ମୃତ୍ୟୁ ପରେ ନିଜ ପରିବାର ପାଇଁ Raju Srivastav ଛାଡି ଯାଇଛନ୍ତି କେତେ ସମ୍ପତି ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡି ଦୁନିଆରା ଦିଗବଳୟ ରାଜୁ ଶ୍ରୀବାସ୍ତବ, ସବୁଦିନ ଲାଗି ଦୁନିଆକୁ ଛାଡି ଚାଲିଗଲେ । କିନ୍ତୁ ତାଙ୍କୁ ବର୍ତ୍ତମାନ ବହୁତ ଲୋକେ ମନେ ପକାଉଛନ୍ତି । ସମସ୍ତଙ୍କ ଓଠରେ ବର୍ତ୍ତମାନ ତାଙ୍କରି କଥା । ସେ ସମୁଦାୟ ଦେଢ ମାସ ପର୍ଯ୍ୟନ୍ତ ଜୀବନ ସହିତ ଲଢେଇ କରୁଥିବାର ନଜର ଆସିଥିଲେ । ମାତ୍ର ସର୍ବଶେଷରେ ସେ ମୃ-ତ୍ୟୁ ଦ୍ଵାରା ପରାସ୍ତ ହୋଇଗଲେ । ସେ ଦିଲ୍ଲୀ ର ଏମ୍ସ ହସ୍ପିଟାଲ ରେ ନିଜର ଅନ୍ତିମ ନିଶ୍ଵାସ ନେଇଥିଲେ ।

କମେଡି କିଂଗ ନାମରେ ତାଙ୍କୁ ପସନ୍ଦ କରୁଥିବା ଫ୍ୟାନ୍ସ ଙ୍କ ହୃଦୟରେ ସେ ନିଜର ସ୍ଵତନ୍ତ୍ର ସ୍ଥାନ ବନାଇସାରିଥିଲେ । ତେବେ ତାଙ୍କ ନିଧନ ଦ୍ଵାରା ଦେଶ ଗମ୍ଭୀର ହୋଇଯାଇଅଛି । ତାଙ୍କ ନିଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମଧ୍ୟ ସମ୍ଭେଦନା ଜଣାଇଥିଲେ । ୧୦ ଅଗଷ୍ଟ ରେ ତାଙ୍କୁ ହାର୍ଟଆଟାକ ହୋଇଥିଲା ଯାହା ଫଳରେ ସେ ଦୀର୍ଘ ଦିନ ଧରି ହସ୍ପିଟାରେ ରହିଥିଲେ ଏବଂ ପରେ ତାଙ୍କର ମୃ-ତ୍ୟୁ ହୋଇଗଲା । ରାଜୁ ଶ୍ରୀବସ୍ତବ ମୁମ୍ବାଇରେ ଅଟୋ ରିକ୍ସା ମଧ୍ୟ ଚଳାଇଥିଲେ । ଏହାପରେ ସେ ଚଳଚିତ୍ର ଜଗତରେ ପାଦ ଦେବାକୁ ଲାଗିଲେ ।

ସେ ଅନେକ ଚଳଚିତ୍ରରେ ଅଭିନୟ କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି । ଏହାପରେ ଷ୍ଟାଣ୍ଡ ଅପ କମେଡିରେ ଆଗକୁ ବଢିବାକୁ ଲାଗିଲେ । ତାଙ୍କର ଅଧିକ ଆୟ ଷ୍ଟେଜ ସୋ ରୁ ହିଁ ହୋଇଥାଏ । ଖବର ଅନୁଯାୟୀ ସେ ଦେଶ ରେ ନିଜର ପ୍ରତ୍ୟକ ସୋ ନିମନ୍ତେ ୪ ରୁ ୫ ଲକ୍ଷ ଚାର୍ଜ କରୁଥିଲେ । ଏବଂ ବିଦେଶରେ ଏହାଠାରୁ ମଧ୍ୟ ଅଧିକ ଫିସ ସେ ଚାର୍ଜ କରୁଥିଲେ । କାନପୁରରେ ତାଙ୍କର ଏକ ବଡ ବଙ୍ଗଳା ରହିଅଛି ।

ଏହା ସହିତ ତାଙ୍କ ପାଖରେ ଜବରଦସ୍ତ କାରର କଲେକସନ ମଧ୍ୟ ରହିଅଛି । ରାଜୁ ଶ୍ରୀବାସ୍ତବ ଗଳି ରୁ ବାହାରି ନିଜ ଟାଲେଣ୍ଟ ଦ୍ଵାରା ଟିଭି ସିରିୟଲ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଯେଉଁଠାରେ ଦର୍ଶକ ମାନେ ତାଙ୍କୁ ଖୁବ ପସନ୍ଦ କରିଥିଲେ । କ୍ୟାରିୟରରେ ତାଙ୍କୁ ସଫଳତା ସେବେ ମିଳିଲା ଯେବେ ସେ The great indian lafter chalenge ରେ ଭାଗ ନେଇଥିଲେ । ଷ୍ଟାଣ୍ଡ ଅପ କମେଡିଆନ ରାଜୁ ଶ୍ରୀବାସ୍ତବ ଙ୍କୁ ଏଭଳି ଭାବରେ ପ୍ରଶଂସା କରାଗଲା ଯେ ପ୍ରତ୍ୟକ ଭାରତବାସୀ ଙ୍କ ମୁହଁରେ ତାଙ୍କ ନାମ ଥିଲା ।

ତାଙ୍କ ସୋ ନିମନ୍ତେ ଅନେକ ବଡ ବଡ ଆରଗାନାଇଜର ମାନଙ୍କର ଅଫର ଆସିବାକୁ ଲାଗିଲା । ତେବେ ବନ୍ଧୁଗଣ ଆଜି ସେ ସବୁଦିନ ଲାଗି ଆରପାରି କୁ ଚାଲି ଯାଇଥିଲେ ମଧ୍ୟ ତାଙ୍କ ଫ୍ୟାନ୍ସ ମାନଙ୍କ ମନରେ ସବୁଦିନ ଲାଗି ଘର କରି ରହିଥିବେ । ଆମ୍ଭ ମାନଙ୍କ ତରଫରୁ ତାଙ୍କୁ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *