20 Interesting Gk Questions: କେଉଁ ଗଛ ତଳେ ଶୋଇଲେ ମଣିଷ ମରିପାରେ ? 99 % ଲୋକ ଜାଣି ନଥିବେ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧- ଏଭଳି କେଉଁ ରାଜ୍ୟ ରହିଛି ଯେଉଁଠି ଅଧିକ କଳା ଲୋକ ରୁହନ୍ତି?
ଉତ୍ତର- ତାମିଲ ନାଡୁ।

୨- ନରେନ୍ଦ୍ର ମୋଦି ଖାଇବାରେ ସବୁଠାରୁ ଅଧିକ ପସନ୍ଦ କଣ କରିଥାନ୍ତି।
ଉତ୍ତର- ଢ଼ୋକଲା।

୩- ନାଳନ୍ଦା ବିଶ୍ୱବିଦ୍ୟାଳୟ କେଉଁଠି ସ୍ଥାପିତ ଅଛି।
ଉତ୍ତର- ବିହାର।

୪- ଭାରତରେ ଆଇ ଫୋନ କେତେ ଲୋକ ବ୍ୟବହାର କରିଥାନ୍ତି।
ଉତ୍ତର- ୧୦ ମିଲିୟନ।

୫- ଅଧିକ ବିୟର ପିଇବା ଦ୍ୱାରା କେଉଁ ଭିଟାମିନ ର ଅଭାବ ଦେଖା ଦେଇଥାଏ।
ଉତ୍ତର- ଭିଟାମିନ- ବି୧।

୬- ଅକ୍ଷର କୁମାର ଙ୍କ ପ୍ରକୃତ ନାମ କଣ।
ଉତ୍ତର- ରାଜୀବ ହରି ଓମ ଭାଟିଆ।

୭- କେଉଁ ପଶୁର କ୍ଷୀର ପିଇବା ଦ୍ୱାରା ନିଶା ହୋଇଥାଏ।
ଉତ୍ତର- ମାଦା ହାତୀ।

୮- ମହିଳାଙ୍କ ଶାଢ଼ୀର ଲମ୍ବାଇ କେତେ ହୋଇଥାଏ।
ଉତ୍ତର- ୫-୬ ଗଜ।

୯- SBI ବ୍ୟାଙ୍କ ନିଜର ପ୍ରଥମ ବ୍ରାଞ୍ଚ କେଉଁ ଦେଶରେ ଖୋଲିଥିଲା।
ଉତ୍ତର- ଚୀନ।

୧୦-ପରିବା ଉତ୍ପାଦନ ରେ ଭାରତ କୁ କେଉଁ ସ୍ଥାନ ମିଳିଛି।
ଉତ୍ତର- ଦ୍ଵିତୀୟ।

୧୧- କେଉଁ ଦେଶ ରେ ଆମେ ପୋଲିସ ଏବଂ ପୋଲିସ କାର ର ଫୋଟୋ ଉଠେଇ ପାରିବା ନାହିଁ।
ଉତ୍ତର- ଫ୍ରାନ୍ସ।

୧୨- ସବୁଠାରୁ ପ୍ରଥମେ ବଲବ କେଉଁ ଦେଶରେ ବନା ଯାଇଥିଲା।
ଉତ୍ତର- ଆମେରିକା।

୧୩:- କେଉଁ ଜୀବ ଦିନ ରାତି ଶୁଏ ନାହିଁ ?

ଉତ୍ତର;- ମାଛ ।

୧୪:- କାହାର ଗୋଡ ନାହିଁ କିନ୍ତୁ ଚାଲିଥାଏ ?

ଉତ୍ତର;- ଟେଲିଭିଜନ ।

୧୫:- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?

ଉତ୍ତର;- ପ୍ରଜାପତି ।

16- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ, ଏହାର ଉତ୍ତର କ’ଣ ?

ଉ: ଲୁଣ

୧୭- ମୃତ୍ୟୁ ପରେ ଯିଏ ଠିଆ ହୋଇଥାଏ, ସେ କିଏ ?

ଉ: ଗଛ

୧୮- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା ?

ଉ: ଘଣ୍ଟା

୧୯- ବିଶ୍ଵର କେଉଁ ଲୋକ ସାପ ଭୋଜନ କରେ ?

ଉ: ଯୋଗେନୀ ଅଲ୍ଲୀ

୨୦- କେଉଁ ଲୋକ ଧନ୍ୟ ?

ଉ: ପରୋପକାର କରୁଥିବା ବ୍ୟକ୍ତି

୨୧- କିଏ ‘ମିଶାଇଲ ମ୍ୟାନ’ ନାମରେ ପରିଚିତ ?

ଉ: ଏପିଜେ ଅବଦୁଲ କଲାମ

୨୨-କେଉଁ ଗଛ ତଳେ ଶୋଇଲେ ମଣିଷ ମରିପାରେ ?

ଉ- ଓସ୍ତ ଗଛ ତଳେ ମଣିଷ ରାତ୍ରି ସମୟରେ ଶୋଇଲେ ମଣିଷ ମରିପାରେ, କାରଣ ଓସ୍ତ ଗଛ ରାତିରେ କାର୍ବନ ଡାଇଅକ୍ସାଇଡ ଛାଡିଥାଏ, ଯାହା ମଣିଷର ଜୀବନ ନେଇପାରେ !

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *