କେଉଁ ଦେଶରେ ଝିଅମାନେ ମରି ଯାଇଥିବା ପୁଅଙ୍କୁ ବିବାହ କରନ୍ତି ? ଏହା ସହିତ ଆହୁରି 15 Gk Questions and Answers

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

ପ୍ରଶ୍ନ- 1
କେଉଁ ଦେଶରେ ଗୋଟିଏ ବି ଗାଈ ନାହାଁନ୍ତି ?
ଉତ୍ତର – ସିରିୟା ଦେଶରେ

ପ୍ରଶ୍ନ- 2

ଭାରତର କେଉଁ ରାଜ୍ୟରେ ସବୁଠୁ କମ ଗଛଲତା ଅଛନ୍ତି ?

ଉତ୍ତର – ହିମାଞ୍ଚଳ ପ୍ରଦେଶ ରାଜ୍ୟରେ

ପ୍ରଶ୍ନ- 3

କେଉଁ ଦେଶରେ ସବୁଠୁ କମ ଫାଶି ର ଦଣ୍ଡ ଦିଆଯାଏ ?

ଉତ୍ତର – ଭାରତରେ

ପ୍ରଶ୍ନ- 4

‘ସାରେ ଜାହାଁ ସେ ଅଛା’ ର ଲେଖକ କିଏ ଅଟନ୍ତି ?

ଉତ୍ତର – ମହମ୍ମଦ ଇକବାଲ

ପ୍ରଶ୍ନ- 5

ସବୁଠୁ ପ୍ରଥମେ କେଉଁ ରାଜ୍ୟରେ ପଞ୍ଚାୟତି ରାଜ ଆରମ୍ଭ ହୋଇଥିଲା ?

ଉତ୍ତର – ରାଜସ୍ଥାନ ରାଜ୍ୟରେ

ପ୍ରଶ୍ନ- 6

ଭାରତରେ ଇନକମ ଟ୍ୟାକ୍ସ ଆକ୍ଟ କେବେ ଲାଗୁ ହୋଇଥିଲା ?

ଉତ୍ତର – 1 ଏପ୍ରିଲ 1962 ରେ

ପ୍ରଶ୍ନ- 7

କେଉଁ ଜୀବର ଶରୀରରେ ସବୁଠୁ କମ ହାଡ ରହିଥାଏ ?

ଉତ୍ତର – ମୂଷା ଶରୀରରେ

ପ୍ରଶ୍ନ- 8

ସବୁଠୁ କମ ହସ୍ପିଟଲ କେଉଁ ଦେଶରେ ଅଛି ?

ଉତ୍ତର – ଗ୍ରୀକ ଦେଶରେ

ପ୍ରଶ୍ନ- 9

କେଉଁ ଜୀବ ପାଖରେ ମସ୍ତିସ୍କ ନଥାଏ ?

ଉତ୍ତର – ଜେଲିଫିସ ପାଖରେ

ପ୍ରଶ୍ନ- 10

କେଉଁ ଜୀବର 10 ଟି ଆଖି ଥାଏ ?

ଉତ୍ତର – ହର୍ସେସ କ୍ରେବ୍ସ ର

ପ୍ରଶ୍ନ- 11

ଇମୁ ପକ୍ଷୀ କେଉଁ ଦେଶରେ ମିଳିଥାନ୍ତି ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ- 12

ମୃତ ସାଗର କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉତ୍ତର – ଜର୍ଡନ ଓ ଇଜରାୟଲ

ପ୍ରଶ୍ନ- 13

ଇନକିଲାବ ଜିନ୍ଦାବାଦ ର ନାରା କିଏ ଦେଇଥିଲେ ?

ଉତ୍ତର – ଭଗତ ସିଂହ

ପ୍ରଶ୍ନ- 14

1 GB ରେ କେତେ MB ଥାଏ ?

ଉତ୍ତର – 1024 MB

ପ୍ରଶ୍ନ- 15

ସବୁଠୁ ଉଚ୍ଚରେ ଉଡୁଥିବା ପକ୍ଷୀ କିଏ ଅଟେ ?

ଉତ୍ତର – ଛଞ୍ଚାଣ

ପ୍ରଶ୍ନ- 16

କେଉଁ ଦେଶରେ ଝିଅମାନେ ମରି ଯାଇଥିବା ପୁଅଙ୍କୁ ବିବାହ କରନ୍ତି ?

ଉତ୍ତର – ଫ୍ରାନ୍ସ ଦେଶରେ

ଆଜ୍ଞା ହଁ, ଫ୍ରାନ୍ସ ଦେଶରେ ମରି ଯାଇଥିବା ପୁରୁଷଙ୍କୁ ମହିଳାମାନେ ବିବାହ କରି ନିଅନ୍ତି ଯାହା ଦ୍ଵାରା ତାଙ୍କ ସମ୍ପତି କୁ ସରକାର ନେଇ ପାରିବେ ନାହିଁ । ଯେତେବେଳେ କି ମୃତ ଲୋକଙ୍କର ଶରୀର ସହିତ ବିବାହ କରିବାର ଏହି ଆଇନ ପୁରା ଫ୍ରାନ୍ସ ରେ ଚାଲୁ ନାହିଁ, ବରଂ କିଛି ଲୋକମାନେ ଏହାକୁ ମାନିଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *