍ୟାଙ୍କର ନାମ କଣ ?

ଉତ୍ତର- ବ୍ଯାଙ୍କ ଅଫ ହିନ୍ଦୁସ୍ତାନୀ ।

୫- ମନୁଷ୍ୟ ଶରୀରର ସବୁଠାରୁ ବ୍ୟସ୍ତ ଅଙ୍ଗ କଣ ?

ଉତ୍ତର- ହୃଦୟ ।

୬- କେଉଁ ଦେଶରେ କାନୁନ ସବୁଠାରୁ କଠୋର ଅଟେ ?

ଉତ୍ତର- ସାଉଦୀ ଆରବ ।

୭- କେଉଁ ଦେଶରେ ଗୋଟେ ବି ନିୟୁଜ ଚ୍ଯାନେଲ ନାହି ?

ଉତ୍ତର- ଗ୍ରୀକ ।

୮- ପୋଲିସର ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟ କଣ ?

ଉତ୍ତର- ଜନତାର ସୁରକ୍ଷା ।

୯- ଭାରତୀୟ ନଗର ମୁମ୍ବାଇ ର ପ୍ରାଚୀନ ନାମ କଣ ଥିଲା ?

ଉତ୍ତର- ବମ୍ବେ ।

୧୦- ଗିଲହାରୀ କେଉଁ ରଙ୍ଗ ଦେଖିପାରେ ନାହି ?

ଉତ୍ତର- ନାଲି ।

୧୧- କେଉଁ ପକ୍ଷୀ ନିଜ ପିଲାକୁ କ୍ଷୀର ପିଆଇଥାଏ ?

ଉତ୍ତର- ଚମଗାଦଡ । 

୧୨- କେଉଁ ଦେଶରେ ତାସ ର ଆବିଷ୍କାର ହୋଇଥିଲା ?

ଉତ୍ତର- ଭାରତ ରେ ।

୧୩- ସବୁଠାରୁ ପୁରାତନ ଭାଷାର ନାମ କଣ ?

ଉତ୍ତର- ସଂସ୍କୃତ ।

୧୪- ଭାରତୀୟ ନୌସେନା ଦିବସ କେଉଁ ଦିନ ପାଳନ କରାଯାଏ ?

ଉତ୍ତର- ୪ ଡିସେମ୍ବର ।

୧୫- କୋକା କୋଲା କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା ।

୧୬- ଥାଇଲ୍ୟାଣ୍ଡ ର ରାଷ୍ଟ୍ରୀୟ ପଡୁ ର ନାମ କଣ ?

ଉତ୍ତର- ଥାଇ ହାତୀ ।

୧୭- ରକ୍ତ ଅଭାବ ହେବାର କେଉଁ ଭିଟାମିନ ସହାୟକ ହୋଇଥାଏ ?

ଉତ୍ତର- ଭିଟାମିନ କେ ।

୧୮- ଏମିତି କେଉଁ ପଶୁ ଅଛି ଯିଏ ୩୦ ଫୁଟ ଜାଣେ ଡେଇଁ ପାରେ ?

ଉତ୍ତର- କଙ୍ଗାରୁ ।

୧୯- ଭାରତର କୋହିନୁର କାହାକୁ କୁହା ଯାଇଥାଏ ?

ଉତ୍ତର- ଆନ୍ଧ୍ର ପ୍ରଦେଶ ।

୨୦- କେଉଁ ପଶୁ ର କ୍ଷୀର ପିଇଲେ ମସ୍ତିସ୍କ ତେଜ ହୋଇଥାଏ ?

ଉତ୍ତର- ଗାଈ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *