10 Interesting Gk Questions- କେଉଁ ପକ୍ଷୀ ଅଣ୍ଡା ଦିଏ ହେଲେ ଛୁଆ ଫୁଟାଏ ନାହିଁ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧- ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କୁ କେତେ ବର୍ଷ ବନବାସ ଭୋଗିବାକୁ ପଡିଥିଲା?
ଉତ୍ତର- ୧୪ ବର୍ଷ

୨- କେଉଁ ଜୀବ ର ଚାରୋଟି ପାକସ୍ଥଳୀ ରହିଥାଏ?
ଉତ୍ତର- ଗାଈ।

୩- କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୁଏ?
ଉତ୍ତର- ଗେଣ୍ଡା।

୪- କେଉଁ ଜୀବ ଟି ଛିଡା ହୋଇ ଶୋଇଥାଏ?
ଉତ୍ତର- ଘୋଡା।

୫- କେଉଁ ଜୀବ ଟି ଆଦୌ ଶୁଏ ନାହିଁ?
ଉତ୍ତର- ପିମ୍ପୁଡି।

୬- କେଉଁ ଜୀବ ଟି ୧୦୦ ପ୍ରକାର ର ଶବ୍ଦ କରିଥାଏ?
ଉତ୍ତର- ବିରାଡ଼ି।

୭- କେଉଁ ଜୀବ ରହିଛି ଯାହା ଜିଭ ରେ ଚାଲି ଥାଏ?
ଉତ୍ତର- ଗେଣ୍ଡା।

୮- କେଉଁ ଜୀବ ର ରକ୍ତ ର ରଙ୍ଗ ନୀଳ ହୋଇଥାଏ?
ଉତ୍ତର-ଝିଣ୍ଟିକା।

୯-ବିଶ୍ଵ ରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାଏ?
ଉତ୍ତର- ଆମେରିକା।

୧୦- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କ ର ଦାଢ଼ି ନିଶ ଉଠିଥାଏ?
ଉତ୍ତର- ଇଥୋପିଆ।

୧୧- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ଼ ହୋଇଥାଏ?
ଉତ୍ତର- ଓଟପକ୍ଷୀ।

୧୨- କେଉଁ ଜୀବ ର ଜିଭ ହଲି ନଥାଏ?
ଉତ୍ତର- କୁମ୍ଭୀର।

୧୩- କେଉଁ ଦେଶ ରେ ୫ଟି ସୂର୍ଯ୍ୟ ଦେଖିବାକୁ ମିଳେ?
ଉତ୍ତର- ଚୀନ।

୧୪- ଭାରତ ର କେଉଁ ନଦୀରୁ ହୀରା ମିଳିଥାଏ?
ଉତ୍ତର- କ୍ରିଷ୍ଣା ନଦୀ।

୧୫- ପୃଥିବୀରେ କେତୋଟି ମହାସାଗର ରହିଛି?
ଉତ୍ତର- ୫ଟି ମହାସାଗର।

୧୬- ପୃଥିବୀ ରେ କେତୋଟି ମହାଦେଶ ରହିଛି?
ଉତ୍ତର- ୭ ଟି ମହାଦେଶ।

୧୭- ପ୍ଲାଷ୍ଟିକ ମନି କାହାକୁ କୁହାଯାଏ?
ଉତ୍ତର- କ୍ରେଡ଼ିଟକାର୍ଡ।

୧୮- କବାଡ଼ି ଖେଳ କେଉଁ ଦେଶରୁ ଆରମ୍ଭ ହୋଇଥିଲା?
ଉତ୍ତର- ଭାରତ

୧୯-କବାଡ଼ି ଖେଳ କେଉଁ ଦେଶ ର ଜାତୀୟ ଖେଳ?
ଉତ୍ତର- ବାଂଲାଦେଶ।

୨୦- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ?
ଉତ୍ତର – କୋଇଲି।

ତେବେ ଆମେ ଆଶା କରୁଛୁ କି ଆପଣ ମାନଂକୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗିଥିବ। ତେବେ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *