Interesting Odia Gk- କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ? 99% ଲୋକ ଜାଣନ୍ତି ନାହିଁ

ନମସ୍କାର ବନ୍ଧୁଗଣ, ମଣିଷ ଦୁନିଆର ସର୍ବ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଆମ ପାଖରେ ନ ଥାଏ । ଯେଉଁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ମନରେ ଜିଜ୍ଞାସା ଭରି ହୋଇ ରହିଥାଏ । ଆପଣଙ୍କ ପିଲା ମାନଙ୍କ ଜ୍ଞାନକୁ ଆପଣ ମାନେ ଏହି ପ୍ରଶ୍ନ ଦ୍ଵାରା ବୃଦ୍ଧି କରାଇ ପାରିବେ । ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଏହି ସବୁ ପ୍ରଶ୍ନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଯାହାକୁ ସେମାନେ ଆହରଣ କରି କୌଣସି ବି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କିଛି ଜଣା ଅଜଣା ପ୍ରଶ୍ନ ଓ ଉତ୍ତର ବିଷୟ ବସ୍ତୁ ।  

୧- ବୀଣାପାଣି କେଉଁ ଦେବୀ ଙ୍କ ଅନ୍ୟ ନାମ ଅଟେ ?

ଉତ୍ତର- ସରସ୍ଵତୀ ।

୨- ମନୁଷ୍ୟର ସବୁଠାରୁ ଛୋଟ ହାଡ କେଉଁ ଠାରେ ଥାଏ ?

ଉତ୍ତର- କାନ ରେ ।

୩- ବିଶ୍ଵର ସବୁଠାରୁ ଅଧିକ ସମାଚାର କେଉଁ ଦେଶରେ ପଢାଯାଏ ?

ଉତ୍ତର- ହଙ୍ଗ କଙ୍ଗ ।

୪- ଇଣ୍ଟରନେଟ ବ୍ୟବହାର ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଆମେରିକା ।

୫- ଭାରତର ସବୁଠାରୁ ଧନୀ ରାଜ୍ୟର ନାମ କଣ ?

ଉତ୍ତର- ମହାରାଷ୍ଟ୍ର ।

୬- ଭାରତର ସର୍ବାଧିକ ସୀମା କେଉଁ ଦେଶ ସହିତ ଲାଗି ରହିଛି ?

ଉତ୍ତର- ବାଙ୍ଗାଲାଦେଶ ।

୭- ଓସ୍କାର ଆୱାର୍ଡ କେଉଁ କ୍ଷେତ୍ର ରେ ଦିଆଯାଏ ?

ଉତ୍ତର- ସିନେମା ।

୮- କେଉଁ ପଶୁ କୁ ପ୍ରତେକ ଜିନିଷ ୨ ଗୁଣ ଦେଖାଯାଏ ?

ଉତ୍ତର- ହାତୀ ।

୯- କେଉଁ ଧାତୁକୁ ମଣିଷ ସର୍ବ ପ୍ରଥମେ ବ୍ୟବହାର କରିଥିଲା ?

ଉତ୍ତର- ତମ୍ବା ।

୧୦- ଶ୍ରୀ ଲିଙ୍ଗରାଜ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଓଡିଶା ।

୧୧- କେଉଁ ସହରକୁ ଗୋଲାପି ସହର କୁହାଯାଏ ?

ଉତ୍ତର- ଜୟପୁର । 

୧୨- ପୃଥିବୀର ସବୁଠୁ ବଡ ସାପ ର ନାମ କଣ ?

ଉତ୍ତର- ଆନାକୋଣ୍ଡା । 

୧୩- କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର- କଙ୍ଗାରୁ ।  

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଆମେ ଆପଣଙ୍କ ପାଇଁ ଆଗକୁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଭଳି ବିଷୟ ବସ୍ତୁ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *