20 Interesting Gk Questions: କେଉଁ ଜୀବ ମାତ୍ର 7 ଦିନ ମଧ୍ୟରେ ପୁରୁଷରୁ ମହିଳା ହୋଇପାରେ ? 99 % ଲୋକ ଜାଣି ନଥିବେ !

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ମହତ୍ଵ ରହିଛି । କୌଣସି ସରକାରୀ ଚାକିରି ହେଉ ବା ବେସରକାରୀ ଚାକିରି ଯଦି ଆପଣ ଦୁନିଆ ବିଷୟରେ ଅନେକ କଥା ଜାଣିଥିବେ ତା ହେଲେ ଆପଣଙ୍କୁ କୌଣସି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଜେନେରାଲ ନଲେଜ ବା ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. କେଉଁ ପକ୍ଷୀ ଉଡିଥାଏ, ଚାଲିଥାଏ କିନ୍ତୁ ଗଛ ଉପରେ ବସି ନଥାଏ ?

ଉତ୍ତର- ଟିଟୋନୀ

୨. ଭାରତର କେଉଁ ରାଜ୍ୟ କେବେବି ଇଂରେଜ ମାନଙ୍କ ଗୁଲାମ ନଥିଲେ ?

ଉତ୍ତର- ଗୋଆ

୩. କେଉଁ ଦେଶର ଜାତୀୟ ପତାକା ଓଲୋଟା ହେଉ ବା ସିଧା ସମାନ ହିଁ ଦେଖାଯାଏ ?

ଉତ୍ତର- ଜାପାନ

୪. କେଉଁ ଜୀବ କୌଣସି ଜିନିଷର ସ୍ଵାଦ ନିଜ ଗୋଡ ଦ୍ଵାରା ଚାଖି ଥାଏ ?

ଉତ୍ତର- ପ୍ରଜାପତି

୫. କେଉଁ ଜୀବ ୬ ଦିନ ପର୍ଯ୍ୟନ୍ତ ନିଜ ନିଶ୍ଵାସ ପ୍ରଶ୍ଵାସ ରୋକି ବଞ୍ଚିପାରେ

ଉତ୍ତର- ବିଛା

୬. କେଉଁ ଦେଶରେ ଗୋଟିଏ ବି ଆର୍ମି ନାହାନ୍ତି ?

ଉତ୍ତର- ଆଇସଲ୍ୟାଣ୍ଡ

୭. କେଉଁ ପ୍ରାଣୀ ଲୁହାକୁ ଖାଇ ମଧ୍ୟ ହଜମ କରିପାରେ ?

ଉତ୍ତର- କୁମ୍ଭୀର

୮. ସବୁଠାରୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅଛି ?

ଉତ୍ତର- ଭାରତ


୯. କେଉଁ ଜୀବ ମାତ୍ର ୭ ଦିନ ମଧ୍ୟରେ ପୁରୁଷରୁ ମହିଳା ହୋଇପାରେ ?

ଉତ୍ତର- ଅକ୍ଟୋପସ

୧୦. ଗୋଟିଏ ହାତୀର ହାରାହାରି ଆୟୁଷ କେତେ ବର୍ଷ ?

ଉତ୍ତର- ୫୭ ବର୍ଷ

୧୧. କେଉଁ ପଶୁକୁ ସବୁଠାରୁ ଅଧିକ ବିଶ୍ଵସ୍ତ ବୋଲି ମାନା ଯାଏ ?

ଉତ୍ତର- କୁକୁର

୧୨. ପୃଥିବୀର ସବୁଠାରୁ ସୁନ୍ଦର ଦେଶଟି କିଏ ?

ଉତ୍ତର- ସିଙ୍ଗାପୁର

୧୩. ଗୋଟିଏ ଭାଲୁର କେତୋଟି ଦାନ୍ତ ରହିଥାଏ ?

ଉତ୍ତର- ୪୨ଟି ଦାନ୍ତ ରହିଥାଏ ।

୧୪. ପୃଥିବୀର ସବୁଠାରୁ ଅଧିକ ଜନଗହଳି ସହର କିଏ ?

ଉତ୍ତର- ଟୋକିଓ

୧୫. ପୃଥିବୀର ସବୁଠାରୁ ବଡ ମହାଦେଶର ନାମ କଣ ?

ଉତ୍ତର- ଏସିଆ

୧୬. କେଉଁ ପ୍ରାଣୀର ରକ୍ତର ରଙ୍ଗ ଗୋଲାପି ହୋଇଥାଏ ?

ଉତ୍ତର- ହିପୋପୋଟାମସ୍ ର ରକ୍ତ ଗୋଲାପି ହୋଇଥାଏ ।

୧୭. ବିଶ୍ଵର ସବୁଠାରୁ ବଡ କେନାଲର ନାମ କଣ ?

ଉତ୍ତର- ଗ୍ରାଣ୍ଡ କେନାଲ ହେଉଛି ସବୁଠାରୁ ବଡ କେନାଲ ବିଶ୍ଵର ।

୧୮. କେଉଁ ଦେଶର ଲୋକେ ସବୁ ପ୍ରକାରର ମାଂସ ଖାଇ ଥାନ୍ତି ?

ଉତ୍ତର-ଚୀନରେ ସବୁ ପ୍ରକାରର ମାଂସ ଖାଇଥାନ୍ତି ।

Leave a Reply

Your email address will not be published. Required fields are marked *