ବଡ ଖବର ! ଏବେ ଏଇ ମାନଙ୍କର କଟିଯିବ Ration Card, ଆସିଲା ନୂଆ ନିୟମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାସନକାର୍ଡ ଧାରୀ ମାନଙ୍କ ପାଇଁ ଏକ ବଡ ଖବର ! ଏଥର ଏମାନଙ୍କର କଟିବ ରାସନକାର୍ଡ ! ତେବେ ରାସନ ହିତାଧାରୀଙ୍କ ପାଇଁ ବଡ ଘୋଷଣା ! ସରକାରଙ୍କ ତରଫରୁ ଅନେକ ଗରିବଗୁରୁବାଙ୍କ ପାଇଁ ରାସନ କାର୍ଡ ଯୋଜନା କାର୍ଯ୍ୟ କାରୀ କରାଯାଇଛି । ଯାହା ଦ୍ଵାରା ଗରିବ ଲୋକ ମାନେ ନିଜର ରାସନ କାର୍ଡ ଦ୍ଵାରା ଯାଇ ରାସନ ସାମଗ୍ରୀ ଆଣିପାରିବେ । ହେଲେ ସମସ୍ତ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ଏପରି ମଧ୍ୟ କିଛି ଅଛନ୍ତି ।

ଯେଉଁ ମାନେ ରାସନ କାର୍ଡ ପାଇଁ ଯୋଗ୍ୟ ବିବାଚିତ ନୁହନ୍ତି । ତଥାପି ସେମାନେ ନିଜ ନାମରେ ରାସନକାର୍ଡ କରି ରାସନସାମଗ୍ରୀ ସୁବିଧାରେ ମିଳିବାର ଫାଇଦା ଉଠାଉଛନ୍ତି । ତେଣୁ ସରକାର ସେହି ଅଯୋଗ୍ୟ ରାସନକାର୍ଡ ଧାରୀ ମାନଙ୍କୁ ରାସନ ସାମଗ୍ରୀରୁ ବଞ୍ଚିତ କରିବ । ଏହା ସହିତ ସେମାନଙ୍କର ରାସନ କାର୍ଡ ମଧ୍ୟ ରଦ୍ଧ କରାଯିବ ।

ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ବଡ ସୂଚନା ଜାରୀ କରାଯାଇଛି । ତେବେ ରାସନ କାର୍ଡ ପାଇଁ କେଉଁ ମାନେ ଅଯୋଗ୍ୟ ବିବେଚିତ ? ଯେଉଁ ମାନଙ୍କର ଯେଉଁ ହିତାଧାରୀଙ୍କ ଫ୍ଲାଟ କିମ୍ବା ୧୦୦ ବର୍ଗ ମିଟରରୁ ଅଧିକ ଏରିଆରେ ଘର ରହିଥିବ । ଗାଁରେ ୨ ଲକ୍ଷ ଓ ସହରରେ ବାର୍ଷିକ ୩ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ଥିବ । ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରହିଥିବ । ୪ ଚକିଆ ଗାଡି ରହିଥିଲେ ।

ତେବେ ଉପରୋକ୍ତ ଏହି ସବୁ ସୁବିଧା ଯେଉଁ ବ୍ୟକ୍ତିବିଶେଷ ମାନଙ୍କର ରହିଥିବ । ସେମାନଙ୍କର ନାମ ରାସନ କାର୍ଡ ଲିଷ୍ଟରୁ ବାଦ ପକାଇଯିବ । ଯାହା ଦ୍ଵାରା ସେମାନଙ୍କର ରାସନ କାର୍ଡ କଟିଯିବ । ସେମାନେ ଆଉ ମାସିକ ରାସନ କାର୍ଡ ଦେଖାଇ ରାସନ ସାମଗ୍ରୀ ଘରକୁ ନେଇପାରିବେ ନାହିଁ । ତେବେ ଏହି ସବୁ ନିୟମକୁ ଜାଣି ମଧ୍ୟ ଯେଉଁ ଲୋକମାନେ ନିୟମ ବିରୁଦ୍ଧରେ ଯାଇ ରାସନ କାର୍ଡ ନିଜ ନାମରେ ରଖି ରାସନ ସାମଗ୍ରୀ ଆଣିବେ ।

ସେମାନଙ୍କର ବିରୁଦ୍ଧରେ ସରକାର କାର୍ଜ୍ଯାନୁଷ୍ଟାନ ମଧ୍ୟ ନେବେ । ତେବେ ସରକାରଙ୍କ ଗାଇଡ ଲାଇନ ମାନି ନିଜର ରାସନ କାର୍ଡ କରାଯିବ କି ନାହିଁ ବିବେଚନା କରନ୍ତୁ । ଯେଉଁ ମାନେ ରାସନ କାର୍ଡ ପାଇଁ ଯୋଗ୍ୟ, ସେମାନେ ରାସନ କାର୍ଡର ସୁବିଧା ଉଠାଇ ପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *