Interesting Gk Questions- ଏମିତି କେଉଁ ଫିଲ୍ମ ଅଛି, ଯେଉଁଥିରେ ଫଳ ଓ ଫୁଲ ୨ ଟିର ହିଁ ନାମ ଆସିଥାଏ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ । ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ । ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା ।

୧.ଡଲଫିନ ମାଛ କେତେ ସମୟ ପର୍ଯ୍ୟନ୍ତ ନିଜର ନିଶ୍ୱାସ ଅଟକାଇ ରଖି ପାରିଥାଏ?
ଉତ୍ତର- ୩ ମିନିଟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ।

୨. କେଉଁ ଦେଶର ମହିଳା ପୁରୁଷ ମାନଙ୍କୁ ନିଜର ଗୁଲାମ ବନାଇ ରଖିଥାନ୍ତି?
ଉତ୍ତର-ଅନ୍ୟ ୱାର୍ଡ କିଙ୍ଗଡମ୍ ନାମକ ଦେଶରେ ।

୩. କେଉଁ ଦେଶର ଜେଲ୍ ରେ ଜଣେ ମଧ୍ୟ କଏଦୀ ରହି ନାହାନ୍ତି?
ଉତ୍ତର- ୟୁରୋପୀୟ ନେଦରଲ୍ୟାଣ୍ଡ ଦେଶରେ ।

୪. ଗୋଟିଏ ତରଭୁଜ ରେ କେତୋଟି ମଞ୍ଜି ରହିଥାଏ?
ଉତ୍ତର- ପାଖାପାଖି ୧୫୦ ଟି ମଞ୍ଜି ।

୫. କଣ ଜଣେ ମନୁଷ୍ୟ ସୂର୍ଯ୍ୟ ଙ୍କ କିରଣ କୁ ଦେଖି ପାରିଥାଏ?
ଉତ୍ତର- ନାହିଁ ।

୬. ଫାଶୀ ଦଣ୍ତ ର ଆରମ୍ଭ ସର୍ବ ପ୍ରଥମେ କେଉଁମାନେ ଆରମ୍ଭ କରିଥିଲେ?
ଉତ୍ତର- ଫାରସ ଲୋକମାନେ ।

୭. ଆମ ମସ୍ତିଷ୍କ ରେ ଏଭଳି କେଉଁ ଜିନିଷ ରହିଛି ଯାହାଦ୍ୱାରା ଆମ ମସ୍ତିଷ୍କ ତେଜ ହୋଇଥାଏ?
ଉତ୍ତର- ନ୍ୟୁରୋନ୍ସ ଏବଂ ସିନୋପିପ୍ସ ।

୮. ବିଶ୍ୱ ର ସବୁଠାରୁ ମୋଟା ବ୍ୟକ୍ତି କିଏ?
ଉତ୍ତର- ଜୁଆନ ପେଡ୍ରୋ ।

୯. ମନୁଷ୍ୟ ଶରୀରର ହୃଦୟ ର ଓଜନ କେତେ ହୋଇଥାଏ?
ଉତ୍ତର- ୨୫୦ ଗ୍ରାମ ରୁ ୩୫୦ ଗ୍ରାମ ।

୧୦. ସୀତା ଙ୍କ ସ୍ୱୟଂବର ଙ୍କ କଣ ସର୍ତ୍ତ ରହିଥିଲା?
ଉତ୍ତର- ଏହାର ସର୍ତ୍ତ ଥିଲା ଯେ ଯିଏ ଶିବ ଙ୍କ ଧନୁଷ ଉଠାଇ ତାର ପ୍ରାଚ୍ୟଞ୍ଚା କରି ପାରିବ,ସେ ହିଁ ସୀତା ଙ୍କୁ ବିବାହ କରିବ ।

୧୧. ଏଭଳି କେଉଁ ଦେଶ ଅଛି ଯେଉଁଠାରେ ନଦୀ ନାହିଁ?
ଉତ୍ତର- ସାଉଦୀ ଆରବ

୧୨. ପୋଷ୍ଟମର୍ଟ ପରେ ଶବ କୁ କଣ କରା ଯାଇଥାଏ?
ଉତ୍ତର- ଘର ଲୋକ ଙ୍କୁ ଦିଆ ଯାଇଥାଏ ।

୧୩. ପ୍ୟାନ କାର୍ଡ ରେ ଜଣେ ମହିଳା ଙ୍କ ନାମ ସହିତ କାହାର ନାମ ଜଡ଼ିତ ଥାଏ?
ଉତ୍ତର- ପିତା ଙ୍କ ନାମ ।

୧୪. କେଉଁ ମନ୍ଦିର ର ମୂର୍ତ୍ତି ପାଖରେ ଅଧା ପରିକ୍ରମା କରା ଯାଇଥାଏ?
ଉତ୍ତର- ଶିବ ଲିଙ୍ଗ ।

୧୫. କେଉଁ ଠାରେ ଘୋଡ଼ା ସବୁଠାରୁ ଅଧିକ ତେଜ ହୋଇଥାଏ?
ଉତ୍ତର- ଆମେରିକା

୧୬.ଟ୍ରେନ ର ଆଭରେଜ କେତେ ଅଟେ?
ଉତ୍ତର- ୧କି.ମି ପାଇଁ ୬ଲିଟର

୧୭. ପାହାଡ଼ ର ପରିକ୍ରମା ସମୟରେ ମନୁଷ୍ୟ କୁ କଣ ଆସିଥାଏ?
ଉତ୍ତର- ମୁଣ୍ଡ ବୁଲାଇ ଥାଏ ଏବଂ ବାନ୍ତି ଲାଗିଥାଏ ।

୧୮. କେଉଁ ଚାକିରୀ ୨୪ ଘଣ୍ଟା ପାଇଁ ହୋଇଥାଏ?
ଉତ୍ତର- ପୋଲିସ ।

୧୯. ପେଟ୍ରୋଲ ପମ୍ପ ରେ ମୋବାଇଲ ରେ କଥା ହେବା କାହିଁକି ଅନୁଚିତ?
ଉତ୍ତର- ନିଆଁ ଲାଗିବା ଡର ରେ ।

୨୦. ବିବାହ ପରେ ମହିଳା ୯୯% କଣ ହୋଇଯାନ୍ତି ?
ଉତ୍ତର- ବୁଦ୍ଧିମତୀ ।

୨୧. କେଉଁ ସ୍ଥାନକୁ ମହିଳା ମାନେ ଯାଇ ପାରିବେ ନାହିଁ?
ଉତ୍ତର- ସ୍ମଶାନ ଘାଟ ।

୨୨. ମନୁଷ୍ୟ ଶରୀରରେ କେତେ ପ୍ରତିଶତ ରକ୍ତ ରହିଥାଏ?
ଉତ୍ତର- ୬ ରୁ ୭%

 

୨୩. ଏଭଳି କେଉଁ ଆପ୍ ରହିଛି ଯାହା ବ୍ୟାନ ହେବା ପରେ ମଧ୍ୟ ଚାଲୁଅଛି ?
ଉତ୍ତର- ଟିକ୍ଟକ

୨୪. ଏଭଳି କେଉଁ ନଦୀ ରହିଛି ଯେଉଁଠାରେ ସୁନା ବାହାରି ଥାଏ?
ଉତ୍ତର- ସ୍ଵର୍ଣରେଖା ନଦୀ ।

୨୫. ଏମିତି କେଉଁ ଫିଲ୍ମ ଅଛି ଯେଉଁଥିରେ ଫଳ ଓ ଫୁଲ ଉଭୟଙ୍କର ନାମ ଆସିଥାଏ ?

ଉତ୍ତର- ଅନାରକଲି

ଅନାର- ଡାଳିମ୍ବ ଯାହା ଗୋଟିଏ ଫଳ ଓ କଲି- ଫୁଲର କଢ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *