Interesting Gk Questions- କେଉଁ ଦେଶରେ ଭାଇ-ଭଉଣୀ ପରସ୍ପର ସହ ବିବାହ କରନ୍ତି ? 99% ଲୋକ ଜାଣି ନଥିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଦେଶରେ ମହିଳା ମାନେ ବିନା ବୁରଖାରେ ବାହାରକୁ ଯାଇ ପାରନ୍ତି ନାହିଁ ?

ଉତ୍ତର- ସାଉଦି ଆରବ ଦେଶରେ ମହିଳା ମାନେ ବିନା ବୁରଖାରେ ବାହାରକୁ ଯାଇ ପାରନ୍ତି ନାହିଁ ।

୨. କଙ୍ଗାରୁ କେଉଁ ଦେଶରେ ସବୁଠାରୁ ଅଧିକ ଦେଖିବାକୁ ମିଳେ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ କଙ୍ଗାରୁ ସବୁଠାରୁ ଅଧିକ ଦେଖିବାକୁ ମିଳେ ।

୩. ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ୯ ମେ ୨୦୧୫ରେ ଆରମ୍ଭ ହୋଇଥିଲା ।

୪. ଆମେରିକାର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର- ବେସ ବଲ ଆମେରିକାର ରାଷ୍ଟ୍ରୀୟ ଖେଳ ଅଟେ ।

୫. କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ କେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର- କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ଇଲ୍ଲାହବାଦ ରାଜ୍ୟରେ ହୋଇଥିଲା ।

୬. ଦୁନିଆର ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ ?

ଉତ୍ତର- ନିଆର ସବୁଠାରୁ ଅଧିକ ସୁରକ୍ଷା ଆମେରିକାର ରାଷ୍ଟ୍ରପତିକୁ ମିଳିଥାଏ ।

୭. ଇନ୍ଦ୍ରଧନୁରେ କେଉଁ ରଙ୍ଗ ମଝିରେ ରହିଥାଏ ?

ଉତ୍ତର- ଇନ୍ଦ୍ରଧନୁର ମଝିରେ ସବୁଜ ରଙ୍ଗ ରହିଥାଏ ।

୮. ଅମର ଶହୀଦ ଚନ୍ଦ୍ର ଶେଖର ଆଜାଦଙ୍କ ଜନ୍ମ ସ୍ଥାନ କେଉଁଠି ଅବସ୍ଥିତ ?

ଉତ୍ତର- ଅମର ଶହୀଦ ଚନ୍ଦ୍ର ଶେଖର ଆଜାଦଙ୍କ ଜନ୍ମ ସ୍ଥାନ ମଧ୍ୟପ୍ରଦେଶର ଭାବ୍ରା ଗାଁରେ ଅବସ୍ଥିତ ।

୯. ଏଭଳି କେଉଁ ସ୍ଥାନ ଅଛି ଯେଉଁଠି ୧୦୦ ଜଣ ବ୍ୟକ୍ତି ଯାନ୍ତି କିନ୍ତୁ ୧୦୨ ଜଣ ବ୍ୟକ୍ତି ଫେରନ୍ତି ?

ଉତ୍ତର- ବିବାହରେ ବରକୁ ମିଶାଇ ୧୦୦ ଜଣ ଯାନ୍ତି ହେଲେ ଫେରିବା ବେଳେ କନ୍ୟାକୁ ଆଣିଥାନ୍ତି ସେଥିପାଇଁ ୧୦୨ ।

୧୦. କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆଙ୍କ ପରି କାନ୍ଦି ଥାଏ ?

ଉତ୍ତର- ମେଣ୍ଡୁକ ଗଛକୁ ଓପାଡି ଦେଲେ ତାହା ଛୁଆଙ୍କ ପରି କାନ୍ଦି ଥାଏ ।

୧୧. କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର- ଜ୍ଞାନ ବା ବିଦ୍ୟା ।

୧୨. ଖାଇଲେ କିଏ ମରେ ?

ଉତ୍ତର- ଭୋକ ଖାଇଲେ ମରିଥାଏ ।

୧୩. ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର- ପବନ ଖାଇଲେ ଝାଳ ମରିଯାଇଥାଏ ।

୧୪. କେଉଁ ଜାତିରେ ଭାଇ- ଭଉଣୀ ପରସ୍ପର ସହ ବିବାହ କରନ୍ତି ?

ଉତ୍ତର- ଧୁରବା ଜନଜାତିର ଲୋକମାନେ ।

Leave a Reply

Your email address will not be published. Required fields are marked *